ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category

ରାଜନୀତି

ନଭେମ୍ବର ୩ ତାରିଖରେ ଧାମନଗର ଭୋଟ

ଭୁବନେଶ୍ବର: ଧାମନଗର ବିଧାନସଭା ଆସନରେ ଉପ ନିର୍ବାଚନ ଲାଗି ଭାରତର ନିର୍ବାଚନ କମିସନ ଆଜି ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୩ ତାରିଖରେ ଏହି ଗୁରୁତ୍ବପୂର୍ଣ୍ଣ ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଏହି ଆସନ ଖାଲି ପଡ଼ିଛନ୍ତି।
Read More...

ନେତାଙ୍କୁ ମିଳିଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାର ଜିଲ୍ଲା ଯୋଜନା କମିଟିଗୁଡ଼ିକର ପୁର୍ନଗଠନ କରିଛନ୍ତି। ବିଧାୟକ ଓ ମନ୍ତ୍ରୀଙ୍କୁ ସମସ୍ତ ୩୦ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ଦଳୀୟ  ସଙ୍ଗଠନକୁ ସୁହାଇଲା ଭଳି  ବିଧାୟକ ଓ
Read More...

ବିଜେପିରେ ସାମିଲ ହେଲେ କ୍ୟାପଟେନ ଅମରିନ୍ଦର

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ମିଶିଛନ୍ତି । ତାଙ୍କ ସହିତ ତାଙ୍କ ଝିଅ ଜୟ ଇନ୍ଦର କୌର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ କ୍ୟାପଟେନ ଆରମ୍ଭ କରିଥିବା ନୂଆ ଦଳ ପଂଜାବ ଲୋକ କଂଗ୍ରେସର ବିଲୟ ବିଜେପିରେ
Read More...

ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ

ପାଣାଜୀ: କଂଗ୍ରେସ ପାଇଁ ପୁଣି ବଢ଼ିଲା ଅଡୁଆ। ଦଳର ୮ ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ୍‌ ହୋଇଛନ୍ତି। ଦଳର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ କଂଗ୍ରେସର ହାତ ଛାଡି ବିଜେପିର ପଦ୍ମ ଧରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ବିଧାୟକ ଆଜି ବାଚସ୍ପତିଙ୍କୁ
Read More...

ବିଜୁ ଯୁବ ଜନତା ଦଳର ନବକଳେବର କଲେ ନବୀନ

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ସଜାଡ଼ିବା ଆରମ୍ଭ କରିଛନ୍ତି। ଗୁରୁବାର ଜନ୍ମାଷ୍ଟମୀରେ ଏହି ପ୍ରକ୍ରିୟା ଆରମ୍ଭ କରି ସେ ପ୍ରଥମେ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେବା ପରେ ଆଜି ବିଜୁ ଯୁବ ଜନତା ଦଳର ନବ କଳେବର କରିଛନ୍ତି। ବିଜେଡି ସଂଗଠନ
Read More...

ଜାତୀୟ ବିଜେପିରେ ହଲ୍‌ଚଲ୍, ଜାଣନ୍ତୁ କଣ ଘଟିଲା?

ସଂସଦୀୟ ବୋର୍ଡରୁ ବାଦ୍ ପଡ଼ିଲେ ଗଡକରୀ, ଚୌହ୍ବାନ୬ ନୂଆ ନେତାଙ୍କୁ ନିଆଗଲା, ରାଜନାଥଙ୍କ ସ୍ଥାନ ସୁରକ୍ଷିତଯୋଗୀ ଆଦିତ୍ୟନାଥଙ୍କୁ ସର୍ବୋଚ୍ଚ କମିଟିରେ ସ୍ଥାନ ମିଳିଲାନିମୋଦୀ-ଅମିତ ଶାହଙ୍କ ନୂଆ ଗଣିତରେ ସମସ୍ତେ ତାଜୁବ୍ବିଜେପି ଗଣିତ ରାଜନୈତିକ ମହଲକୁ ଅବୁଝା ହେଲାଣି ନୂଆଦିଲ୍ଲୀ:
Read More...

ଉପ-ରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ: ଦେଶର ୧୪ ତମ ଉପ-ରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ । ଭାରତର ଉପ-ରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନର ସେଣ୍ଟ୍ରାଲ ହଲ୍‌ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ
Read More...

ବିହାରରେ କାକା-ପୁତୁରା ଖେଳ

ବିଜେପିକୁ ଝଟ୍‌କା ଦେଲେ ନୀତିଶଏନ୍‌ଡିଏ ଛାଡ଼ିଲେ, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫାତେଜସ୍ବୀଙ୍କ ସହ ହାତ ମିଳାଇଲେ ନୀତିଶକୁମାର୭ଦଳ ସହ ୧୬୪ ବିଧାୟକଙ୍କ ସମର୍ଥନ ରହିଛିବୁଧବାର ପୁଣି ଶପଥ ଗ୍ରହଣ କରିପାରନ୍ତିବିଜେପି କହିଲା ନୀତିଶ ଜଣେ ବିଶ୍ବାସଘାତକ ପାଟନା: ଯେଉଁ ସମୟରେ ମହାରାଷ୍ଟ୍ରରେ
Read More...

ନୀତି ଆୟୋଗ ବୈଠକରେ ଓଡିଶା ପାଇଁ କଣ ଦାବି ରଖିଲେ ନବୀନ?

ନୂଆ ଦିଲ୍ଲୀ: ଆଜି ରାଜଧାନୀ ଦିଲ୍ଲୀରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ କରୋନା ଯୋଗୁଁ ଧରି ବନ୍ଦ ରହିଥିଲା।୨ ବର୍ଷ ପରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ।
Read More...

କିଏ ହେବ ଉପରାଷ୍ଟ୍ରପତି ?

ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନରେ ସକାଳ ୧୦ଟାରୁ ଭୋଟ୍ ଗ୍ରହଣ ଚାଲିଛି। ଅପରାହ୍ନ ୫ଟା ଯାଏ ଭୋଟ୍‌ ଗ୍ରହଣ ଚାଲିବ । ଏହାପରେ ଗଣତି କରାଯାଇ ଫଳାଫଳ ଘୋଷିତ ହେବ । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ
Read More...