ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category

ରାଜନୀତି

୩୭୦ ଆସନରେ ଲଢ଼ିବ କି କଂଗ୍ରେସ

ନୂଆଦିଲ୍ଲୀ: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଏହି ଖବର ଆଜି କଂଗ୍ରେସ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଶନିବାର ଅର୍ଥାତ୍ ଆଜି ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଦଳର ହାଇକମାଣ୍ଡ
Read More...

ସରକାର ଓ ପୁଲିସ ବିରୋଧରେ ଅସନ୍ତୋଷ ଝାଡ଼ିଲେ ଧର୍ମେନ୍ଦ୍ର

ଛେଣ୍ଡିପଦାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀକହିଲେ, ବିରୋଧୀ ରାଜନୈତିକ ଶକ୍ତିଙ୍କୁ ହିଂସାରେ ଶେଷ କରାଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଅନୁଗୁଳ: ଛେଣ୍ଡିପଦା ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ସାଗର ପ୍ରଧାନଙ୍କୁ ନିର୍ମମ
Read More...

ଜୁଲାଇ ୧ରୁ ୩୦୦ ୟୁନିଟ ମାଗଣା ବିଜୁଳି

ଚଣ୍ଡିଗଡ: ପଞ୍ଜାବରେ ଭଗୱନ୍ତ ମାନ ସରକାରଙ୍କ ବଡ଼ ଘୋଷଣା। ଜୁଲାଇ ୧ ତାରିଖରୁ ପଞ୍ଜାବରେ ପ୍ରତି ଘରେ ୩୦୦ ୟୁନିଟ ଯାଏଁ ମାଗଣା ବିଜୁଳି ସୁବିଧା ମିଳିବ। ମାନ୍‌ ସରକାର ନିଜର ୩୦ ଦିନର ରିପୋର୍ଟ କାର୍ଡ ଜାରି କରିଛନ୍ତି।ଏହା ସହ ଖବରକାଗଜର ବିଜ୍ଞାପନ ମାଧ୍ୟମରେ ଦାବି କରିଛନ୍ତି ଯେ ଜୁଲାଇ ୧ରୁ
Read More...

ଓଡ଼ିଶା ଉପରେ ଆପ୍ ଆଖି, ବିଜୟ ନେତୃତ୍ବ ନେଉଛନ୍ତି କି?

ଗୁଜୁରାଟରେ କଂଗ୍ରେସ ନେତାମାନେ ଝାଡୁ ଧରିଲେଣିବିକଳ୍ପ ଭାବେ କେଜ୍ରିଓ୍ବାଲ ମୁଣ୍ଡ ଟେକୁଛନ୍ତି, ଚିନ୍ତାରେ ବିଜେପିନୂଆଦିଲ୍ଲୀ ଯାଇ ବିଜୟ ଆପ୍ ମୁଖିଆଙ୍କ ସହ ଆଲୋଚନା କରିଥିଲେ କି? ଭୁବନେଶ୍ବର: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଏକ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି।
Read More...

‘ପିସିସି ସଭାପତି ପରିବର୍ତ୍ତନ ଯେତେ ଶୀଘ୍ର ହେବ ସେତେ ଭଲ’

ଓଡିଶା କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ ଜୋର ଧରିଥିବା ବେଳେ ପିସିସି ପରିବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି, ପିସିସି ପରିବର୍ତ୍ତନ ହେଉ । କଂଗ୍ରେସରେ ବହୁ ଯୋଗ୍ୟ ଲୋକ ସଭାପତି ପଦ ପାଇଁ ଅଛନ୍ତି । ଦୁଇ ତିନି ବର୍ଷରେ ପିସିସି ପରିବର୍ତ୍ତନ
Read More...

କୋଟିଆ ଦଖଲ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପଦବି!

ଭୁବନେଶ୍ବର: କୋଟିଆ ପ୍ରସଙ୍ଗର ସାନି ଶୁଣାଣି ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ ପରେ ଓଡ଼ିଶା ସରକାର ଯେତିକି ଉତ୍ସାହିତ ଅଛନ୍ତି, ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସେତିକି ବଡ ଝଟକା ଲାଗିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଇ
Read More...

ବିଜୟଙ୍କ ନୂଆ ରାଜନୈତିକ ଯାତ୍ରା ଆରମ୍ଭ

କିଏ କହୁଛି ବିଜେଡିକୁ ଫେର; ଆଉ କାହାର ମତ ଆପ୍ ନ ହେଲେ ନୂଆ ଆଞ୍ଚଳିକ ଦଳରାମନବମୀରେ ବନ୍ଧୁମିଳନ ଆଳରେ ଖୋଲା ଆଲୋଚନା ଆରମ୍ଭ କରାଗଲାଆଉ କେତୋଟି ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ନିକଟତମ ମହଲରୁ ସୂଚନା ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଲାଗି କୌଶଳ
Read More...

୨୪ ପାଇଁ ଟିମ୍: କିଏ ବାଦ୍ ପଡ଼ିବେ, କିଏ ହେବେ ସାମିଲ୍

ଭୁବନେଶ୍ବର: ପାଖାପାଖି ବର୍ଷେ କାଳ ବିଜୁ ଜନତା ଦଳ ପଞ୍ଚାୟତ ଓ ପୌର ନିର୍ବାଚନ କସରତ ଚଳାଇଥିଲା। ଗତକାଲି (ଶନିବାର) ଭୁବନେଶ୍ବର ମହାନଗର ନିଗମ ଡେପୁଟି ମେୟର ଚୟନ ସହିତ ଏହି ପ୍ରକ୍ରିୟାରେ ପୂର୍ଣ୍ଣଛେଦ ପଡ଼ିଛି। ଆଦୌ ମୁହୂର୍ତେ ବି ସମୟ ନଷ୍ଟ ନ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Read More...

ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ମଞ୍ଜୁଲତା କହଁର

ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର । ବିଜେଡି ପକ୍ଷରୁ ସେ ପ୍ରାର୍ଥୀ ହୋଇଥିଲେ । ଆଉ କେହି ନାମାଙ୍କନ ଦାଖଲ କରିନଥିବାରୁ ସେ ର୍ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଡେପୁଟି ମେୟର ଭାବେ ନିର୍ବାଚିତ ହେବା ପରେ ସେ କହିଛନ୍ତି, ଯେଉଁ ଦାୟିତ୍ୱ ତାଙ୍କୁ
Read More...

ଭୁବନେଶ୍ୱରର ବିକାଶ ଆମର ଲକ୍ଷ୍ୟ: ସୁଲୋଚନା

ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଇଛନ୍ତି ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭ କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସୁଲୋଚନା ଲିଙ୍ଗରାଜ
Read More...