ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ଜୋର ଧରିଲାଣି ରାଜନୈତିକ ଛକାପଞ୍ଝା

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଏବେ ଘଡ଼ିକେ ଘୋଡା ଛୁଟୁଛି। ଆସନ୍ତାବର୍ଷ ଆରମ୍ଭରୁ ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ଥିବାରୁ ରାଜନୈତିକ ଦଳମାନେ ମାତ୍ରାଧିକ ସକ୍ରିୟ ଅଛନ୍ତି। ବିଶେଷକରି ବିଜେପି ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ
Read More...

ରଗାଇଦେଲା ନିଲମ୍ବନ; ଆଜି ବିରୋଧୀଙ୍କ ରଣନୀତି ବୈଠକ

ନୂଆଦିଲ୍ଲୀ: ସଂସଦର ଶୀତ ଅଧବେଶନର ପ୍ରଥମ ଦିନରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଥିଲା। ରାଜ୍ୟସଭାରୁ ୧୨ଜଣଙ୍କୁ ସାଂସଦଙ୍କୁ ଏହି ଅଧିବେଶନ ଲାଗି ନିଲମ୍ବିତ କରାଯାଇଛି, ଯାହାକୁ ବିରୋଧୀ ନିନ୍ଦା କରିଛନ୍ତି। ଆଜି ସକାଳ ୧୦ଟା ବେଳେ ବିରୋଧୀଙ୍କର ଏକ ବୈଠକ ବସିବ। ଏଥିରେ ସରକାରଙ୍କୁ
Read More...

ଆଜିଠୁ ଆରମ୍ଭ ଶୀତ ଅଧିବେଶନ, ୩୬ ବିଲ୍ ଆସିବ

ନୂଆଦିଲ୍ଲୀ: ସଂସଦର ୨୫ ଦିନିଆ ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। କୃଷି ଆଇନ ବାତିଲ କରିବା ସହିତ ମୋଟ ୩୬ଟି ଏହି ଅଧିବେଶନରେ ହେବାର ଆଶା କରାଯାଉଛି | ପେଗାସସ୍ ୃ ଏବଂ ମୂଲ୍ୟ ବୃଦ୍ଧି ଭଳି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ବିରୋଧୀ ଏହି ଅଧିବେଶନରେ ଘେରି ପାରନ୍ତି। ଶୀତକାଳୀନ
Read More...

ପଶ୍ଚିମ ଓଡ଼ିଶା ରାଜନୀତି ସରଗରମ, ନୂଆରୂପରେ ଅନଙ୍ଗ, ଅର୍କେଶ

ଲକ୍ଷ୍ମୀଜୋର ପ୍ରକଳ୍ପ ନେଇ ଗର୍ଜିଲେ ବାପ-ପୁଅକହିଲେ ୨୦ କୋଟି ଟଙ୍କା ସର୍ବନାଶ କରିଦେଲେବ୍ୟାଙ୍କଙ୍କ ଭଳି ସ୍ବପ୍ନର ପ୍ରକଳ୍ପ କୁଆଡେ ଗଲା?ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବେ ବୋଲି ଜଣାଇଲେ ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ରାଜନୀତିରେ ପୁଣି ଥରେ ବଡ ଧରଣର ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି।
Read More...

ଶୀତ ଅଧିବେଶନ ପୂର୍ବରୁ ବିରୋଧୀ ପକ୍ଷରେ କେଁ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବିରୋଧୀ ରାଜନୈତିକ ଦଳରୁ ଏକ ବଡ଼ ସଙ୍କେତ ସାମ୍ନାକୁ ଆସିଛି। କଂଗ୍ରେସ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଦୂରତା ବୃଦ୍ଧି ନେଇ ରାଜନୈତିକ ମହଲ ଯେଉଁ ପୂର୍ବାନୁମାନ କରୁଥିଲେ, ତାହା ଆଦୌ ଅମୂଳକ ନୁହେଁ ବୋଲି ସଙ୍କେତ ମିଳିଛି। ଆଜି ତୃଣମୂଳ
Read More...

କିଏ ଲାଭରେ ରହିଲେ; ଅପରାଜିତା ନା ବିଜେଡି

ଭୁବନେଶ୍ବର: ଆଚାର୍ଯ୍ୟ ବିହାର ଛକରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗୋଷ୍ଠୀ ଏବଂ ବିଜେଡି ମୁହାଁମୁହିଁ ହେବା ପରେ ରାଜନୀତି ସରଗରମ ହୋଇଯାଇଛି। ଶୁକ୍ରବାର ଦିନତମାମ ଏହି ମାମଲାକୁ ରାଜନୈତିକ ମହଲ ଦିନତମାମ ଲକ୍ଷ୍ୟ କରିଥିଲେ। ଦେଖାଯାଇଥିଲା, ଦୁଇ ଜଣ ଯୁବକଙ୍କୁ ପୁଲିସ
Read More...

କଂଗ୍ରେସକୁ ହାଇଜାକ୍ କରିବେ କି ମମତା!

ନୂଆଦିଲ୍ଲୀ: ଭାରତ ରାଜନୀତିରେ ଆଜି ବି ବିଜେପି ପରେ କଂଗ୍ରେସ ହେଉଛି ଦ୍ବିତୀୟ ବୃହତ୍ତମ ଦଳ। ହେଲେ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍କ୍ରିୟତା ଦଳକୁ କ୍ଷତି ପହଞ୍ଚାଇବା ସହିତ ରାଜନୀତିର ଗଣିତ ଏପଟ ସେପଟ କରିବାକୁ ବସିଲାଣି। ଦିନେ କଂଗ୍ରେସରୁ ବାହାରି ତୃଣମୂଳ କଂଗ୍ରେସ କରିଥିବା ପଶ୍ଚିମବଙ୍ଗ
Read More...

ରାଜଧାନୀରେ ମଧ୍ୟରାତ୍ରିରେ ହାଇଡ୍ରାମା

ସାଂସଦଙ୍କୁ ୩ ଘଣ୍ଟା ଅଟକାଇଦେଲେ, ବିଜେଡି-ବିଜେପି ମୁହାଁମୁହିଁଅଣ୍ଡା, ଟେକାପଥର ମାଡ଼, ପରିସ୍ଥିତି ସମ୍ଭାଳିବାକୁ ପୁଲିସର ଲାଠିଚାର୍ଜପରସ୍ପର ବିରୋଧରେ ଥାନାରେ ଏତଲା ଦେଲେ ଉଭୟ ପକ୍ଷବିଳମ୍ବିତ ରାତି ଯାଏ ଉଭୟ ଦଳର ନେତାଙ୍କ ଘରେ ମନ୍ତ୍ରଣା ଜାରି ଆଜି ଅପରାଜିତାଙ୍କ ସାମ୍ବାଦିକ
Read More...

ଚାଷୀ ଆନ୍ଦୋଳନକୁ ଆଜି ବର୍ଷେ: ନରମିବେ କ’ଣ ଗର୍ଜିଲେଣି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ଚାଷୀ ନେତା ଆନ୍ଦୋଳନରୁ ଓହରୁନାହାନ୍ତି କି ତୁନି ପଡୁନାହାନ୍ତି। ବରଂ ଏମଏସପି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଦେଲେଣି। ଆଉ ପାଦେ ଆଗକୁ ଯାଇ ଭାରତୀୟ କିଷାନ
Read More...

ନବୀନଙ୍କ ପାଇଁ ବବି, ଧର୍ମେନ୍ଦ୍ରଙ୍କ ପାଇଁ ଜୟ

ଭୁବନେଶ୍ବର: ମମିତା ମେହେର ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟ ସରକାରଙ୍କ ବିରୋଧରେ ବହେ ଗର୍ଜିଥିଲେ କେନ୍ଦ୍ରମନ୍ତ୍ରୀ। ଏହାର ଅଳ୍ପ କେଇ ମୁହୂର୍ତ ପରେ ବିଜେଡି ସାଂଗଠନିକ ସଂପାଦକ
Read More...