Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ଦିଲ୍ଲୀରେ ମାଓଦମନ ଚିନ୍ତା
ନୂଆଦିଲ୍ଲୀ: ଦିଲ୍ଲୀରେ ମାଓ ଦମନ ଚିନ୍ତା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପାଞ୍ଚଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ।ଦୁର୍ଗମ ଅଞ୍ଚଳର ରାସ୍ତା, ରେଳପଥ, ଟାୱାର ନିର୍ମାଣ ପ୍ରସଙ୍ଗକୁ ମୁଖ୍ୟତଃ!-->…
Read More...
Read More...
ପାକିସ୍ତାନ ନାଁ ନ ନେଇ ଗର୍ଜିଲେ ମୋଦୀ
ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେଆଫଗାନ ମାଟି ଆତଙ୍କବାଦ ବିସ୍ତାର ପାଇଁ ବ୍ଯବହାର ହେବା ଉଚିତ୍ ନୁହେଁଭାରତକୁ ବିଶ୍ବର ସବୁଠାରୁ ବଡ ହାଇଡ୍ରୋଜେନ୍ ହବ୍ ନେଇ କାର୍ଯ୍ଯ ଚାଲିଛିନାଜାଲ୍ ଭ୍ଯାକସିନ୍ ନେଇ ଭାରତର ବୈଜ୍ଞାନିକ କାର୍ଯ୍ଯ କରୁଥିବା କହିଲେ ମୋଦୀଯେବେ ଭାରତ!-->…
Read More...
Read More...
ଆଶ୍ରିତଙ୍କ ପାଇଁ ବୁଲିଲେ ଧର୍ମେନ୍ଦ୍ର
ପିପିଲି ନିର୍ବାଚନୀ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ଆଶ୍ରି୍ତ ପଟ୍ଟନାୟକଙ୍କ ପାଇଁ କଲେ ନିର୍ବାଚନ ପ୍ରଚାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିପିଲିରେ ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ଆବାସ ଯୋଜନାରେ ଘର ସମେତ ଅଞ୍ଚଳ ବିକାଶମୂଳକ କାର୍ଯ୍ୟ ପାଇଁ ବିପୁଳ ଅର୍ଥ ଦେଇଛନ୍ତି!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ କଥା ବି ଶୁଣୁନାହାନ୍ତି ମନ୍ତ୍ରୀ!
ଭୁବନେଶ୍ବର: କରୋନା ପ୍ରଭାବ ଆଉ ସେମିତି ନାହିଁ, ଡରେଇବା ଭଳି। ଏବେ ସବୁକିଛି ସ୍ବାଭାବିକ ଆଡକୁ ଯାଉଛି। କଟକଣା ଧୀରେ ଧୀରେ କୋହଳ ହୋଇଗଲାଣି। ଦୋକାନ, ବଜାର ଖୋଲୁଛି, ସଭା ସମିତି ବି କଟକଣା ଭିତରେ ହେଲାଣି। କିନ୍ତୁ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ପାଇଁ ଏସବୁର କିଛି ପ୍ରଭାବ!-->…
Read More...
Read More...
ପୁଣି ଖେଳ ଆରମ୍ଭ କରିଦେଲେ ନବୀନ ପଟ୍ଟନାୟକ
ଭୁବନେଶ୍ବର: ମାସକ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ତିନିଟି ଜିଲ୍ଲା ଗସ୍ତ କରିଛନ୍ତି। ପ୍ରଥମେ ମାଲକାନଗିରି, ଏହା ପରେ ସୁନ୍ଦରଗଡ ଏବଂ ବୁଧବାର ବଲାଙ୍ଗୀର। ଏହି ଗସ୍ତ କାଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନସ୍ଥ ସ୍ମାର୍ଟ ହେଲ୍ଥ କାର୍ଡ ନିଜେ ମୁଖ୍ୟମନ୍ତ୍ରୀ!-->…
Read More...
Read More...
ଉତ୍ତରପ୍ରଦେଶରେ ଆଉ ଜଣେ ଯୋଗୀ; ପାଖେ ପାଖେ ବ୍ଲାକ୍ କମାଣ୍ଡୋ
ଲକ୍ଷ୍ନୌ: ଜୁନିୟର ଯୋଗୀ ଆଦିତ୍ୟନାଥ। ରାଜରାସ୍ତା ଉପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବେଶରେ କୁନି ପିଲା। ଯାହାର ଦୁଇ ପଟେ ଦୁଇ ଜଣ ପିଲା ଯିଏ କି କଳା ଡ୍ରେସରେ ବ୍ଲାକ କମାଣ୍ଡେ ପରି ଚାଲୁଛନ୍ତି। ଆଉ ପଛରେ ଜୟ ଶ୍ରୀ ରାମ ଜୟ ଶ୍ରୀରାମ ନାରା ଦେଉଥିବା ଲୋକଙ୍କ ଭିଡ଼।
!-->!-->…
Read More...
Read More...
ନବୀନଙ୍କ ନିର୍ଦେଶକୁ ଫୁ: ବାବୁ ଭୁଲିଗଲେ, ମନ୍ତ୍ରୀମାନେ ବି
ତିନି ଚାରିଦିନ ଜିଲ୍ଲାରେ କଟାଇବେ ବୋଲି କୁହାଯାଇଥିଲାଅଚାନକ ଜିଲ୍ଲା ଗସ୍ତ ଉପରେ ଗୁରୁତ୍ବ ଦିଆଯାଇଥିଲାଆହାର କେନ୍ଦ୍ରରେ ଖାଇଥାନ୍ତେ, ଲୋକଙ୍କ ସହିତ କଥା ହୋଇଥାନ୍ତେମନ୍ତ୍ରୀମାନେ ଜିଲ୍ଲାଗସ୍ତ କରି ପ୍ରତିମାସ ୭ରେ ଦେଇଥାନ୍ତେ ରିପୋର୍ଟକରୋନା ଆଳରେ କାଗଜପତ୍ରରେ ରହିଗଲା ସବୁ!-->…
Read More...
Read More...
ମାଟିର ସୁରକ୍ଷା ପାଇଁ ବାଲେଶ୍ବରରୁ ଉଠିଲା ସ୍ବର
ଉଦୟପୁର ସୀମା ବିବାଦର ସ୍ଥାୟୀ ସମାଧାନ ପ୍ରସଙ୍ଗ ନେଇ ତୀବ୍ର ହେଲାଣି ଜନମତସ୍ବାଭିମାନୀ ଓଡ଼ିଆ ଭାବେ ନବୀନଙ୍କ ହସ୍ତକ୍ଷେପ ଲୋଡିଲେ ସାଧାରଣସେବୀ ଗୌତମବୁଦ୍ଧଦିନେ ଓଡ଼ିଆ ଭାଷା ଓ ମାଟିର ସୁରକ୍ଷା ପାଇଁ ବାଲେଶ୍ବରରୁ ଉଠିଥିଲା ସ୍ବର, ଜାଗିଥିଲା ଓଡି଼ଶା
ଭୁବନେଶ୍ବର: ଓଡ଼ିଶା ସୀମା ଉପରେ!-->!-->!-->…
Read More...
Read More...
ବଡ କଥାଟେ କହିଦେଲେ ୟେଦୁରପ୍ପା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଆଧାର କରି ଭାରତୀୟ ଜନତା ପାର୍ଟି ନିର୍ବାଚନ ଲଢୁଛି ଏବଂ ଜିତୁଛି। ବିଜେପି ନେତାମାନେ ସେମାନଙ୍କର ସବୁ ଭଲ କାମକୁ ପଛରେ ପକାଇ ପ୍ରଧାନମନ୍ତ୍ରୀଙ୍କୁ ଆଗରେ ରଖିଆସିଛନ୍ତି। ଠିକ୍ ଏମିତି ସମୟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି!-->…
Read More...
Read More...
ଶପଥ ନେଲେ ଚରଣଜିତ
ନୂଆଦିଲ୍ଲୀ: ପଞ୍ଜାବରେ ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବଡ଼ ପରିବର୍ତ୍ତନ ହୋଇଛି। ମୁଖ୍ୟମନ୍ତ୍ରୀ ଭାବେ ଆଜି ଚରଣଚିତ ସିଂ ଚନ୍ନୀ ଶପଥ ନେଇଛନ୍ତି। ସକାଳ ୧୧ଟାରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲା ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତାର!-->…
Read More...
Read More...