Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ଦେଖନ୍ତୁ, କିଏ ହେବେ ମୋଦୀଙ୍କ ନୂଆ ମନ୍ତ୍ରୀ
ଆସିଲା ୪୩ ନୂଆ ମନ୍ତ୍ରୀଙ୍କ ତାଲିକା୧. ନାରାୟଣ ରାଣେ୨. ସର୍ବାନନ୍ଦ ସୋନୋୱାଲ୩. ଡକ୍ଟର ବୀରେନ୍ଦ୍ର କୁମାର୪. ଜ୍ୟୋତିରାଦିତ୍ୟ ସିନ୍ଧିଆ୫. ରାମଚନ୍ଦ୍ର ପ୍ରସାଦ ସିଂ୬. ଅଶ୍ୱିନୀ ବୈଷ୍ଣବ୭. ପଶୁପତି କୁମାର ପାରସ୮. କିରଣ ରିଜିଜୁ୯. ରାଜକୁମାର ସିଂ୧୦.ହରଦୀପ ସିଂ ପୁରୀ୧୧.ମନସୁଖ ମାଣ୍ଡଭ୍ୟା୧୨.!-->…
Read More...
Read More...
ଘଣ୍ଟ ବଜାଇଲା କଂଗ୍ରେସ
ତୈଳ ଓ ଅତ୍ୟାବଶକ ଦରବୃଦ୍ଧି ବିରୋଧରେ ରାସ୍ତାକୁ ଓହ୍ଲାଇଲା
ଭୁବନେଶ୍ବର: ତୈଳ ଦର ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ କଂଗ୍ରେସର ଆନ୍ଦାଳନ ଆରମ୍ଭ ହୋଇଛି। ୭ରୁ ୧୭ ତାରିଖ ଯାଏ ୧୦ ଦିନ ଧରି ପ୍ରତିବାଦ କରିବ ଦଳ । ଆଜି ରାଜ୍ୟର ସବୁ ବ୍ଲକ ଅଫିସ ଓ!-->!-->!-->…
Read More...
Read More...
ମୋଦୀ ଡାକିଲେ ଜରୁରୀ ବୈଠକ
ନୂଆଦିଲ୍ଲୀ: ଆସନ୍ତାକାଲି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବାହ୍ନ ୧୧ଟାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଲାଗି ଆପାତତଃ ସମୟ ସ୍ଥିର ହୋଇଛି। ଏହାର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।!-->…
Read More...
Read More...
ଗରିବଙ୍କ ମୁଣ୍ଡ ଉପରେ ଛାତକୁ ବିରୋଧ କରୁଛି ବିଜେପି
ବିଜେପି ଅଭିଯୋଗ ଉପରେ ଜବାବ ଦେଲା ବିଜେଡି
ଭୁବନେଶ୍ୱର: ଓଡିଶାରେ ହତାଶ ହୋଇପଡିଥିବା ନିଜର ଦଳର କର୍ମୀମାନଙ୍କ ମନୋବଳ ବଢାଇବା ରାଜ୍ୟ ବିଜେପି ସଭାପତିଙ୍କ ପାଇଁ କେତେ କଷ୍ଟକର ତାହା ଆମେ ଜାଣିଛୁ। ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀ ହେଉଛି ଏଭଳି ହତୋତ୍ସାହିତ କର୍ମୀଙ୍କୁ ଉତ୍ସାହିତ!-->!-->!-->…
Read More...
Read More...
ଜୁଲାଇ ୭ରେ ଅଦଳବଦଳ: କିଏ ରହିବେ, କିଏ ଯିବେ?
ନୂଆଦିଲ୍ଲୀ: ଜୁଲାଇ ୭ ତାରିଖ ଅର୍ଥାତ୍ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ। ସକାଳ ୧୧ଟାରେ ଏଥିପାଇଁ ସମୟ ଧାର୍ଯ୍ୟ ହୋଇଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୨୮ଟି ପଦବି ଖାଲି ରହିଛି। ହେଲେ ୧୭ରୁ!-->…
Read More...
Read More...
ହଜାରେ କୋଟିର ଦୁର୍ନୀତି କରିଛନ୍ତି ସରକାର
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମ୍ବାଦିକ ସମ୍ମିଳନୀ କରି ଘେରିଲା ବିଜେପିତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ ସିବିଆଇ ଦ୍ବାରା ତଦନ୍ତ ଦାବି କଲେ ରାଜ୍ୟ ବିଜେପି ନେତାକେନ୍ଦ୍ରୀୟ ଟିମ୍ ଆସିଥିଲେ ତଦନ୍ତ ପାଇଁ, ତାଙ୍କ ରିପୋର୍ଟ ଧରି ବିଜେପି ନେତା ଗର୍ଜିଲେ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ!-->!-->!-->…
Read More...
Read More...
ଧାମି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
୪୫ ବର୍ଷ ବୟସ୍କ ଧାମି ପୂର୍ବରୁ କେବେ ମନ୍ତ୍ରୀ ହୋଇନଥିଲେ
ଡେରାଡୁନ୍: ପୁଣି ଉତ୍ତରାଖଣ୍ଡ ରାଜନୀତିରେ ହଲଚଲ। ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୀରଥ ସିଂହ ରାଓ୍ବତ। ଆଜି ବିଧାୟକ ଦଳ ବୈଠକରେ ବିଧାୟକ ପୁଷ୍କର ସିଂହ ଧାମିଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଛି।!-->!-->!-->…
Read More...
Read More...
ମୋଦୀଙ୍କ ନଜରରେ କିଏ?
ତାଲିକା ଚୂଡ଼ାନ୍ତ, ଯେ କୌଣସି ମୁହୁର୍ତ୍ତରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳପରିବର୍ତ୍ତନ ହୋଇନପାରନ୍ତି ଗୃହ, ପ୍ରତିରକ୍ଷା, ଅର୍ଥ, କର୍ପୋରେଟ୍ ବ୍ୟାପାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀଅଶ୍ବିନୀ ବୈଷ୍ଣବ ମନ୍ତ୍ରୀ ହେବେ, ହେଲେ ଓଡ଼ିଶା କୋଟାରୁ ନୁହେଁ/ ବୈଜୟନ୍ତଙ୍କ!-->…
Read More...
Read More...
ଧର୍ମେନ୍ଦ୍ର ଏମିତି କାହିଁକି କଲେ?
ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ପରିଚାଳନାକୁ ନେଇ ଆପତ୍ତି ଉଠାଇଥିଲା ଭାରତୀୟ ଜନତା ପାର୍ଟି। ଦୁଇ ଦିନ ତଳେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀରେ ଦଳର ନେତାମାନେ ଏ ସଂପର୍କରେ ତମ୍ବିତୋଫାନ କଲେ ଓ ରାଜନୈତିକ ପ୍ରସ୍ତାବ ବି ସରକାରଙ୍କ ବିରୋଧରେ ପାରିତ ହେଲା। ଏହାର ୨୪ ଘଣ୍ଟା ପରେ!-->…
Read More...
Read More...
ଅଣ୍ଟାଭିଡ଼ିଲା ବିଜେପି: ‘ନୂଆ ଓଡ଼ିଶା ଗଢିବୁ, ଓଡ଼ିଆଙ୍କ ହକ୍ ପାଇଁ ଲଢିବୁ’
ଧାନ କିଣା, ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଦାବିରେ ପ୍ରତିବାଦ କରିବ ବିଜେପି :ସମୀର ମହାନ୍ତିଜୁଲାଇ ୧ ଓ ୨ରେ ଚାଷୀଙ୍କ ସହ ବିଜେପି କାର୍ଯ୍ୟକର୍ତାଙ୍କ ଧାନମଣ୍ଡି ଆଗରେ ଧାରଣାରାଜରାସ୍ତା ରୋକିବା ସହ ସିଏସଓ ଅଫିସ କାର୍ଯ୍ୟାଳୟ ସ୧ୁଖରେ ପ୍ରତିବାଦ କରିବେଯୋଗ୍ୟ ହତାଧିକାରୀଙ୍କୁ ପକ୍କା ଘର!-->…
Read More...
Read More...