Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍ ଶଫିନ୍ ଅହମ୍ମଦ
ଚଳନ୍ତା ସ୍ଲିପର୍ ବସ୍ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ
Browsing Category
ରାଜନୀତି
କେନ୍ଦ୍ରମନ୍ତ୍ରୀ ଆସୁଛନ୍ତି: ୪୧୯ କିମି ବୁଲିବେ, ୧୧୫ କାର୍ଯ୍ୟକ୍ରମରେ ଯୋଗଦେବେ
ମନ୍ତ୍ରିମଣ୍ଡଳ ନବକଳେବର ପରେ ପ୍ରଥମ ଥର ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର, ଅଶ୍ବିନୀରେଳରେ ବୁଲିବେ ଅଶ୍ବିନୀ, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲିବେ
ଭୁବନେଶ୍ବର: ରେଳ ମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳରେ!-->!-->!-->…
Read More...
Read More...
ବଡ କାର୍ଡ ଧରି ଓହ୍ଲାଉଛନ୍ତି ଭର୍ତ୍ତୃହରି, ପ୍ରଜାତନ୍ତ୍ର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ମଧ୍ୟରେ ସଂପର୍କକୁ ନେଇ ରାଜନୈତିକ ହଟଚମଟ ଜାରି ରହିଛି। ସାଂସଦ ଶ୍ରୀ ମହତାବଙ୍କ ସହିତ ବିଜେଡିର ସଂପର୍କ ଏବେ ଖଟା-ମିଠା ବୋଲି କେହି କେହି କହିଲେଣି। ଶ୍ରୀ ମହତାବ ଏକଦା ମୁଖ୍ୟମନ୍ତ୍ରୀଙ୍କର ଅତି!-->…
Read More...
Read More...
ଅକଳରେ ପଡ଼ିଯାଇଛନ୍ତି ବିଧାୟକ ଓ ପରାଜିତ ପ୍ରାର୍ଥୀ
ରାଜନୀତି କୋର୍ଟକୁ ପୌର ନିର୍ବାଚନ ବଲ୍ ଫିଙ୍ଗିଦେଲେ ସରକାରସବୁଠି ଚାଲିଛି କଳ୍ପନାଜଳ୍ପନା, ବିଧାୟକ ଓ ବିଧାୟକ ପ୍ରାର୍ଥୀ ଅଡୁଆରେବହୁ ଯୁବ ନେତା ପୌରାଧ୍ୟକ୍ଷ ଓ ମେୟର ପଦବି ଲାଗି ଆଶାୟୀ ଅଛନ୍ତିବିଧାନସଭା ନିର୍ବାଚନ ଭଳି ଏଥର ସରଗରମ ହେବ ପୌର ନିର୍ବାଚନପରସ୍ପରକୁ ମାତ୍ ଦେବାକୁ ରାଜନୀତିରେ!-->…
Read More...
Read More...
ଲାଲକିଲ୍ଲାରୁ ନୂଆ ନାରା ଦେଲେ ମୋଦୀ
ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ,ସବକା ପ୍ରୟାସ। ,ସମସ୍ତଙ୍କ ପ୍ରୟାସ
ନୂଆଦିଲ୍ଲୀ: ଦେଶ ପାଳୁଛି ୭୫ ତମ ସ୍ୱାଧୀନତା ଦିବସ । କରୋନା କଟକଣା ମଧ୍ୟରେ ସବୁଠି ସ୍ୱାଧୀନତା ଦିବସ ପାଳନର ଉତ୍ସାହ। ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ହୋଇ ଉଡିଛି ତ୍ରିରଙ୍ଗା। ସବୁଠୁ ଶୁଭୁଛି ଜାତୀୟ!-->!-->!-->…
Read More...
Read More...
ନବୀନ ସରକାର ନେଲେ ୩.୫କୋଟି ଲୋକଙ୍କ ସ୍ବାସ୍ଥ୍ୟ ଦାୟିତ୍ବ
ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସଦେଶରେ ପ୍ରଥମ, ସ୍ବାଧୀନତା ଦିବସରେ ବଡ଼ ଘୋଷଣାନୂଆ ରୂପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍ଥ କାର୍ଡ
ଭୁବନେଶ୍ବର: ଆଜି ଭୁବନେଶ୍ବର ପଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ୭୫ତମ ସ୍ବାଧୀନତା ଦିବସ!-->!-->!-->…
Read More...
Read More...
ନବୀନଙ୍କ ପାଖରେ ବିରୋଧୀଙ୍କ ଦରଖାସ୍ତ ବିଚାରାଧୀନ
ଯେ କୌଣସି ମୁହୂର୍ତରେ ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ୍ ବାଜିବଦଳବଦଳ ପାଇଁ ନେତାଙ୍କ ସଜବାଜ ଆରମ୍ଭ, ଶାସକ ଦଳରେ ବେଶୀ ଭିଡବିରୋଧୀ ଦଳ ନେତାଙ୍କ ହାବଭାବ ହିଁ କହୁଛି ବିଜେଡି ବଦନାମ୍ ହୋଇନିପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପରେ ବି ନବୀନଙ୍କ ପ୍ରତି ଆକର୍ଷଣ କମିନାହିଁଦୁର୍ଗା ପୂଜା ପରେ!-->…
Read More...
Read More...
ପଛୁଆ କାର୍ଡରେ ବି ସମସ୍ତେ ପଛରେ ପଡିଲେ
ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ କରିବ ବୋଲି ଘୋଷଣା କରିଦେଲା ବିଜୁ ଜନତା ଦଳପଛୁଆ ବର୍ଗ କାର୍ଡ ଖେଳ ଆରମ୍ଭ କରିଥିଲା କେନ୍ଦ୍ର, ଅକଳରେ ପକାଇଲେ ନବୀନଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ନେଇ ରାଜ୍ୟ ରାଜନୀତିରେ ବିଜେଡିର ମାଷ୍ଟର ଷ୍ଟ୍ରୋକ୍୩୩ ପ୍ରତିଶତ ମହିଳା ପ୍ରାର୍ଥୀ କାର୍ଡ ଖେଳି ଗତ!-->…
Read More...
Read More...
ନବୀନଙ୍କ କାର୍ଡ ବଦଳାଇବ କି ଭୋଟ ଗଣିତ?
୧୨୭ତମ ସମ୍ବିଧାନ ସଂଶୋଧନ ପରେ ନୂଆ କାର୍ଡ ଖେଳିଲେ ନବୀନତୁରନ୍ତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଯେ କୌଣସି ମୁହୂର୍ତରେ ବିଜେଡି ସାଂସଦ ଅମିତ ଶାହଙ୍କୁ ଭେଟିବେ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ଲାଗି ଦାବି ଜୋରଦାର କରିବ ଓଡ଼ିଶା
!-->!-->!-->…
Read More...
Read More...
ଗୋଟି ଚଳାଇଲେ ନବୀନ: ବିଜେପିରେ କମ୍ପନ, କଂଗ୍ରେସରେ ବି
ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ଆଇନଜ୍ଞ କପିଲ ଶିବଲଙ୍କ ଜନ୍ମଦିନରେ ନୂଆଦିଲ୍ଲୀରେ ଅନୁ୍ଷ୍ଠିତ ରାତ୍ରିଭୋଜନ ରାଜନୀତି ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। କିଛି ଦିନ ତଳେ ଗାନ୍ଧୀ ପରିବାର ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଶ୍ରୀ!-->…
Read More...
Read More...