Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
‘ଆମେ ଭୁଲ କରିନୁ, ଆପତ୍ତି ଥିଲେ ପରୀକ୍ଷା ଦିଅ’
ମାଟ୍ରିକ୍ ପରୀକ୍ଷା ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀ ଆଜି ବି ପ୍ରତିବାଦ କରିଛନ୍ତିସ୍ପଷ୍ଟୀକରଣ ଦେଇଛି ବୋର୍ଡ, ୫ ତାରିଖରେ ଅଫ୍ ଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲପ୍ଖୁବ୍ ଶୀଘ୍ର ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହେବ, ତୁରନ୍ତ ପ୍ରକାଶ ପାଇବ ଫଳ
ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ଫଳକୁ!-->!-->!-->…
Read More...
Read More...
୨୦୨୪ରେ ନୂଆ ନେତା ଦେଖିବ ବିଜେପୁର!
ରୀତାଙ୍କ ପାଇଁ ବିପଦ ବଢୁଛି, ସୁଶାନ୍ତ ନାମକୁ ନେଇ ଜୋର ଧରୁଛି ଚର୍ଚ୍ଚାରୀତାଙ୍କ ବଡ଼ ପୁଅ ସୁମିତ କୋଣଠେସା, ଏବେ ମଇଦାନରେ ବୁଲୁଛନ୍ତି ସୌରଭନବୀନଙ୍କ ପ୍ୟାକେଜ୍ ଧରି ଜୋରଦାର କସରତ ଚଳାଇଛି ବିଜେଡିବିଜେପି ଶିବିରରେ ଫାଟ ସୃଷ୍ଟି କରି ବିଜେଡି ଆଗକୁ ବଢ଼ିବା ଅସମ୍ଭବ ନୁହେଁ
!-->!-->!-->…
Read More...
Read More...
ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି
ରାଜ୍ୟ କାର୍ଯ୍ୟକାରିଣୀରେ କୋଭିଡ୍ ମୁକାବିଲା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲା ଦଳମନରେଗା ଠାରୁ ଆରମ୍ଭ କରି ଚାଷୀ ସମସ୍ୟା, ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ଅସନ୍ତୋଷ ଝାଡି଼ଲେରାଜ୍ୟ ବିରୋଧରେ ଏକାଧିକ ନିନ୍ଦା ପ୍ରସ୍ତାବ ଆଣି ବିଜେପି ରାଜରାସ୍ତାକୁ ଆସିବାକୁ ଧମକ ଦେଲାଧର୍ମେନ୍ଦ୍ର!-->…
Read More...
Read More...
ଫୋକସ୍ରେ ମହିଳା ଭୋଟର, ବିଶାଳ ଟିମ୍ ଗଢିଲେ ସ୍ନେହାଙ୍ଗିନୀ
ଭୁବନେଶ୍ବର: ଜୁନ ୧୪ ତାରିଖରେ 'ଆର୍ଏନ୍ଏ'ରେ ଖବର ପ୍ରକାଶ ପାଇଥିଲା ଯେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କୁଆଡେ ଗଲେ? ସଭାନେତ୍ରୀ ଭାବେ ଦାୟିତ୍ବ ନେବାର ୬ମାସ ପରେ କମିଟି ଗଠନ ହୋଇନଥିବା ସଂପର୍କରେ ମୁଖ୍ୟତଃ ଏଥିରେ କୁହାଯାଇଥିଲା। ଏହାର ଠିକ୍ ଦୁଇ ସପ୍ତାହ ପରେ ଆଜି!-->…
Read More...
Read More...
ମିଳିମିଶି ଓଡ଼ିଶାରେ କଂଗ୍ରେସକୁ ବୁଡ଼ାଇଦେବେ!
ଭୁବନେଶ୍ବର: କଂଗ୍ରେସ ଦଳ ସହିତ ଯୋଡି ହୋଇ ରହିଥିବା ଗାଁ ଗଣ୍ଡାର ହଜାର ହଜାର କର୍ମୀ ଗୁରୁତ୍ବପୂର୍ଣ୍ଣ ନା ହାତଗଣତି କିଛି ନେତା? କାହା ପାଖରେ କଂଗ୍ରେସ ସଂଗଠନ ଉତ୍ତରଦାୟୀ? ରାଜ୍ୟ ସ୍ବାର୍ଥ ପାଇଁ ଦଳ କାର୍ଯ୍ୟ କରିବ ନା ହାତ ଗଣତି ନେତାଙ୍କ ହାତରେ ଶହେ ବର୍ଷର ସଂଗଠନକୁ ଦଳ ଭାଙ୍ଗିରୁଜି!-->…
Read More...
Read More...
ମୁକାବିଲା ପାଇଁ ପ୍ରସ୍ତୁତ ହେଲା ବିଜେପି
ଭୁବନେଶ୍ୱର: ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେପି ଆଜି ପ୍ରସ୍ତୁତି ଆରମ୍ଭ କରିଛି। ଏ କ୍ଷେତ୍ରରେ ଯେଉଁ ବଡ଼ ନିଷ୍ପତ୍ତି ଦଳ ନେଇଛି, ତାହା ହେଲା କମିଟି ଗଠନ ଆଳରେ ଦଳ ଦୁଇ ଜଣ ବରିଷ୍ଠ ନେତାଙ୍କୁ ଗୁରୁତ୍ବ ଦେଇଛି। ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପୌର ଏବଂ!-->!-->…
Read More...
Read More...
ରାଜ୍ୟ ବିଜେପି ଶିବିର ହଲ୍ଚଲ୍; କଥା କହୁଛି ଟ୍ବିଟ୍, ଫଟୋ
ଭୁବନେଶ୍ବର: ପର୍ଯ୍ୟବେକ୍ଷକ ନିଯୁକ୍ତିକୁ ନେଇ ବିଜେଡି ଶିବିରରେ ଆଜି ଦିନତମାମ ଚର୍ଚ୍ଚା ଆଲୋଚନା ଜୋରଦାର ଚାଲିଛି। କାହାକୁ ବାଦ୍ ଦିଆଗଲା, କାହିଁକି ବାଦ୍ ଦିଆଗଲା, ପର୍ଯ୍ୟବେକ୍ଷକ ତାଲିକାରେ ଥିବା ମନ୍ତ୍ରୀ ସୁରକ୍ଷିତ ତ? ବିଜେଡି ମୁଖିଆ ଭାବେ ନବୀନ ଯେଉଁମାନଙ୍କୁ ପର୍ଯ୍ୟବେକ୍ଷକ!-->…
Read More...
Read More...
ବିଜେପିକୁ ଏଥର ଡର ପଶିଛି
ଆସନ୍ତା ବର୍ଷ ହେବାକୁ ଥିବା ପାଞ୍ଚ ରାଜ୍ୟ ନିର୍ବାଚନ ପାଇଁ ନୂଆଦିଲ୍ଲୀରେ କସରତ ଜାରିନଡ୍ଡାଙ୍କ ନେତୃତ୍ବରେ ଆଜି କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ନେତା ଥିଲେ, ଧର୍ମେନ୍ଦ୍ର ବି ଯୋଗଦେଇଥିଲେଉତ୍ତରପ୍ରଦେଶ ନିର୍ବାଚନ ଗୁରୁତ୍ବପୂର୍ଣ୍ଣ, ପଞ୍ଜାବ ହାତକୁ ନ ଆସିଲେ ଚାଷୀ ପ୍ରସଙ୍ଗ!-->…
Read More...
Read More...
ବିଜେଡି ପର୍ଯ୍ୟବେକ୍ଷକ ତାଲିକାରୁ ଆସୁଛି ବଡ ସୂଚନା
ତାଲିକାରେ ନାହିଁ ସଂଜୟ ଦାସବର୍ମା ଓ ଅରୁଣ ଓ ବିକ୍ରମଙ୍କ ନାମକଳିକେଶ ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାମ ବି ସ୍ଥାନ ପାଇନାହିଁପର୍ଯ୍ୟବେକ୍ଷକମାନଙ୍କୁ ଏଥର ଅଧିକ କ୍ଷମତା ଦେବ ବିଜୁ ଜନତା ଦଳପଞ୍ଚାୟତ ଓ ପୌରନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ଏହି ନେତା
ଭୁବନେଶ୍ବର:!-->!-->!-->…
Read More...
Read More...
ହଠାତ୍ କେନ୍ଦ୍ରାପଡ଼ା ରାଜନୀତିରେ ଏମିତି କଣ ହେଇଗଲା?
ଏକଦା ରାଜ୍ୟ ଶାସନର ମଙ୍ଗ ଧରିଥିଲା କେନ୍ଦ୍ରାପଡ଼ାକେନ୍ଦ୍ରାପଡ଼ାକୁ ମନ୍ତ୍ରୀପଡା ବୋଲି କହୁଥିଲା ସାରା ରାଜ୍ୟବିଜୁ ବାବୁଙ୍କ ଅନ୍ତେ ରାଜନୀତିରେ ଶିରି ହଜିଗଲା କି କେନ୍ଦ୍ରାପଡ଼ାରଯିଏ ଯେବେ ସାଂସଦ ହେଲେ, ବିବାଦ, ବିପଦ ପାଦ ଛାଡୁନି୨୦୨୪କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଅବଗଣନା
!-->!-->!-->…
Read More...
Read More...