ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ
Browsing Category

ରାଜନୀତି

କେନ୍ଦ୍ର ଅଣଦେଖା କଲା, ସୁନ୍ଦରଗଡବାସୀ ଅସନ୍ତୋଷ ଜଣାଇଲେ

ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଭୁବନେଶ୍ବର: ଆଜି ସୁନ୍ଦରଗଡ ବନ୍ଦ। ରାଜ୍ୟର ଦ୍ୱିତୀୟ ଏମ୍ସ ସୁନ୍ଦରଗଡରେ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛନ୍ତି। ସକାଳ ୬ଟାରୁ ବନ୍ଦ
Read More...

ସନ୍ଦେହରେ ଏବେ ମନ୍ତ୍ରୀଙ୍କ ଦପ୍ତର! ତଥାପି ସୁରକ୍ଷା!!

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ଲାଗି କୁନ୍ଥକୁନ୍ଥ କାହିଁକି?ଅଭୟ, ବିରଞ୍ଚି, ଦୀପ୍ତିଙ୍କ ଗଡ୍‌ଫାଦରମାନଙ୍କୁ କ'ଣ ସରକାରରେ ସୁରକ୍ଷା ମିଳିବ?ଜଣେ ଜଣେ ବାବୁ ଏତେ ବର୍ଷ ଧରି କେବଳ ମନ୍ତ୍ରୀଙ୍କ ପିଏସ୍ କେମିତି ରହୁଛନ୍ତି?ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ, ସଦସ୍ୟଙ୍କୁ
Read More...

ମୁଖ୍ୟମନ୍ତ୍ରୀଙ୍କ ସ୍କାର୍ନରରେ ମନ୍ତ୍ରୀ!

ଇଏ ଆଉ ଜଣେ କରିତକର୍ମା ପିଏସ୍, ରାତି ଅଧିଆ ବଦଳି କଲେ ସରକାରମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦୂରେଇ ଦେଲେ ସରକାରକ୍ଷମତାଶାଳୀ ପିଏସ୍‌ଙ୍କୁ କୋରାପୁଟ ବଦଳି ପରେ ରାଜ୍ୟ ରାଜନୀତିରେ କମ୍ପନଲୋକସେବା ଭବନରେ ଟୁପୁରୁଟାପର, କେଳେଙ୍କାରୀରେ ଛନ୍ଦି ହୋଇଥିଲେ କି?
Read More...

ପୂର୍ଣ୍ଣଙ୍କ ସଭ୍ୟ ପଦ ମାଗିଲା ବିଜେପି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କୁ ଘେରିଲା ଦଳ ଭୁବନେଶ୍ୱର: ପିଲା ତଳ କ୍ଲାସରୁ ଉପର କ୍ଲାସକୁ ଯାଆନ୍ତି। କିନ୍ତୁ ଏଠି ସୋରଡା ନିର୍ବଚନମଣ୍ଡଳୀର ବିଜେଡି ବିଧାୟକ
Read More...

ବିଜେପି କେନ୍ଦ୍ରୀୟ ନେତା ଚାହୁଁଛନ୍ତି ଓଡ଼ିଶାରେ ପଞ୍ଚାୟତ ସହିତ ପୌର ନିର୍ବାଚନ ହେଉ, କାହିଁକି?

ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ ନା ନାହିଁ? ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଏଯାଏ ସବୁଜ ସଙ୍କେତ ଦେଇନାହାନ୍ତି। ସମ୍ଭବତଃ କୋଭିଡ୍ ତୃତୀୟ ତରଙ୍ଗକୁ ସରକାର ଲକ୍ଷ୍ୟ ରଖୁଛନ୍ତି। ନିର୍ଦିଷ୍ଟ ସମୟରେ ନ ହେଲେ ବି ଟିକିଏ ଆଗୁଆ କିମ୍ବା ପଛୁଆ ପଞ୍ଚାୟତ ନିର୍ବାଚନ ହେବ। ବିଜୁ ଜନତା
Read More...

ନିର୍ମଳ, ଜଗନ୍ନାଥଙ୍କ ପାଇଁ କାହାର ଏତେ ପ୍ରେମ ଝରୁଛି?

ଷ୍ଟାଫ୍ ସିଲେକ୍ସନ କମିସନ କେଳେଙ୍କାରୀ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣିଗାଁ ଗାଁରେ ସରକାରଙ୍କ ବିରୋଧର ଅସନ୍ତୋଷ ବଢିଲାଣିଷ୍ଟାଫ୍ ସିଲେକ୍ସନ କମିସନ କେଳେଙ୍କାରୀ ଥମିବାର ନା ଧରୁନିନିର୍ମଳ ଓ ଜଗନ୍ନାଥ ନୈତିକତା ମୁଣ୍ଡାଇ ନିଜ ଆଡୁ ଇସ୍ତଫା ଦେଉନାହାନ୍ତିରାଜ୍ୟ ସରକାରଙ୍କ ବଡ
Read More...

ଓଡ଼ିଶାରେ ବେଦାନ୍ତ ଅଛି, କିନ୍ତୁ ବିଶ୍ବବିଦ୍ୟାଳୟ?

ସ୍ବପ୍ନରେ ରହିଗଲା ପୁରୀରେ ବିଶ୍ବସ୍ତରୀୟ ବେଦାନ୍ତ ବିଶ୍ବବିଦ୍ୟାଳୟଏମଓୟୁ ହେଲା, ବିଧାନସଭାରେ ବିଲ୍ ଅନୁମୋଦନ ବିରାଜ୍ୟପାଳ ଦସ୍ତଖତ କଲେନି, ବିଲ୍ ରଖିଦେଲେ; ଫେରାଇନାହାନ୍ତି କୋର୍ଟରେ ଝୁଲୁଛି ମାମଲା, ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କ ସ୍ଥିତି ସଙ୍ଗିନ୍ମହାପ୍ରଭୁଙ୍କର ଅମୃତ ମଣୋହୀ ଜମି କାହା
Read More...

ନବୀନଙ୍କ ହାତରେ ଯାଦୁଛଡି! ହାତ ବାଜିଲେ ସଫଳ!!

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଆଦୌ ଆଗ୍ରହ ନଥିଲା। ବାପା ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ପୁଅ ରାଜନୀତିର ଧାର ଧାରିନଥିଲେ। ଏମିତିକି ବାପାଙ୍କର କୌଣସି ସହଯୋଗୀଙ୍କ ସହିତ ସଂପର୍କ ବି ନଥିଲା। ହଠାତ୍ ବାପାଙ୍କର ବିୟୋଗ ହେଲା। ବାପାଙ୍କ ସହଯୋଗୀମାନେ ତାଙ୍କ ହାତ ଧରି ଓଡ଼ିଶାଯାଏ ଟାଣିଆଣିଲେ।
Read More...

ସୂର୍ଯ୍ୟମନ୍ଦିର ଖୋଲିଲା..ଶ୍ରୀମନ୍ଦିର କେବେ?

ଭୁବନେଶ୍ବର: ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ ବା ତାଲାଖୋଲା ପ୍ରକ୍ରିୟା। ଧୀରେ ଧୀରେ ଅନଲକ ମୁହାଁ ହେଉଛି ଓଡିଶା। ସରକାରଙ୍କ ନୂଆ ଗାଇଡଲାଇନ ପରେ ଆଜି ସକାଳୁ ସକାଳୁ ପାର୍କ, ମନ୍ଦିର ଓ ମଲ ଖୋଲିଛି। ସରକାର କହିଛନ୍ତି, ସଂକ୍ରମଣ ସ୍ଥିତିକୁ ଦେଖି ମନ୍ଦିର
Read More...

ରାସନ ସାମଗ୍ରୀ ବଣ୍ଟନରେ ୩୦୦ କୋଟିର ଦୁର୍ନୀତି

କଂଗ୍ରେସ ଦଳ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେବିଜେପିର ନିରବତା ନେଇ ପ୍ରଶ୍ନ କଲା ଦଳ, ସମୁଦାୟ କେଳେଙ୍କାରୀର ସିବିଆଇ ତଦନ୍ତ ଦାବି ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଣ୍ଟନରେ ୩୦୦କୋଟି ଟଙ୍କାର ଦୁର୍ନୀତି କରିଛନ୍ତି।
Read More...