ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ
Browsing Category

ରାଜନୀତି

ବିଜୟ ଘରୁ ଗୋଡକାଢିଲେ: କେନ୍ଦ୍ରାପଡା ପରେ ପୁରୀ ଯୋଜନା

ଭୁବନେଶ୍ବର: ଘଣ୍ଟାଏ ଧରି ରୁଦ୍ଧ ଦ୍ବାର ବୈଠକରେ କି ଚର୍ଚ୍ଚା ହେଲା, ସେ ନେଇ ନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଲେ, ନା ବିଜେପି ନେତା ବିଜୟ ମହାପାତ୍ର। ଉଭୟ ଏହି ଭେଟଘାଟକୁ ସୌଜନ୍ୟମୂଳକ ବୋଲି କହି ହାଲୁକା କରିବାକୁ ଚାହିଁଲେ। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା…
Read More...

ପିଲା ପରୀକ୍ଷା ଦେଲେ, ମାର୍କସିଟ୍ କାହିଁକି ମିଳୁନି ?

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନସ୍ନାତକ ଶେଷ ସେମିଷ୍ଟାରର ମାର୍କସିଟ୍ ଶୀଘ୍ର ଦେବାକୁ କହିଲେଛାତ୍ରଛାତ୍ରୀ ନାମ ଲେଖାଇବାରୁ ବଞ୍ଚିତ ହେଉଛନ୍ତି ଜଣାଇଲେ ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ସ୍ନାତକ(ୟୁଜି) ପରୀକ୍ଷା ଦେଇଥିବା…
Read More...

ଖୁବ୍ ଶୀଘ୍ର ବଦଳିଯାଇପାରେ ଓଡ଼ିଶା ବିଜେପିର ଚେହେରା

ଓଡ଼ିଶା ଦଖଲ ପାଇଁ ନୂଆଦିଲ୍ଲୀରେ ଚାଲିଛି ନକ୍ସା ପ୍ରସ୍ତୁତି, ଅନେକ ସଂସ୍ଥା ଲାଗିଛନ୍ତି କାମରେକାହାକୁ କବାଟ କିଳିବ, କାହାକୁ ପାଛୋଟି ନେବ ସେ ନେଇ ଖସଡା ପ୍ରସ୍ତୁତି ଆରମ୍ଭବିଜେଡି ନେତାଙ୍କୁ ବିଜେପି ଦୁଆର ମନା,କେବଳ ନିର୍ବିବାଦୀୟ ନେତାଙ୍କୁ ସ୍ବାଗତ କରିବପ୍ରଭାବହୀନ ଆମଦାନୀ ନେତାଙ୍କୁ…
Read More...

୧୭୮ ଏକର ଜମି ମାଗିଲେ ସିନ୍ଧିଆ

ରାଜ୍ୟମାନଙ୍କରେ ବିମାନ ଭିତ୍ତିଭୂମି ସୁଦୃଢ଼ିକରଣ ଉପରେ ଗୁରୁତ୍ବଓଡ଼ିଶା ସମେତ ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଜୟପୁର-ଉତକେଲା ବିମାନ ବନ୍ଦର ବିକାଶ ପାଇଁ ଦୃଷ୍ଟି ଆକର୍ଷଣଭୁବନେଶ୍ବରରୁ ବିଦେଶକୁ ବିମାନ ଚଳାଚଳ ପାଇଁ ଲୋଡ଼ିଲେ ସହମତି ଭୁବନେଶ୍ବର:…
Read More...

ଫେଲ୍ ମାରିଥିଲେ ପ୍ରତାପ, ବିଶେଶ୍ବର ବି ବିଫଳ

ବିଜେପିର ଉତ୍ତର ଓଡ଼ିଶା ରାଜନୀତିକୁ ଜବରଦସ୍ତ ଝଟ୍‌କାପଞ୍ଚାୟତ ନିର୍ବାଚନ ଆଗରୁ ଶୁଖି ଶୁଖି ଯାଉଛି ପଦ୍ମଏକାଥରକେ ୧୫ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡିଦେଲେଗୋଟିଏ ସମୟରେ ବିଜେପିର ଦୁର୍ଗ ଥିଲା ମୟୂରଭଂଜ ଜିଲ୍ଲାସାଂସଦ ବିଶେଶ୍ବରଙ୍କୁ ମନ୍ତ୍ରୀ ମୁକୁଟ ପିନ୍ଧାଇଥିଲେ ମୋଦୀ ପ୍ରତାପ କେନ୍ଦ୍ର…
Read More...

ବଦନାମ କରୁଛନ୍ତି ଜଣେ ପରେ ଜଣେ ମନ୍ତ୍ରୀ!

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସେପଟେ କିନ୍ତୁ ନିଜେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପୁଣି ବିବାଦରେ ଫସିଗଲେଣି। ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ଶ୍ରୀ ଜେନାଙ୍କ ଅଡୁଆ ବଢିଛି। ଚାର୍ଜସିଟ୍ ବେଳେ ତାଙ୍କ ନାମକୁ ପୁଲିସ ବାଦ୍ ଦେବା…
Read More...

ଦ୍ବିତୀୟ ମଣ୍ଡଳ ଯୁଗ ଆଡକୁ ମୁହାଁଉଛେ କି? (୨)

ଭୁବନେଶ୍ବର: ଜାତିଭିତ୍ତିକ ଜନଗଣନା ଏବଂ ସଂରକ୍ଷଣ ସୀମା ୫୦ ପ୍ରତିଶତ କଟକଣା ଉଠାଇବା ପ୍ରସଙ୍ଗରେ ଭାରତବର୍ଷରେ ରାଜନୈତିକ ଦଳଗୁଡିକ ଯେଭଳି ସକ୍ରିୟତା ଦେଖାଇଲେଣି, ତାହା କେଉଁଠି ନା କେଉଁଠି ଜଣାଇ ଦେଉଛି ଯେ 'ଦ୍ବିତୀୟ ମଣ୍ଡଳ ଯୁଗ' ଆଡକୁ ସାରା ଦେଶ ମୁହାଁଉଛି। ଅବଶ୍ୟ ଏକଥା ଆମେ କେହି…
Read More...

ଆଗେଇଯାଉଛି ବିଜେଡି; ପାରୁନାହାନ୍ତି ବିଜେପି, କଂଗ୍ରେସ

କଂଗ୍ରେସକୁ କନ୍ଦଳ ରୋଗ ଛାଡୁନି, ସଂଗଠନରେ ନିଷ୍କ୍ରିୟତା ଜଳ ଜଳରାଜ୍ୟ ବିଜେପି ଶିବିରରୁ ବେଶୀ ଗର୍ଜନ ଶୁଭୁଛି, ହେଲେ ଆକ୍ରମଣ ନାହିଁବରିଷ୍ଠଙ୍କୁ ମାର୍ଗଦର୍ଶକ ଭାବେ ନିଯୁକ୍ତି ଦେଇ ଯୁବକଙ୍କୁ ଭରସା କରିଛି ବିଜେଡିନବୀନ ଏକମାତ୍ର ଅସ୍ତ୍ର, ତଥାପି ସାଂଗଠନିକ କାର୍ଯ୍ୟକ୍ରମରେ ସମସ୍ତଙ୍କଠୁ…
Read More...

ମୋଦୀଙ୍କ ବିରୋଧରେ ଅସଲ ଖେଳ ଆରମ୍ଭ! (୧)

ସବୁ ଆଞ୍ଚଳିକ ଓ ଅଣବିଜେପି ରାଜନୈତିକ ଦଳ ଏକାଠି ହାତ ମିଳାଇଲେଜାତିଭିତ୍ତିକ ଜନଗଣନା, ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ବୃଦ୍ଧି ହେଲା ପ୍ରସଙ୍ଗଉତ୍ତରପ୍ରଦେଶରେ ଝଟ୍‌କା ଖାଇଲେ ଦୋହଲିବ ଦିଲ୍ଲୀ ଦରବାର ଆସନନୀତିଶ-ତେଜସ୍ବୀ ବି ଏକାଠି, ବିଜେଡି, ମମତା, ଜଗନ, ଡିଏମକେ ମଧ୍ୟବିଜେପି ହିନ୍ଦୁତ୍ବ…
Read More...

ମୋଦୀଙ୍କ ମନ୍ତ୍ରୀଙ୍କୁ ଠାକ୍‌ରେଙ୍କ ପୁଲିସ ବାନ୍ଧିଲା, ତା’ ପରେ…

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଚାପୁଡ଼ା ମାରିବା ମନ୍ତବ୍ୟ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହଙ୍ଗା ପଡିଛି। ଆଜି ଏହି ପ୍ରସଙ୍ଗରେ ତାଙ୍କୁ ଗିରଫ କରାଯାଇଛି। ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ମାଇକ୍ରୋ, କ୍ଷୁଦ୍ର ଏବଂ…
Read More...