ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ
Browsing Category

ଧର୍ମ

ଧନତେରାସ୍ ପାଳନ କରୁଛନ୍ତି କି ? ଜାଣନ୍ତୁ

କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ରେ ଧନତେରାସ୍ ପର୍ବ ପାଳନ କରାଯାଏ | ଏଥର ତ୍ରୟୋଦଶୀ ୧୨ ନଭେମ୍ବର ଦିନ ୯.୩୦ ରୁ ପରଦିନ ୧୩ ନଭେମ୍ବରରେ ୫.୫୯ ଅପରାହ୍ନ ପର୍ଯ୍ୟନ୍ତ ରହିବ | ଏହା ପରେ ଚର୍ତୁଦଶୀ ତିଥି ଆରମ୍ଭ ହେବ | ତେଣୁ, ୧୩ ନଭେମ୍ବରରେ ଅପରାହ୍ନ ୫.୫୯ ପୂର୍ବରୁ ଧନତେରାସ୍ ପାଳନ କରାଯିବ।
Read More...

ଏମିତି ରହିଛି ମା’ଙ୍କ କାଳରାତ୍ରୀ ପୂଜା ପଛର ରହସ୍ୟ

ଭୁବନେଶ୍ବର: ଆଜି ନବରାତ୍ରୀର ସପ୍ତମ ଦିନ ଅର୍ଥାତ୍ ମହାସପ୍ତମୀ।ଆଜି ମାଆ ଦୁର୍ଗାଙ୍କୁ କାଳରାତ୍ରୀଙ୍କ ରୂପରେ ପୂଜା କରାଯାଏ। ଶକ୍ତିର ଏହି ରୂପ ହେଉଛି ଶତ୍ରୁ ଏବଂ ମନ୍ଦ ବିନାଶକାରୀ। ବିଶ୍ବାସ କରାଯାଏ କି ମାଆ କାଳରାତ୍ରୀ ମଧୁ କୈଟବ ଭଳି ଅସୁରଙ୍କୁ ହତ୍ୟା କରିଥିଲେ। ଏକଥା ବି କୁହାଯାଏ
Read More...

କେଉଁଠି ଅଛି ବିଶ୍ବର ପ୍ରମୁଖ ଶକ୍ତିପୀଠ

ନୂଆଦିଲ୍ଲୀ: ହିନ୍ଦୁ ପୁରାଣରେ ଦେବୀ ଶକ୍ତିଙ୍କୁ ସମସ୍ତ ପ୍ରକାର ବ୍ରହ୍ମାଣ୍ଡ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ। ଏକଥା ବି ବିଶ୍ୱାସ କରାଯାଏ ଯେ କେବଳ ଦେବୀ ଶକ୍ତି ଅସୁରଙ୍କୁ ନଷ୍ଟ କରିଦିଏ ତା ନୁହେଁ ନକାରାତ୍ମକ ଶକ୍ତି ଏବଂ ଅନ୍ୟାନ୍ୟ ମନ୍ଦତାକୁ ମଧ୍ୟ ଦୂର କରିଥାଏ। ଦେବୀ
Read More...

ନବରାତ୍ରି ଆରମ୍ଭ: କେଉଁ ଦିନ କଣ ପିନ୍ଧିବେ

ଭୁବନେଶ୍ବର: ଅନ୍ୟାୟ ଉପରେ ନ୍ୟାୟର, ମନ୍ଦ ଉପରେ ଭଲର ବିଜୟର ଏକ ସାଙ୍କେତିକ ପର୍ବ ହେଉଛି ଶାରଦୀୟ ନବରାତ୍ରି; ଯାହା ଆଜି (୧୭ ଅକ୍ଟୋବର) ଠାରୁ ଆରମ୍ଭ। ନବରାତ୍ରି ବା ନଅଟି ରାତି ବିଶିଷ୍ଟ ଏହି ଦେବୀ ପୂଜା ମାଆ ଦୁର୍ଗାଙ୍କୁ ସମର୍ପିତ, ଯିଏ କି ଶକ୍ତିର ପ୍ରତୀକ, ଯାହାର ଅର୍ଥ ହେଉଛି ଚରମ
Read More...

‘ପୂଜାରେ ତ୍ରୁଟି ହେଲେ ଦେବୀ ଦଣ୍ଡନ୍ତି’

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁରରେ ବିରାଜିତା ମାଆ ମଣିନାଗ ଦୁର୍ଗା ପ୍ରତ୍ୟକ୍ଷ ଓ ବେଶ ପ୍ରଭାବଶାଳୀ ବୋଲି ବିଶ୍ବାସ କରାଯାଏ। ଦେବୀଙ୍କ ପାଖରେ ଯିଏ ଯାହା କାମନା କରନ୍ତି, ତାହା ପୂରଣ ହୋଇଥାଏ ବୋଲି ଭକ୍ତମାନେ କୁହନ୍ତି। ସେହିଭଳି ପୂଜାରେ ଯିଏ ଯେତେବେଳେ
Read More...

ବିଲୋପ ହେଲାଣି ମହାପ୍ରଭୁଙ୍କର ୧୯ରୁ ଅଧିକ ସେବା!

ଭୁବନେଶ୍ବର: ୧୮୭୦ ମସିହାରୁ ଅଦ୍ୟାବଧି ଶ୍ରୀପୁରୁଷୋତ୍ତମ ଧାମରେ ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ମଧ୍ୟରୁ ପ୍ରାୟ ୧୯ରୁ ଉର୍ଧ୍ବ ସେବା ବିଲୁପ୍ତି ଘଟିଲାଣି। ବିଭିନ୍ନ କାରଣ ଯୋଗୁଁ ଏସବୁ ସେବାର ବିଲୋପ ଘଟିଥିଲେ ହେଁ, ନା ରାଜ୍ୟ ସରକାର ନା ଶ୍ରୀମନ୍ଦିର ପ୍ରଶାସନ ଏହାର
Read More...

୨୩ବର୍ଷ ପରେ ପୁଣି ଓଁ ନମଃ ଶିବାୟ

ନୂଆଦିଲ୍ଲୀ: ସମସ୍ତ କିମ୍ବଦନ୍ତୀ ସିରିଏଲଗୁଡ଼ିକ ଗୋଟିଏ ପରେ ଗୋଟିଏ ଫେରୁଛନ୍ତି। ରାମାୟଣ, ମହାଭାରତ, ଶ୍ରୀକୃଷ୍ଣ, ବିଷ୍ଣୁ ପୁରାଣ, ଏବଂ ଶ୍ରୀ ଗଣେଶଙ୍କ ପ୍ରତ୍ୟାବର୍ତ୍ତନ ପରେ ୨୩ ବର୍ଷ ପରେ ଆସିବ ଓଁ ନମଃ ଶିବାୟ। କଲର୍ସ ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ 'ଓମ୍ ନାମ ଶିବାୟ'ର ଟିଜର
Read More...

କେମିତି ଦାନ୍ତ ଘଷନ୍ତି ମହାପ୍ରଭୁ, ଜାଣନ୍ତୁ

ଭୁବନେଶ୍ବର: ପ୍ରତିଟି ମଣିଷ ଯେମିତି ସକାଳୁ ଉଠିଲେ, ମୁହଁ ଧୋଇ ବ୍ରସ କରିବା ଏକ ଦୈନନ୍ଦିନ କାର୍ଯ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଅନୁରୂପ ଭାବେ ସକାଳୁ ସୁବାସିତ ଜଳରେ ମୁହଁ ଧୋଇଥାନ୍ତି। ଏହାକୁ ମୁଖ ପଖାଳ ସେବା ବୋଲି କୁହାଯାଇଥାଏ। ଶ୍ରୀଜିଉମାନେ ପ୍ରତ୍ୟହ ଅବକାଶ ନୀତିରେ ସୁବାସିତ
Read More...

ପୂଜା ବା ଶୁଭ କାମରେ କଳସ କାହିଁକି?

ଭୁବନେଶ୍ୱର: ଯେ କୌଣସି ପୂଜା ବିଧି ବା ଶୁଭ କାମରେ କଳସ ବସାଇବାର ବିଧି ବା ପରମ୍ପରା କେବେ ଠାରୁ ଅଛି ସେ ନେଇ ଠୋସ୍‍ ତଥ୍ୟ ଉପଲବ୍ଧ ନାହିଁ। କିନ୍ତୁ ଆମ ସମସ୍ତଙ୍କ ମନ ଭିତରେ ଗୋଟିଏ କଥା ସବୁବେଳେ ଥାଏ ଯେ ପିଲାମାନଙ୍କ ପରୀକ୍ଷା ହେଉ କିମ୍ୱା ଚାକିରି ପାଇଁ ସାକ୍ଷାତାକାର ଦେବାକୁ ଯିବା
Read More...

ଶ୍ରୀମନ୍ଦିରରେ ରାତିରେ କିଏ ପହରା ଦିଅନ୍ତି, ଜାଣନ୍ତୁ

ଭୁବନେଶ୍ୱର: ଶ୍ରୀମନ୍ଦିର ଭିତର ବେଢାରେ ଥିବା ଶ୍ରୀ ନୀଳମାଧବଙ୍କ ମନ୍ଦିର ଉତ୍ତର ଦିଗକୁ ବେଢାକାଳୀଙ୍କ ମନ୍ଦିର ରହିଛି । ଶ୍ରୀମନ୍ଦିରର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ଶ୍ରୀଲକ୍ଷ୍ମୀ ମନ୍ଦିରର ଦକ୍ଷିଣ ପାର୍ଶ୍ୱକୁ ଲାଗି ଏକ ନାତି ଉଚ୍ଚ ମନ୍ଦିର । ବେଢାକାଳୀଙ୍କୁ ଭଦ୍ରକାଳୀ ତଥା ଗୁହ୍ୟକାଳୀ
Read More...