ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Browsing Category

ଧର୍ମ

ଘୋଷଣା ହେଲା ତିରୁପତି ମନ୍ଦିରର ସମ୍ପତ୍ତି ତାଲିକା

ଅମରାବତୀ: ଶନିବାର ଦିନ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ପକ୍ଷରୁ ମନ୍ଦିରର ସମ୍ପତ୍ତି ତାଲିକା ଘୋଷଣା କରିଛି। ଟିଟିଡି ଘୋଷଣା କରିଛି ଯେ ବର୍ତ୍ତମାନର ଟ୍ରଷ୍ଟ ବୋର୍ଡ ୨୦୧୯ ଠାରୁ ଏହାର ନିବେଶ ନିର୍ଦ୍ଦେଶାବଳୀକୁ ମଜବୁତ କରିଛି। ଟ୍ରଷ୍ଟ, ସୋସିଆଲ ମିଡିଆ ରିପୋର୍ଟକୁ ମଧ୍ୟ
Read More...

ବାବାଙ୍କୁ ସୁନାମୁକୁଟ ଦେଲେ ଭକ୍ତ

ଶିରିଡି: ମହାରାଷ୍ଟ୍ର ଶିରିଡିରେ ଥିବା ସାଇବାବାଙ୍କୁ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଗୋଟିଏ ସୁନା ମୁକୁଟ ପ୍ରଦାନ କରିଛନ୍ତି। ସତୀଶ ପ୍ରଭାକର ନାମକ ୫୭ବର୍ଷୀୟ ଏହି ବ୍ୟକ୍ତି ୩୬ଲକ୍ଷ ୯୮ ହଜାର ଟଙ୍କା ମୂଲ୍ୟରେ ଏହି ମୁକୁଟ ଦେଇଛନ୍ତି। ଏହାର ଓଜନ ୭୭୦ ଗ୍ରାମ୍ ଓଜନ ହେବ ବୋଲି କୁହାଯାଉଛି।
Read More...

ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ ଭକ୍ତ, ଉଠିଲା କଟକଣା

ଏଣିକି ଆଉ ରହିବନି କଟକଣା । ଭକ୍ତମାନେ ଘଟଗାଁ ପୀଠରେ ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ । କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ମା’ଙ୍କ ପାଖରେ ଭୋଗଲାଗି ଉପରେ କଟକଣା ଜାରି କରାଯାଇଥିବା ବେଳେ ଏବେ ଏହାକୁ ହଟାଯାଇଛି । ଏବେ କଟକଣା ହଟିବା ପରେ ମା’ଙ୍କ ଦର୍ଶନ ସହିତ ଭୋଗ ଲାଗି
Read More...

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ

ଆଜି ଜାଗର ତଥା ମହାଶିବରାତ୍ରୀ । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ଶୈବପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଗତ ଦୁଇ ବର୍ଷ ହେବ କୋଭିଡ ନିୟମରେ ଜାଗର ପାଳନ ହେଉଛି । ଚଳିତ ଥର ମଧ୍ୟ ସଂକ୍ରମଣ କମିଥିଲେ ବି କରୋନାର ଭୟ
Read More...

ଜଗା ଦାଣ୍ଡରେ ଜନସମୁଦ୍ର

ଜନସମୁଦ୍ର ପାଲଟିଲା ପୁରୀ ବଡ଼ଦାଣ୍ଡ । ନୂଆ ବର୍ଷରେ ଜଗାକୁ ଦେଖିବାକୁ ଧାଇଁଆସିଛି ଭକ୍ତ । ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଜଗାକୁ ଦେଖି ଭାବବିହ୍ୱଳ ହୋଇଯାଇଛି ଭକ୍ତ। କେବେଳ ରାଜ୍ୟରୁ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ କାଳିଆ ଦର୍ଶନ ପାଇଁ ଛୁଟି ଆସିଛନ୍ତି ।
Read More...

ମୋଦୀ ବଦଳାଇଦେଲେ ଚେହେରା

ଆଜି କାଶୀ ବିଶ୍ବନାଥ କରିଡର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ୨ବର୍ଷ ୯ମାସ ମଧ୍ୟରେ ୫ଲକ୍ଷ ବର୍ଗଫୁଟ ଅଞ୍ଚଳର ବିକାଶ କରାଗଲା ବାରାଣାସୀ: ୨୦୧୯ ମାର୍ଚ୍ଚ ୮ ତାରିଖରେ ଶିଳାନ୍ୟାସ ହୋଇଥିଲା। ପାଖାପାଖି ୨ବର୍ଷ ୯ମାସ ପରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ। ଆମେ ପ୍ରଧାନମନ୍ତ୍ରୀଙ୍କ
Read More...

କୁମ୍ଭରାଶିକୁ ବୃହସ୍ପତି ଚଳନ; କାହା ପାଇଁ କେତେ ଲାଭ, କେତେ କ୍ଷତି

ଭୁବନେଶ୍ବର: ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ତା୨୦-୧୧-୨୦୨୧ ଶନିବାର ରାତ୍ରି ଘ୧୧:୩୦:୨୮ରେ ମକରରାଶିରୁ ଧନିଷ୍ଠା ନକ୍ଷତ୍ର କୁମ୍ଭରାଶିକୁ ଗମନ କରିଛନ୍ତି। ବୃହସ୍ପତି ଗୋଟିଏ ରାଶିରେ ହାରାହାରି ୧୩ ମାସ ଅବସ୍ଥାନ କରିଥାନ୍ତି। ସ୍ବାଭାବିକ, ବକ୍ର ଓ ଅତିଚାର ଆଦି
Read More...