Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ
Browsing Category
ଧର୍ମ
କୁମ୍ଭରାଶିକୁ ବୃହସ୍ପତି ଚଳନ; କାହା ପାଇଁ କେତେ ଲାଭ, କେତେ କ୍ଷତି
ଭୁବନେଶ୍ବର: ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ତା୨୦-୧୧-୨୦୨୧ ଶନିବାର ରାତ୍ରି ଘ୧୧:୩୦:୨୮ରେ ମକରରାଶିରୁ ଧନିଷ୍ଠା ନକ୍ଷତ୍ର କୁମ୍ଭରାଶିକୁ ଗମନ କରିଛନ୍ତି। ବୃହସ୍ପତି ଗୋଟିଏ ରାଶିରେ ହାରାହାରି ୧୩ ମାସ ଅବସ୍ଥାନ କରିଥାନ୍ତି। ସ୍ବାଭାବିକ, ବକ୍ର ଓ ଅତିଚାର ଆଦି!-->…
Read More...
Read More...
ଆଜି କାଳୀ ପୂଜା; ଓଡ଼ିଶାରେ କେଉଁଠି କେମିତି
ଭୁବନେଶ୍ୱର: କେବଳ ଶ୍ରୀମନ୍ଦିରରେ ବିମଳା ନୁହେଁ, କି ହରଚଣ୍ଡୀ, ରାମଚଣ୍ଡୀ; ଓଡ଼ିଶାର କୋଣ ଅନୁକୋଣରେ ଅନେକ ଶାକ୍ତ ପୀଠ ରହିଛି, ଯେଉଁଠାରେ କାଳୀଙ୍କ ଉପାସନା କରାଯାଇଥାଏ। ଯେମିତିକି ପୁରୀରେ ଚର୍ତୁଭୁଜା ଶ୍ୟାମାକାଳୀଙ୍କ ମନ୍ଦିର ରହିଛି। ଏହା ବହୁ ପୂରାତନ ମନ୍ଦିର ଭାବେ ଜଣାଶୁଣା।!-->…
Read More...
Read More...
ଧନତେରସ୍ରେ କାହିିଁକି କିଣାଯାଏ ବାସନ?
ଧନତେରସ୍ ଦିନରେ ଧନନ୍ତ୍ୱରୀ ପୂଜା କରାଯାଇଥାଏ । ଏହା ବ୍ୟତୀତ ଏହି ଦିନ ମା ଲକ୍ଷ୍ମୀ ଓ କୁବେରଙ୍କୁ ପୂଜା କରାଯାଇଥାଏ । ଧନତେରସ୍ ଦିନରେ ଲୋକ ସୁନା, ରୂପା ସହ ଘର ପାଇଁ ବାସନ ମଧ୍ୟ କିଣିଥାନ୍ତି । ବିଶ୍ୱାସ ରହିଥାଏ ଯେ, ଏହି ଦିନ କିଣାଯାଇଥିବା କୌଣସି ବି ଜିନିଷ ତେରଗୁଣା ଲାଭ ଦେଇଥାଏ ।!-->…
Read More...
Read More...
ଏଠାରେ ମାଆଙ୍କ ପୂଜା ଟିକେ ନିଆରା…
ଭୁବନେଶ୍ୱର: ପାଶ୍ଚାତ୍ୟ ସଂସ୍କୃତି ଓ ସଙ୍କେତ ତୃଣମୂଳ ଯାଏ ଭେଦି ଗଲାଣି। ବ୍ୟବସ୍ଥା କେତେ ଆଗକୁ ଗଲାଣି। ଶିକ୍ଷା ଶତ ପ୍ରତିଶତ ଲୋକଙ୍କୁ ଛୁଇଁ ନାହିଁ ସତ। କିନ୍ତୁ ସାମାଜିକ ବିଧି ବ୍ୟବସ୍ଥା ଓ ସରକାରୀ ସଚେତନତା କିଛି କମ୍ ନାହିଁ। ହେଲେ ଆଜି ବି ଓଡ଼ିଶାର ଏମିତି ଅନେକ ମନ୍ଦିର ରହିଛି,!-->…
Read More...
Read More...
କୁହାଯାଏ, ମାଆଙ୍କ ଲାଗି ରାଜ୍ୟ ଫେରିପାଇଥିଲେ ରାଜା
ଭୁବନେଶ୍ୱର: ଖୋର୍ଦ୍ଧା ନୟାଗଡ ଓ ଖୋର୍ଦ୍ଧା ଟାଙ୍ଗୀ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସୁନାଖଳାଠାରୁ ରାଜ-ରଣପୁର ଦେଇ ଚାନ୍ଦପୁର ମଧ୍ୟରେ ଗୋପାଳପୁର ଠାରୁ ପଶ୍ଚିମକୁ ମଝିିଁଆଖଣ୍ଡ,ଭେଟବର ଆଗକୁ ଜଙ୍ଗଲ ରାସ୍ତାରେ ପ୍ରାୟ ୨୦ କିଲୋମିଟର ପରେ ପଡେ ପ୍ରାକୃତିକ ଶୋଭା ବିମଣ୍ଡିତ ରାଆଁଳର ମାଆ!-->…
Read More...
Read More...
ନବରାତ୍ରି କରିଛନ୍ତି କି? ଜାଣିରଖନ୍ତୁ କେତୋଟି କଥା…
ଭୁବନେଶ୍ବର: ଅନ୍ୟାୟ ଉପରେ ନ୍ୟାୟର, ମନ୍ଦ ଉପରେ ଭଲର ବିଜୟର ଏକ ସାଙ୍କେତିକ ପର୍ବ ହେଉଛି ଶାରଦୀୟ ନବରାତ୍ରି।ନବରାତ୍ରି ବା ନଅଟି ରାତି ବିଶିଷ୍ଟ ଏହି ଦେବୀ ପୂଜା ମାଆ ଦୁର୍ଗାଙ୍କୁ ସମର୍ପିତ, ଯିଏ କି ଶକ୍ତିର ପ୍ରତୀକ, ଯାହାର ଅର୍ଥ ହେଉଛି ଚରମ ଶକ୍ତି। ରାକ୍ଷସକୁ ପରାହତ କରି ସଂସାରରେ!-->…
Read More...
Read More...
ଗୋସାଣୀ ଯାତ୍ରାକୁ ଲୋକଙ୍କୁ ମନା
ପୁରୀ: କେବଳ ମୂର୍ତ୍ତି ନିର୍ମାଣରେ କଟକଣା ହୋଇଛି, ତା ନୁହେଁ, ଭସାଣୀ କାର୍ଯ୍ଯକ୍ରମରେ ବି ସରକାର କଟକଣା ଲଗାଇଛନ୍ତି। କୋଭିଡ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ପ୍ରଶାସନ ଆସନ୍ତା ୧୬ ତାରିଖରେ ସିଂହଦ୍ବାର ସମ୍ମୁଖରେ କଟକଣା ଜାରି କରିଛି। ସେଦିନ ଗୋସାଣୀ ଯାତ୍ରାକୁ ସର୍ବସାଧାରଣ ଦର୍ଶନ!-->…
Read More...
Read More...
ମାଆ ଚର୍ଚ୍ଚିକାଙ୍କ ସଂପର୍କରେ ଜାଣନ୍ତୁ, ଏମିତି କିଛି କଥା
ଭୁବନେଶ୍ୱର: ଓଡ଼ିଶାର ଦେବୀ ପୀଠ ମଧ୍ୟରେ ମାଆ ଚର୍ଚ୍ଚିକାଙ୍କ ପୀଠର ମହିମା କିଛି ନିଆରା। କଟକ ଠାରୁ ୫୦ କି.ମି ଓ ଭୁବନେଶ୍ୱର ଠାରୁ ୬୦ କି.ମି ଦୂରରେ ମହାନଦୀ ତଟବର୍ତ୍ତୀ ରୁଚିକା ପାହାଡ଼ ଉପରେ ମାଆଙ୍କ ପୀଠ ଅବସ୍ଥିତ। ପୈାରାଣିକ ତଥ୍ୟ ଅନୁଯାୟୀ, ମାଆ ଚର୍ଚ୍ଚିକା ହେଉଛନ୍ତି ମାଆ!-->…
Read More...
Read More...
ମାଆଙ୍କର ବି ନବକଳେବର ହୁଏ…
ଭୁବନେଶ୍ୱର: ତାଳଚେର ସହର ଠାରୁ ପଶ୍ଚିମ ଦିଗକୁ ପ୍ରାୟ ୨୫ କି.ମି ଦୂର ସିଙ୍ଘଡା ନଦୀ ନିକଟସ୍ଥ ଗୋପାଳପ୍ରସାଦ ଗ୍ରାମରେ ଅଗ୍ନୀ ସ୍ୱରୂପା ମାଆ ହିଙ୍ଗୁଳାଙ୍କ ପୀଠ ଅବସ୍ଥିତ। ଏହାପଦ୍ମ କ୍ଷେତ୍ର ବା ହିଙ୍ଗୁଳା କ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି। ଗୋପାଳ ପ୍ରସାଦ ଗ୍ରାମର ପ୍ରବେଶ ଦ୍ୱାରରେ!-->…
Read More...
Read More...
ଏଠି ଶବର ନାଭିରୁ ଫୁଟିଛି ପଦ୍ମଫୁଲ
ଭୁବନେଶ୍ୱର: ମୟୂରଭଞ୍ଜର ଶୁକ୍ରୁଳି ବ୍ଲକର ଖିଚିଂଠାରେ ପୂଜା ପାଉଛନ୍ତି ମାଆ କୀଚକେଶ୍ୱରୀ। କୀଚକେଶ୍ୱରୀଙ୍କୁ ଭଞ୍ଜମାଟିର ଅଧିଷ୍ଠାତ୍ରୀ ଦେବୀ ବୋଲି କୁହାଯାଏ। ଭଞ୍ଜ ରାଜ ବଂଶର ପ୍ରଥମ ରାଜା ଆଦି ଭଞ୍ଜ କୀଚକେଶ୍ୱରୀଙ୍କୁ ପ୍ରତିଷ୍ଠା କରାଇଥିଲେ। ସେତେବେଳେ ଖିଜିଙ୍ଗ କୋଟା ବା ଖିଚିଂ ଥିଲା!-->…
Read More...
Read More...