ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ
Browsing Category

ଧର୍ମ

ରହସ୍ୟରେ ମା’ ତାରାତାରିଣୀଙ୍କ ଚଣା ଭୋଗ

ଗଞ୍ଜାମ; ୫୧ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅଟେ ଓଡିଶାର ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା' ତାରାତାରିଣୀଙ୍କ ଶକ୍ତିପୀଠ । ଏଠାରେ ମା ପାର୍ବତୀଙ୍କର ସ୍ତନ ପଡିଥିବାରୁ ଏହା ଦେଶର ୪ ଆଦିଶକ୍ତି ପୀଠ ଓ ତନ୍ତ୍ର ପୀଠ ମଧ୍ୟରୁ ଅନ୍ୟତମ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା
Read More...

ଘୋଷଣା ହେଲା ତିରୁପତି ମନ୍ଦିରର ସମ୍ପତ୍ତି ତାଲିକା

ଅମରାବତୀ: ଶନିବାର ଦିନ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ପକ୍ଷରୁ ମନ୍ଦିରର ସମ୍ପତ୍ତି ତାଲିକା ଘୋଷଣା କରିଛି। ଟିଟିଡି ଘୋଷଣା କରିଛି ଯେ ବର୍ତ୍ତମାନର ଟ୍ରଷ୍ଟ ବୋର୍ଡ ୨୦୧୯ ଠାରୁ ଏହାର ନିବେଶ ନିର୍ଦ୍ଦେଶାବଳୀକୁ ମଜବୁତ କରିଛି। ଟ୍ରଷ୍ଟ, ସୋସିଆଲ ମିଡିଆ ରିପୋର୍ଟକୁ ମଧ୍ୟ
Read More...

ବାବାଙ୍କୁ ସୁନାମୁକୁଟ ଦେଲେ ଭକ୍ତ

ଶିରିଡି: ମହାରାଷ୍ଟ୍ର ଶିରିଡିରେ ଥିବା ସାଇବାବାଙ୍କୁ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଗୋଟିଏ ସୁନା ମୁକୁଟ ପ୍ରଦାନ କରିଛନ୍ତି। ସତୀଶ ପ୍ରଭାକର ନାମକ ୫୭ବର୍ଷୀୟ ଏହି ବ୍ୟକ୍ତି ୩୬ଲକ୍ଷ ୯୮ ହଜାର ଟଙ୍କା ମୂଲ୍ୟରେ ଏହି ମୁକୁଟ ଦେଇଛନ୍ତି। ଏହାର ଓଜନ ୭୭୦ ଗ୍ରାମ୍ ଓଜନ ହେବ ବୋଲି କୁହାଯାଉଛି।
Read More...

ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ ଭକ୍ତ, ଉଠିଲା କଟକଣା

ଏଣିକି ଆଉ ରହିବନି କଟକଣା । ଭକ୍ତମାନେ ଘଟଗାଁ ପୀଠରେ ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ । କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ମା’ଙ୍କ ପାଖରେ ଭୋଗଲାଗି ଉପରେ କଟକଣା ଜାରି କରାଯାଇଥିବା ବେଳେ ଏବେ ଏହାକୁ ହଟାଯାଇଛି । ଏବେ କଟକଣା ହଟିବା ପରେ ମା’ଙ୍କ ଦର୍ଶନ ସହିତ ଭୋଗ ଲାଗି
Read More...

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ

ଆଜି ଜାଗର ତଥା ମହାଶିବରାତ୍ରୀ । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ଶୈବପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଗତ ଦୁଇ ବର୍ଷ ହେବ କୋଭିଡ ନିୟମରେ ଜାଗର ପାଳନ ହେଉଛି । ଚଳିତ ଥର ମଧ୍ୟ ସଂକ୍ରମଣ କମିଥିଲେ ବି କରୋନାର ଭୟ
Read More...

ଜଗା ଦାଣ୍ଡରେ ଜନସମୁଦ୍ର

ଜନସମୁଦ୍ର ପାଲଟିଲା ପୁରୀ ବଡ଼ଦାଣ୍ଡ । ନୂଆ ବର୍ଷରେ ଜଗାକୁ ଦେଖିବାକୁ ଧାଇଁଆସିଛି ଭକ୍ତ । ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଜଗାକୁ ଦେଖି ଭାବବିହ୍ୱଳ ହୋଇଯାଇଛି ଭକ୍ତ। କେବେଳ ରାଜ୍ୟରୁ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ କାଳିଆ ଦର୍ଶନ ପାଇଁ ଛୁଟି ଆସିଛନ୍ତି ।
Read More...

ମୋଦୀ ବଦଳାଇଦେଲେ ଚେହେରା

ଆଜି କାଶୀ ବିଶ୍ବନାଥ କରିଡର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ୨ବର୍ଷ ୯ମାସ ମଧ୍ୟରେ ୫ଲକ୍ଷ ବର୍ଗଫୁଟ ଅଞ୍ଚଳର ବିକାଶ କରାଗଲା ବାରାଣାସୀ: ୨୦୧୯ ମାର୍ଚ୍ଚ ୮ ତାରିଖରେ ଶିଳାନ୍ୟାସ ହୋଇଥିଲା। ପାଖାପାଖି ୨ବର୍ଷ ୯ମାସ ପରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ। ଆମେ ପ୍ରଧାନମନ୍ତ୍ରୀଙ୍କ
Read More...