ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ
Browsing Category

ବିଜ୍ଞାନ

ଜଳବାୟୁ ପରିବର୍ତ୍ତନର ସଙ୍କେତ ଆସୁଛି

ଭୁବନେଶ୍ବର: ବର୍ଷା ନଥିଲା। ମାଟି ଫାଟି ଆଁ କରିଥିଲା। ବର୍ଷା ର ଖୋଜା ପଡ଼ିଲା ସବୁଠି। ମାତ୍ର ଦୁଇ ତିନି ଦିନ ମଧ୍ୟରେ ସମୁଦାୟ ଚିତ୍ର ବଦଳିଗଲା । ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ସଠିକ୍ ସମୟରେ ଆସିଥିଲା। ଆଶା କରାଯାଉଥିଲା କି ଏଥର ଭଲ ବର୍ଷା ହେବ , ଚାଷ ବି ଭଲ ହେବ। କିନ୍ତୁ
Read More...

ସେପ୍ଟେମ୍ବର ୫ ବେଳକୁ ଆଉ ଏକ ଲଘୁଚାପ ସୂଚନା

ଭୁବନେଶ୍ବର: ଆଜି ସକାଳେ ଓଡ଼ିଶା ଉପକୂଳ ଦୂରରେ ସୃଷ୍ଟି ହୋଇଥିବା ଲଘୁଚାପର କେନ୍ଦ୍ର ରହିଥିଲା। ଏହା କ୍ରମଶଃ ବିସ୍ତୃତ ହେବା ସହିତ ଦକ୍ଷିଣ ଆଡକୁ ଯାଇ ୩୦ ତାରିଖ ସକାଳେ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ରହିବ। ଏହା ପରେ ନାଗପୁର ଦେଇ ରାଜସ୍ଥାନ ଆଡକୁ ମୁହାଁଇବ ବୋଲି ପାଣିପାଗ
Read More...

ଫୋନରୁ ତୁରନ୍ତ ଡିଲିଟ୍ କରନ୍ତୁ ଏହି ୮ ଆପ୍ସ

ଭୁବନେଶ୍ବର: ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ତେବେ ନିଜର ଫୋନ ତୁରନ୍ତ ଯାଞ୍ଚ କରନ୍ତୁ। ଯଦି ଏହି ୮ଟି ଆପ୍ସ ଆପଣଙ୍କ ଫୋନରେ ଅଛି ତେବେ ତୁରନ୍ତ ଏହାକୁ ଡିଲିଟ୍ କରନ୍ତୁ। ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ୮ଟି ଆପ୍ସ ହଟାଇଦେଇଛି। ଏହି ଆପ୍ସ ହେଉଛି କ୍ରିପ୍ଟୋକରେନ୍ସି ମାଇନିଂଗକୁ ନେଇକି,
Read More...

ଅଗଷ୍ଟ ଆରମ୍ଭରୁ ବି ବର୍ଷା ଗାଏବ

ବର୍ଷା ନାହିଁ..୪ ଜିଲ୍ଲାରେ ସ୍ଥିତି ସଙ୍ଗୀନ ଅଗଷ୍ଟ ଆରମ୍ଭରୁ ବି ରାଜ୍ୟରେ ବର୍ଷା ଅଭାବ । ନିଅଣ୍ଟିଆ ବର୍ଷା ଯୋଗୁଁ ଏବେ ଚାଷୀକୂଳ ଚିନ୍ତାରେ ପଡିଯାଇଛନ୍ତି । ରାଜ୍ୟରେ ଜୁନରୁ ଅଗଷ୍ଟ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷାର ପରିମାଣ ବଢି ଚାଲିଛି । ଅଗଷ୍ଟ ପହିଲାରୁ ୮ ଯାଏ ରାଜ୍ୟରେ ସ୍ୱାଭାବିକ
Read More...

ବଦଳିବ ପାଣିପାଗ, ଲଘୁଚାପ ଆଣିକି ଆସୁଛି ବଡ଼ ବର୍ଷା

ଭୁବନେଶ୍ବର: ସଂପ୍ରତି ମୌସୁମୀ ଦୁର୍ବଳ ରହିଛି। ବିଭିନ୍ନ ସ୍ଥାନରେ ହେଉଥିବା ପରିଚଳନ ଜନିତ ବର୍ଷା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୧୩ ତାରିଖରୁ ଲଘୁଚାପ ଜନିତ ବର୍ଷା ପାଗରେ ବଡ଼ ଧରଣର ପରିବର୍ତ୍ତନ ଆଣିବ। ପାଣିପାଗ ଚିତ୍ର ସଂପର୍କରେ ଏଭଳି ପୂର୍ବାନୁମାନ କରିଛନ୍ତି ଓୟୁଏଟି
Read More...

୨୭ ଯାଏ କେଉଁ ଅଞ୍ଚଳରେ ପାଗ କିଭଳି ରହିବ, ଜାଣନ୍ତୁ

କେନ୍ଦୁଝର, ରାୟଗଡାରେ ନିଅଣ୍ଟିଆ ସ୍ଥିତିରେ ଉନ୍ନତି ଘଟିପାରେ ପାଞ୍ଚଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତିରେ ପରିବର୍ତ୍ତନ ସମ୍ଭାବନା କମ୍ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ଭଲ ବର୍ଷା ନେଇ ପୂର୍ବାନୁମାନ ଭୁବନେଶ୍ବର: ସଂପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତି ଦିନ ସାଧାରଣ ଭାବେ
Read More...

୨୦ ଯାଏ କେଉଁଠି ପାଣିପାଗ କିଭଳି ରହିବ, ଜାଣନ୍ତୁ

ଭୁବନେଶ୍ବର: ଜୁନ୍ ୧୮ ଓ ୧୯ ତାରିଖରେ ଝାଡଖଣ୍ଡ ଓ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ତେବେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ନାହିଁ। ପାଣିପାଗ ଚିତ୍ର ସଂପର୍କରେ ପୂର୍ବାନୁମାନ କରି ଏଭଳି କହିଛନ୍ତି ଡ. ସୁରେନ୍ଦ୍ର ନାଥ ପଶୁପାଳକ। ତାଙ୍କ ପୂର୍ବାନୁମାନ
Read More...

ବର୍ଷା ସାରିଦେବ ରଜ ମଉଜ

ଭୁବନେଶ୍ବର: ସାରା ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ୧୪ ଓ ୧୫ ତାରିଖରେ ଅନେକ ସ୍ଥାନରେ ଭାରି ବର୍ଷା ହେବ। ଅନେକ ସ୍ଥାନରେ ସମୁଦାୟ ବର୍ଷା ପରିମାଣ ୧୫୦ ମିମି ପର୍ଯ୍ୟନ୍ତ ବଢିଯାଇପାରେ। କେତେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ଭୀଷଣ ବର୍ଷା
Read More...

କେଉଁଠି କେତେ ପ୍ରବଳ ବର୍ଷା ହେବ ଜାଣନ୍ତୁ

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ମୁଣ୍ଡରେ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ଆଜି ଲଘୁଚାପ ସୃଷ୍ଟି ହୋଇଛି। ଏହା କ୍ରମଶଃ ଘନୀଭୂତ ଏବଂ ସାରା ରାଜ୍ୟରେ ଭାରି ବର୍ଷା ହେବ। ପାଣିପାଗ ସଂପର୍କରେ ଏଭଳି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ
Read More...