ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍
Browsing Category

ବିଜ୍ଞାନ

ଇସ୍ରୋ ଲଞ୍ଚ କଲା ଦେଶର ପ୍ରଥମ ଘରୋଇ ରକେଟ୍

ଆନ୍ଧ୍ରପ୍ରଦେଶ: ଆଜି ସାରା ଭାରତବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ । ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ ସଫଳତାର ସହ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଏହି ରକେଟ
Read More...

ମହାକାଶକୁ ଗଲା ଚୀନର ମାଲବାହୀ ରକେଟ୍

ଇତିହାସ ରଚିବା ଲକ୍ଷ୍ୟରେ ଚୀନ । ମହାକାଶକୁ ମାଲବାହୀ ରକେଟ୍ ଛାଡ଼ିଲା ଚୀନ । ଶନିବାର ସକାଳେ ତିଆନଜୁ-୫ ନାମକ ମାଲବାହୀ ମହାକାଶ ଯାନକୁ ଲଙ୍ଗ୍ ମାର୍ଚ୍ଚ-୭ ନାମକ ରକେଟ ମାଧ୍ୟମରେ ମହାକାଶକୁ ପଠାଯାଇଛି । ଏହାକୁ ଦକ୍ଷିଣ ଚୀନ ହେନାନ ପ୍ରଦେଶସ୍ଥିତ ଓ୍ବେନଚାଙ୍ଗ୍ ମହାକାଶ କେନ୍ଦ୍ରରୁ
Read More...

ନେପାଳରେ ଭୂକମ୍ପ, ଥରିଲା ଉତ୍ତର ଭାରତ

ନୂଆଦିଳ୍ଲୀ; ମଙ୍ଗଳବାର ବିଳମ୍ବିତ ରାତିରେ ଭୂକମ୍ପ ଝଟକାରେ ଥରି ଉଠିଛି ନେପାଳ । ଏହି ଭୂକମ୍ପର ପ୍ରଭାବ ଏତେ ଜୋରରେ ରହିଥିଲା ଯେ ଦୋତି ଜିଲ୍ଲାରେ ଲୋକମାନେ ଶୋଇଥିବା ବେଳେ ଘର ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ନେପାଳର
Read More...

ଆସନ୍ତା ୫ ଦିନର ପାଣିପାଗ କଣ କହୁଛି?

ଭୁବନେଶ୍ବର; ଆସନ୍ତା ୫ ଦିନ ଯାଏଁ ରାଜ୍ୟର ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। ରାତି ଓ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏବେ ରାତି ରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ହାଲୁକା ଶୀତ ଅନୁଭୂତ ହେବ। ଭୋର/ସକାଳ ସମୟ ରେ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା
Read More...

ପଞ୍ଚୁକରେ କେମିତି ରହିବ ପାଣିପାଗ, ଜାଣନ୍ତୁ

ଭୁବନେଶ୍ବର; ଦିନକ ପରେ କାର୍ତ୍ତିକ ମାସର ବହୁ ପ୍ରତୀକ୍ଷିତ ସମୟ ଆସିବ। ପଞ୍ଚୁକ ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷକରି ବଡ଼ି ଭୋରରୁ ଉଠି ଗାଧୋଇ ସମସ୍ତେ ଠାକୁର ଦର୍ଶନ ପାଇଁ ମନ ବଳାଇଥାନ୍ତି। କିଛି କିଛି ସମୟରେ ଶୀତ ଏଥିରେ ବାଧକ ସାଜିଥାଏ। ହେଲେ ଏଥର ପାଣିପାଗ ପଞ୍ଚୁକ ପାଇଁ ପୂରା
Read More...

କେମିତି ରହିବ ନଭେମ୍ବର ମାସ ର ପାଣିପାଗ?

ଭୁବନେଶ୍ବର; ଆଜି ଭାରତୀୟ ପାଣିପାଗ ବିଭାଗ ତରଫ ରୁ ନଭେମ୍ବର ମାସ ପାଇଁ ଦୀର୍ଘ କାଳୀନ ପାଣିପାଗ ଆକଳନ ଜାରି କରାଯାଇଛି। ଆକଳନ ଅନୁସାରେ ଚଳିତ ମାସ ରେ ଦେଶ ର ଅଧିକାଂଶ ସ୍ଥାନ ରେ ସ୍ଵାଭାବିକ କିମ୍ବା ସ୍ଵାଭାବିକ ଠାରୁ ଅଧିକ ବର୍ଷା ର ପ୍ରଭାବ ରହିବ। କେବଳ ଦକ୍ଷିଣ ଭାରତ ର କିଛି ଅଞ୍ଚଳ,
Read More...

୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ୭ ସୁଦ୍ଧା ନେଇପାରେ ଲଘୁଚାପ ରୂପ

ଭୁବନେଶ୍ୱର, ନଭେମ୍ବର ୪ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଉତ୍ତର ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୭ ସୁଦ୍ଧା ଏହା ଲଘୁଚାପ ରୂପ ନେଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଡ.
Read More...

୪୮ ଘଣ୍ଟା ମଧ୍ୟରେ ଉପକୂଳ ଓ ଉତ୍ତର ଓଡ଼ିଶା ରେ ବର୍ଷା ସମ୍ଭାବନା!

ଭୁବନେଶ୍ବର; ସକାଳ ୬.୦୦ ରେ ଉପଗ୍ରହ ରୁ ଉତ୍ତୋଳନ କରାଯାଇଥିବା ପାଣିପାଗ ଚିତ୍ର ଦର୍ଶାଉଛି ଯେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ଡିପ୍ରେଶନ ସକ୍ରିୟ ରହିଛି । ଏହି କ୍ଷେତ୍ର ଆସନ୍ତା ୦୬ ଘଣ୍ଟା ମଧ୍ୟରେ ଡିପ ଡିପ୍ରେଶନ ରେ ପରିଣତ ହେବ ଏବଂ ଗତିପଥ ପରିବର୍ତ୍ତନ
Read More...

ମହାକାଶରେ ସଫଳ ଅବସ୍ଥାନ କଲା ଏଲଭିଏମ୍୩

ଆନ୍ଧ୍ରପ୍ରଦେଶ; ସଫଳ ହେଲା ଇସ୍ରୋର ଐତିହାସିକ ମିଶନ । ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ଗଲା ଲଞ୍ଚ ଭେହକିଲ୍‌ ଏଲଭିଏମ୍୩। ରାତି ୧୨ଟା ୭ ମିନିଟରେ ଏଲଭିଏମ୩-ଏମ୨ ମହାକାଶକୁ ଯାତ୍ରା କରିଥିଲା । ଏଥିରେ ଏକାସଙ୍ଗେ ୩୬ଟି
Read More...

ରାଜ୍ୟ ରୁ ଫେରିଗଲା ମୌସୁମୀ ବାୟୁ

ବାଂଲାଦେଶ - ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ବାତ୍ୟା ଯିବ !ଓଡ଼ିଶା ଉପକୂଳ ନିକଟସ୍ଥ ସମୁଦ୍ର ରେ ସମାନ୍ତରାଳ ଭାବେ ଗତି କରିବ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶ ରୁ ବିଦାୟ ନେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭୁବନେଶ୍ବର; ଗତ କାଲି ଉତ୍ତର ଆଣ୍ଡମାନ ସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ
Read More...