ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ
Browsing Category

ବିଜ୍ଞାନ

ସେନାର ଶକ୍ତି ବଢ଼ାଇବ ‘ଜେଟପ୍ୟାକ’

ନୂଆଦିଲ୍ଲୀ; ସେନାର ଶକ୍ତି ବଢ଼ାଇବ ‘ଜେଟପ୍ୟାକ’। ଆହୁରି ଶକ୍ତିଶାଳୀ ହୋଇପାରିବ ଭାରତୀୟ ସେନା। ବିମାନ ବିନା ଯବାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବ ଏହି ଜେଟପ୍ୟାକ । ସୂଚନାନୁସାରେ, ବ୍ରିଟେନ ପ୍ରତିରକ୍ଷା ବାହିନୀ ଠାରୁ ଜେଟ୍ ପ୍ୟାକ୍ କିଣିଛି ଭାରତ। ପ୍ରଥମ ପର୍ଯ୍ୟାୟରେ
Read More...

ନାରାୟଣପାଟଣାରେ ଆଜି ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର, ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକରେ ଆଜି ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ଭୋର ୫.୦୫ ମିନିଟ୍ ସମୟରେ ଭୂମିକମ୍ପ ହୋଇଥିବା ବେଳେ ଲୋକେ ଭୟଭୀତ ହୋଇଯାଇଥିଲେ। ଏହି ଭୂମିକମ୍ପରେ
Read More...

ତୁର୍କୀରେ ଭୀଷଣ ଭୂମିକମ୍ପ

ନୂଆଦିଲ୍ଲୀ: ସୋମବାର ସକାଳୁ ଗାଜିଆନ୍ତେପ୍ ନିକଟ ଦକ୍ଷିଣ ତୁର୍କୀରେ ଭୂକମ୍ପ ହେବା ପରେ ପରେ ପୁଣି ଥରେ ତୀବ୍ର କମ୍ପନ ଅନୁଭୂତ ହୋଇଥିବା କଥା ‘ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ’ (ୟୁଏସ୍‌ଜିଏସ୍‌) କହିଛି। ରିକ୍ଟର ସ୍କେଲରେ ତୀବ୍ରତା ୭.୮ ଥିବା ୟୁଏସ୍ ଜିଓଲୋଜିକାଲ ସର୍ଭିସ ପକ୍ଷରୁ ସୂଚନା
Read More...

ଜେଟ୍ ପ୍ୟାକ୍ ସୁଟ ପିନ୍ଧି ଶୂନ୍ୟରେ ଉଡିବେ ଭାରତୀୟ ସେନା

ନୂଆଦିଲ୍ଲୀ: ଏଣିକି ଶୂନ୍ୟରେ ଉଡିବେ ଭାରତୀୟ ସୈନ୍ୟ। ସେମାନଙ୍କ ଲାଗି ଆସିବ ଜେଟପ୍ୟାକ ସୁଟ୍ । ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ । ଏନେଇ ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୪୮ଟି ଜେଟପ୍ୟାକ ସୁଟ, ୧୦୦ଟି ରୋବୋଟିକ ମ୍ୟୁଲ, ୧୩୦ଟି
Read More...

ଭୂକମ୍ପ ଝଟକାରେ ଥରିଲା ଦିଲ୍ଲୀ ଏନସିଆର

ନୂଆଦିଲ୍ଲୀ: ପାଞ୍ଚ ସେକେଣ୍ଡେ ପାଇଁ ଭୂକମ୍ପ ଝଟକାରେ ଥରିଲା ରାଜଧାନୀ । ଏହି ଭୁମିକମ୍ପ ଅପରାହ୍ନ ୨.୩୦ରେ ଅନୁଭୁତ ହୋଇଥିଲା। ଦିଲ୍ଲୀ ସମେତ ପାଖାପାଖି ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୫.୪ । ଏହା ପୂର୍ବରୁ ଗତ ୫ ତାରିଖରେ
Read More...

ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା। ଶତ୍ରୁ ରାଷ୍ଟ୍ର ବିରୋଧରେ ଲଢ଼ିବା ପାଇଁ ଆଜି ଭାରତୀୟ ନୌସେନାରେ ସାମିଲ ହେବ ଫିପଥ୍ ଡିଜେଲ ଇଲେକ୍ଟ୍ରିକ ସ୍କର୍ପିନ ଆଇଏନଏସ ବାଗିର। ନୌସେନାର ସାମିଲ ହେବା ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଣ୍ଟି ସରଫେସ ଓ୍ବାରଫେର,
Read More...

ଚଳିତ ବର୍ଷ ଅଧିକ ଖରା, କମି ଯାଇପାରେ ବର୍ଷା !!

ଭୁବନେଶ୍ବର; ଏ ବର୍ଷ ଗ୍ରୀଷ୍ମ ଋତୁ ରେ ଅଧିକ ଖରା ହେବ। ଦିନ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ରହିଛି। କାରଣ ପ୍ରଶାନ୍ତ ମହାସାଗର ରେ ଗତ ୩ ବର୍ଷ ଧରି ସକ୍ରିୟ ରହିଥିବା ଲା- ନିନା ଏବେ କ୍ରମଶଃ ଦୁର୍ବଳ ହେବାକୁ ଯାଉଛି । ଲା - ନିନା ଦୁର୍ବଳ ହେବା ସହ ଫେବୃଆରୀ ପରେ
Read More...

ଆଜି ରାତି ରେ ପ୍ରବଳ ଶୀତ..

ଭୁବନେଶ୍ବର; ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ୩-୫°ସି ତଳେ ରହିଥିଲା। ଝାରସୁଗୁଡା ରେ ସର୍ବନିମ୍ନ ତାପମାତ୍ରା ୫.୬°ସି ରେକର୍ଡ଼ ହୋଇଥିଲା ସେହିପରି ରାଜ୍ୟ ର କିଛି ଅଞ୍ଚଳ ରେ ରାତି ତାପମାତ୍ରା ୧୦.୦°ସି ତଳେ ରହିଥିଲା। ଭୁବନେଶ୍ବର ରେ
Read More...

ସୁଖୋଇ ବିମାନରୁ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ; ଭାରତୀୟ ବାୟୁସେନା ସୁପରସୋନିକ ମିସାଇଲ ବ୍ରହ୍ମୋସ ଇଆର (ଏକ୍ସଟେଣ୍ଡେଡ ରେଞ୍ଜ)ର ସଫଳ ପରୀକ୍ଷଣ କରିଛି। ଭାରତୀୟ ବାୟୁସେନାର ସୁପରସୋନିକ ମିଜାଇଲ ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ସଫଳ ପରୀକ୍ଷଣ କରାଯାଇଛି । ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ପରୀକ୍ଷଣ
Read More...

ପଡୋଶୀଙ୍କୁ ଚେକ୍ ଦେବ ‘ପ୍ରଳୟ’

ନୂଆଦିଲ୍ଲୀ; ପଡ଼ୋଶୀଙ୍କୁ ଚେକ୍ ଦେବାକୁ ଭାରତର ବଡ଼ ନିଷ୍ପତ୍ତି । ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ ‘ପ୍ରଳୟ’ ମିସାଇଲ୍ । ଏଥିପାଇଁ ୧୨୦ଟି ପ୍ରଳୟ ଟ୍ୟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । DRDO ପକ୍ଷରୁ ଏହି ମିସାଇଲ
Read More...