ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category

ସାମାଜିକ

କାଳିଆ ଦର୍ଶନ ପାଇଁ କଟକଣା କୋହଳ

ରାଜ୍ୟରେ କରୋନା ସଂକ୍ରମଣ କମିଆସୁଥିବାରୁ ଜଗା ଦର୍ଶନ ପାଇଁ କଟକଣା ଆହୁରି କୋହଳ କରାଯାଇଛିା ଆସନ୍ତା ୨୧ ତାରିଖଠୁ ସହଜ ହେବ ଜଗା ଦର୍ଶନ । ଏଣିକି ଜଗାକୁ ଦେଖିବାକୁ ଆଉ ଆଉ ଟିକା ପ୍ରମାଣ ପତ୍ର ଆବଶ୍ୟକ ପଡିବନି । କେବଳ ମାସ୍କ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯିବା ବାଧ୍ୟତାମୂଳକ କରାଯାଇଛି
Read More...

ଫେକ୍ ଭୋଟର ସାବଧାନ

ଫେକ ଭୋଟର ସାବଧାନ। କେହି ଯଦି ମତଦାନ ବେଳେ ଫେକ ଭୋଟର ବୋଲି ଜଣାପଡିନ୍ତି । ତେବେ ତୁରନ୍ତ ତାଙ୍କୁ ପୁଲିସର ଜିମା ଦିଆଯିବ । ଏଭଳି ସତର୍କବାଣୀ ଶୁଣାଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ଆସନ୍ତା ୨ ଦିନ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ପଡିବ । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ
Read More...

ପ୍ରଶ୍ନ ଉଠାଇଲେ ଜାଗୃତି

ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକି ବିବାଦ ଥମିବାର ନାଁ ନେଉନି । ତେବେ ଏହି ମାମଲା ଏବେ ନୂଆ ମୋଡ଼ ନେଇଛି। ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବନାମ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା । ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ସୋସିଆଲ
Read More...

ପୁଣି ଫେରିଲା ମମିତା ତାତି, ରାଜଧାନୀ ରାଜରାସ୍ତାରେ ଗର୍ଜିଲା ବିଜେପି

ଭୁବନେଶ୍ବର; ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଆଉ ବିଜେପି । ଏଫସିଆଇ ତୁରନ୍ତ ଉଷୁନା ଚାଉଳ ଉଠାଇବା ଦାବିରେ ବିଜେଡି ଭୁବନେଶ୍ୱର ଏଫସିଆଇ ଅଫିସ ସମ୍ମୁଖରେ ଧାରଣା ଦେଇଛି । ଏପଟେ ମମିତା ମେହେର ପ୍ରସଙ୍ଗରେ ରାଜଧାନୀ ରାଜରାସ୍ତାରେ ଗର୍ଜିଛି ବିଜେପି
Read More...

‘ସ୍କୁଲ ଖୋଲିବା ଖୁସିରେ ମୁଁ ବି ଖୁସି..ପିଲାଙ୍କୁ ସ୍କୁଲ ଛାଡନ୍ତୁ’

କୋଭିଡ ସଂକ୍ରମଣ କମିବା ପରେ ଆଜିଠୁ ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିଛି । ସ୍କୁଲ ଖୋଲିବା ପରେ ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଛାତ୍ରଛାତ୍ରୀମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,ପିଲମାନେ ଆଜି ସ୍କୁଲ ଆସିଲେ ।
Read More...

ଭାରତକୁ ମିଳିଲା ସିଙ୍ଗଲ ଡୋଜ୍ କରୋନା ଟିକା

ଭାରତକୁ ମିଳିଛି କରୋନା ବିରୋଧୀ ସିଙ୍ଗଲ ଡୋଜ ଟିକା । ସ୍ପୁଟନିକ ଲାଇଟ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମିତ ମିଳିଛି । ଡିସିଜିଆଇ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟୁଇଟ କରି ସୂଚନା ଦେଇଛନ୍ତି ।
Read More...

ଲତାଙ୍କ ବିୟୋଗରେ ଦୁଇ ଦିନିଆ ଶୋକ, ଆଜି ମହାରାଷ୍ଟ୍ରରେ ସବୁ ସ୍କୁଲ,କଲେଜ ବନ୍ଦ

ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ ଶୋକରେ ବୁଡିଛି ପୁରା ଦେଶ । ଲତା ମଙ୍ଗେସକରଙ୍କ ସମ୍ମାନରେ ଦୁଇ ଦୁନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦୁଇ ଦିନ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଆଜି ମହାରାଷ୍ଟ୍ରରେ ଶୋକ ଦିବସ ଭାବେ ଘୋଷଣା କରିଛନ୍ତି
Read More...

ଲତାଙ୍କ ଦେହାନ୍ତରେ ଦେଶ ସ୍ତବ୍ଧ; ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ମୁମ୍ବାଇ: ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛିଛ। ଲତାଙ୍କ ଦେହାନ୍ତରେ ପୁରା ଦେଶରେ ଶୋକର ଛାୟା ଖେଳିଯାଇଛି। ସୁର ସାମ୍ରାଜ୍ଞୀଙ୍କ ପରଲୋକରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟୀୟ ଶୋକ ଘୋଷଣା କରିଛନ୍ତି। ଦୁଇ ଦିନ ପାଇଁ ଅର୍ଦ୍ଧନମିତ ରହିବ
Read More...

ଖୋଲିଲା ଦିଲ୍ଲୀ..ସୋମବାରରୁ ଶ୍ରେଣୀଗୃହ ପାଠପଢା

କରୋନା ସଂକ୍ରମଣ ହ୍ରାସ ହେଉଥିବାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା କୋହଳ କରୁଛନ୍ତି । ଓଡିଶା ପରେ ଦେଶର ରାଜଧାନୀ ଦିଲ୍ଲୀରେ ଆସନ୍ତା ୭ ତାରିଖରୁ ଅର୍ଥାତ ସୋମବାରରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ୭ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ଏହା ପରେ ୧୪
Read More...

ଦୁଇ ମାସ ଭିତରେ ସ୍କୁଲ ଖୋଲ’

ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲ । ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯାଇ ପିଲାଙ୍କ ପାଠପଢା ହୋଇପାରିବ ସେ ନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ । କୋଭିଡ କଟକଣାରେ ସ୍କୁଲ ଖୋଲିବା ନେଇ
Read More...