Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ସାମାଜିକ
ନିରାଡ଼ମ୍ବରରେ ହେବ ବିଜୁ ଶ୍ରାଦ୍ଧ ଦିବସ
ଭୁବନେଶ୍ବର: ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ!-->…
Read More...
Read More...
ଚାଷୀଙ୍କୁ ସହାୟତା, ଅପରାଧୀଙ୍କୁ ଦଣ୍ଡ ନିର୍ଦେଶ
ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦେଶକୃଷି କାର୍ଯ୍ୟରେ କୌଣସି ଅସୁବିଧା ନ ହେବା ଲାଗି ପଦକ୍ଷେପ ନିଅଦୁଇ ଦିନ ଭିତରେ ବୁର୍ଲାରେ ନମୁନା ପରୀକ୍ଷା ପାଇଁ ପଦକ୍ଷେପ ନିଅସପ୍ତାହ ଭିତରେ ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲନବୀନ ନିବାସରୁ କରୋନା ପ୍ରଭାବକୁ!-->…
Read More...
Read More...
ସର୍ଭେ ଜଣାଇଲା, ନବୀନ ଦେଶରେ ଆଗରେ
କରୋନା ମୁକାବିଲା କାର୍ଯ୍ୟରେ ୮୫% ସନ୍ତୁଷ୍ଟପଶ୍ଚିମବଙ୍ଗରେ ଦିଦିଙ୍କ ଉପରେ ୩୮% ଖୁସି
ଭୁବନେଶ୍ବର: କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ପ୍ରଶଂସା କରିଥିଲେ। ଏବେ ‘ଜନ୍ କୀ ବାତ୍’ କରିଥିବା ସର୍ଭେ କରିଛି ଯେ ଦେଶର!-->!-->!-->…
Read More...
Read More...
ଗୋଟିଏ ଫଟୋ, ଅନେକ ବାର୍ତା
ଭୁବନେଶ୍ବର: ମାରାତ୍ମକ କରୋନା ଜନିତ ଲକ୍ଡାଉନ୍ କେଉଁଠି ନା କେଉଁଠି ମାନସିକ ଚାପ ବଢ଼ାଇ ଦେଇପାରେ। କାରଣ ସାଧାରଣ ଜୀବନ ଠାରୁ ଏହି ସମୟ ଟିକିଏ ଅଲଗା। ହାତ ଗଣତି କିଛି ବ୍ୟକ୍ତିଙ୍କୁ ଛାଡ଼ିଦେଲେ, ଆମ ଆଖପାଖରେ ଥିବା କୌଣସି ବି ମଣିଷ ଏଭଳି ସମୟ ପୂର୍ବରୁ କେବେ ଅନୁଭବ କରିନଥାଇ!-->!-->!-->…
Read More...
Read More...
୮୦% ସଂକ୍ରମିତଙ୍କ ପାଖେ ଲକ୍ଷଣ ନାହିଁ
ଭୁବନେଶ୍ବର: ରାଜ୍ୟରେ ଯେତେ ଲୋକ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ଠାରେ କରୋନା ନେଇ କୁହାଯାଉଥିବା କୌଣସି ଲକ୍ଷଣ ନାହିଁ। ଆଜି ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ ଏଭଳି ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ଶ୍ରୀମତୀ ପଣ୍ଡିତ କହିଥିଲେ ଯେ!-->…
Read More...
Read More...
କରୋନା: ନବୀନ, ମହିଳା ଅଧିକାରୀ ଓ ମାଆମାନେ…
ପ୍ରତି ଘରେ କରୋନା ନେତୃତ୍ବ ନେଉଛନ୍ତି ମହିଳା ସୁଜାତା, ଶାଳିନୀ, ଅନୁ, ସଂଘମିତ୍ରା ଓ ସାଗରିକାମାନେସରକାରର ପ୍ରମୁଖ ସ୍ଥାନରେ ମହିଳା ଆଗରେ ଅଛନ୍ତିକେନ୍ଦ୍ର ଅର୍ଥ ବ୍ୟବସ୍ଥାର ତଦାରଖ କରୁଛନ୍ତି ନିର୍ମଳାବିମଳା, ଭୁବନେଶ୍ବରୀ, ବିରଜା ବି ନେଉଛନ୍ତି ନେତୃତ୍ବ
ଭୁବନେଶ୍ବର: ମାରାତ୍ମକ!-->!-->!-->!-->!-->…
Read More...
Read More...
ନବୀନଙ୍କ ଆଖିରେ ଲୋକଙ୍କ ଜୀବନ ବଡ଼; ଲକ୍ ଡାଉନ ସମୟ ସୀମା ବଢିଲା
ଅର୍ଥନୀତି ଓ ମଣିଷ ଜୀବନ ମଧ୍ୟରୁ ମୁଁ ମଣିଷ ଜୀବନକୁ ଗୁରୁତ୍ବ ଦେଉଛି: ନବୀନଲକଡାଉନ ସମୟ ସୀମା ୩୦ଯାଏ ବଢିଲା, ଜୁନ୍ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦସାମାଜିକ ଦୂରତ୍ବ ରକ୍ଷା କରି ମନରେଗା ଓ କୃଷି କାର୍ଯ୍ୟ ଜାରି ରହିବଅତ୍ୟାବଶ୍ୟକ ମାଲ ପରିବହନରେ କୌଣସି ଅସୁବିଧା ହେବ ନାହିଁଆମେରିକାର ଚିତ୍ର!-->…
Read More...
Read More...
ଗୋଟିଏ ଫୋନରେ ଚିକିତ୍ସା ସେବା
ଭୁବନେଶ୍ବର: କରୋନାକୁ ଡରି ଲୋକେ ସାଧାରଣ ଡାକ୍ତରଖାନାକୁ ଯାଉନଥିବା କାରଣକୁ ନେଇ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିବା ସହିତ ଆଜି ପୂର୍ବାହ୍ନରେ ସ୍ବାସ୍ଥ୍ୟ ସଚିବ ସ୍ପଷ୍ଟ କରିଥିଲେ ଯେ କୌଣସି କୋଭିଡ-୧୯ ରୋଗୀଙ୍କୁ ସାଧାରଣ ଡାକ୍ତରଖାନାରେ ରଖାଯାଉନାହିଁ। ଏହାର କେଇ ଘଣ୍ଟା ବିତିନି,!-->…
Read More...
Read More...
ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ
ଭୁବନେଶ୍ବରରେ ପୁଣି ଜଣେ କରୋନା ସଂକ୍ରମିତ ସୂଚନା
ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମିତ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏ ନେଇ ଆଜି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍ କରି ଜଣାଇଛି। ବିଭାଗ କହିଛି ଯେ ସଂପୃକ୍ତ ବ୍ୟକ୍ତିଙ୍କ ବୟସ ୭୨ ବର୍ଷ ହୋଇଥିଲା ଓ ତାଙ୍କ ଘର ଭୁବନେଶ୍ବର!-->!-->!-->…
Read More...
Read More...
ଦେଶକୁ ରାସ୍ତା ଦେଖାଇଲେ ନବୀନ
ସମ୍ ହସ୍ପିଟାଲ ସହଯୋଗରେ ତୃତୀୟ କୋଭିଡ୍ ହସ୍ପିଟାଲ ଲୋକାର୍ପିତଏମସିଏଲ୍ ସହାୟତା ଦେଲା, ଧର୍ମେନ୍ଦ୍ର ଓ ପ୍ରହଲ୍ଲାଦ ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାଅନୁଗୁଳ ଓ କେନ୍ଦ୍ରାପଡାରେ ସମ୍ ହସ୍ପିଟାଲ ସହାୟତାରେ ହେବ ନୂଆ କୋଭିଡ୍ ହସ୍ପିଟାଲଏବେ ୧୩୫୦ ଶଯ୍ୟା ପ୍ରସ୍ତୁତ, ପୃଥକାବାସ!-->…
Read More...
Read More...