Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ଖେଳ
ଆଇସିସି ପକ୍ଷରୁ ବିରାଟଙ୍କୁ ମିଳିଲା ସମ୍ମାନ
ନୂଆଦିଲ୍ଲୀ; ସମସ୍ତଙ୍କୁ ପଛରେ ପକାଇ ନୂଆ କୀର୍ତ୍ତିମାନ ହାସଲ କଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ। ବିରାଟଙ୍କୁ ଆଇସିସି ପକ୍ଷରୁ ମିଳିଛି ବଡ଼ ସମ୍ମାନ। ବିରାଟଙ୍କୁ ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ’ ପୁରସ୍କାର ପ୍ରଦାନ କରିଛି ଆଇସିସି । କୋହଲିଙ୍କୁ ଅକ୍ଟୋବର ମାସ ପାଇଁ ଏହି!-->…
Read More...
Read More...
ହକି ଇଣ୍ଡିଆ ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା
ନୂଆଦିଲ୍ଲୀ: ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଏବଂ ସେକ୍ରେଟେରୀ ଜେନେରାଲ ଭୋଲନାଥ ସିଂଙ୍କ ନେତୃତ୍ୱରେ ହକି ଇଣ୍ଡିଆ ଉଭୟ ପୁରୁଷ ଓ ମହିଳା ଦଳର ଖେଳୁଥିବା ସଦସ୍ୟଙ୍କୁ ବାର୍ଷିକ ୫୦,୦୦୦ ଟଙ୍କା ଏବଂ ଭାରତୀୟ ଦଳ ରେଜିଷ୍ଟରର ପ୍ରତ୍ୟେକ ବିଜୟ ପାଇଁ ସହାୟକ କର୍ମଚାରୀଙ୍କୁ ୨୫,୦୦୦ ଟଙ୍କା!-->…
Read More...
Read More...
୭୧ ରନରେ ଜିମ୍ବାଓ୍ବେକୁ ହରାଇଲା ଭାରତ
ମେଲବର୍ଣ୍ଣ: ଟି୨୦ ବିଶ୍ବକପରେ ୭୧ ରନରେ ଜିମ୍ବାଓ୍ବେକୁ ହରାଇ ଗ୍ରୁପ ବିରୁ ଏକ ନମ୍ବର ଟିମ୍ ଭାବେ ଟିମ୍ ଇଣ୍ଡିଆ ସେମିଫାଇନାଲକୁ ଯାଉଛି । ୧୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାଓ୍ବେ ଟିମ୍ ୧୭.୨ ଓଗରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା ।!-->…
Read More...
Read More...
ଆଜି ଭାରତ-ଜିମ୍ବାୱେ ମୁକାବିଲା
ମେଲ୍ବର୍ଣ୍ଣ: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଜିମ୍ବାୱେକୁ ଭେଟିବ। ମେଲବର୍ଣ୍ଣରେ ଅପରାହ୍ନ୧.୩୦ ମିନିଟ୍ରେ ଏହି ମ୍ୟାଚ୍ ଖେଳାଯିବ। ସେମିଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ମ୍ୟାଚ ଜିତିବାକୁ ପଡିବ। ତେବେ ଜିମ୍ବାୱେ ସେମି ରେସ୍ରୁ!-->…
Read More...
Read More...
ବିରାଟ ମନ୍ତ୍ର ଶୁଣି ରାହୁଲ ଫର୍ମକୁ ଫେରିଲେ
ଆଡିଲେଡ; ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଉପରେ ଏବେ ପୂରା ଭାରତର ନଜର ରହିଛି। ଆଜି ମ୍ୟାଚ୍ ଜିତିଲେ, ଭାରତ ସେମିଫାଇନାଲ ଯିବ। ହେଲେ ଏଥିରେ ଯେଉଁ ଭୟଟି ରହିଥିଲା, ତାହା ହେଲା, ଓପନର୍ କେ ଏଲ୍ ରାହୁଲଙ୍କ ପ୍ରଦର୍ଶନ। ଏଯାଏ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ଆସୁଥିଲେ ରାହୁଲ। ଏମିତି ଯେ!-->…
Read More...
Read More...
ଆଜି ମୁହଁIମୁଁହି ହେବେ ଭାରତ ଓ ବାଂଲାଦେଶ
ଆଡିଲେଡ; ଆଜି ଟି-୨୦ ୱାର୍ଲଡକପରେ ହାଇଭୋଲଟେଜ ମ୍ୟାଚ୍ । ଅଷ୍ଟ୍ରେଲିଆର ଆଡିଲେଡ ରେ ମୁହଁIମୁଁହି ହେବେ ଭାରତ ଓ ବାଂଲାଦେଶ । ଅପରାହ୍ନ ସାଢେ ଗୋଟାଏରେ ଉଭୟ ଦଳ ମ୍ୟାଚ୍ ଜିତି ସେମିଫାଇନାଲରେ ଏଣ୍ଟ୍ରି କରିବା ଲକ୍ଷ୍ୟରେ ରହିବେ।ଆଜିର ମ୍ୟାଚ୍ ଯେଉଁ ଦଳ ଜିତିବ ୬ ପଏଣ୍ଟ୍ ସହ ସେମିଫାଇନାଲ୍!-->…
Read More...
Read More...
ପର୍ଥରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା
ପର୍ଥ: ଆଜି ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆର ପର୍ଥରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ । ଅପରାହ୍ନ ୪ଟାରେ ଖେଳାଯିବ ଏହି ମ୍ୟାଚ୍।ମ୍ୟାଚ୍ କୁ ନେଇ କ୍ରିକେଟପ୍ରେମୀମାନଙ୍କ ମନରେ ଉତ୍ସାହ ଦେଖାଦେଇଛି। ଚଳିତ ଟି-୨୦ ବିଶ୍ବକପ୍ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସେମିଫାଇନାଲ୍!-->…
Read More...
Read More...
ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍: ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ,
ଭୁବନେଶ୍ବର; ଆଜିଠୁ ପୁଣି କମ୍ପିବ କଳିଙ୍ଗ । ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ୍ ମ୍ୟାଚ୍ । ଏଫଆଇଏଚ ପୁରୁଷ ହକି ପ୍ରୋ-ଲିଗର ଚତୁର୍ଥ ସଂସ୍କରଣକୁ ଓଡ଼ିଶା ଆୟୋଜିତ କରୁଛି । କଳିଙ୍ଗ ଷ୍ଟାଡିୟମରେ ମୋଟ ୬ଟି ମ୍ୟାଚ ଖେଳାଯିବ । ଆଜି ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ!-->…
Read More...
Read More...
ପୁରୁଷ ଓ ମହିଳା ଖେଳାଳୀଙ୍କୁ ମିଳିବ ସମାନ ଫି
ନୂଆଦିଲ୍ଲୀ: ବିସିସିଆଇ ନେଲା ଐତିହାସିକ ରାୟ। ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ବଡ ନିଷ୍ପତ୍ତି ନେଇଛି ବିସିସିଆଇ। ଏଣିକି ସବୁ କ୍ରିକେଟର ମାନଙ୍କୁ ମିଳିବ ସମାନ ଦରମା । ଏବେ ମହିଳା ଓ ପୁରୁଷ କ୍ରିକେଟ ଖେଳାଳୀଙ୍କ ମଧ୍ୟରେ ଭେଦଭାବ ରହିବ ନାହିଁ । ମହିଳା କ୍ରିକେଟ୍ ଦଳର ଖେଳାଳିଙ୍କୁ!-->…
Read More...
Read More...
ଆଜି ଭାରତ ଓ ନେଦରଲ୍ୟାଣ୍ଡ ମୁହାଁମୁହିଁ
ସିଡନି; ଆଜି ଟି-୨୦ ବିଶ୍ବକପରେ ମୁହାଁମୁହିଁ ହେବେ ଭାରତ ଓ ନେଦରଲ୍ୟାଣ୍ଡ। ସିଡନିରେ ୧୨ଟା ୩୦ରେ ପରସ୍ପରକୁ ଭେଟିବେ ଦୁଇ ଦଳ । ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଦୃଢ ମନୋବଳ ସହ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ । ତେବେ ସେମି ଫାଇନାଲ୍ ରାସ୍ତା ସହଜ!-->…
Read More...
Read More...