ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ଖେଳ

ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍

ମେଲମର୍ଣ୍ଣ; ଆଜି ଟି-୨୦ ବିଶ୍ୱକପରେ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହେବ ଏହି ହାଇଭୋଲ୍ଟେଜ ମ୍ୟାଚ୍ । ଉଭୟ ଦଳ ନିଜ ପ୍ରତିଦ୍ବନ୍ଦୀକୁ ମାତ୍ ଦେବା ଲକ୍ଷ୍ୟରେ ରହିବେ । ଜଣେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିବା
Read More...

ଆଜି ଓସିଏ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ

କଟକ; ଆଜି ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ନିର୍ବାଚନ ପାଇଁ ଦାଖଲ ହେବ ପ୍ରାର୍ଥିପତ୍ର। ସକାଳ ସାଢେ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲର ସମୟ ରହିଛି । ତେବେ ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୩ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା
Read More...

ବିସିସିଆଇର ନୂଆ ବସ୍ ରୋଜର ବିନ୍ନି

ନୂଆଦିଲ୍ଲୀ: ବିସିସିଆଇ ସଭାପତି ପାଇଁ ରୋଜର ବିନ୍ନିଙ୍କ ନାଁରେ ବାଜିଲା ମୋହର । ଆଜି ମୁମ୍ବାଇରେ ବସିଥିବା ବାର୍ଷିକ ସାଧାରଣ ବୈଠକରେ ବିନ୍ନିଙ୍କୁ ୩୬ତମ ବିସିସିଆଇ ଅଧ୍ୟକ୍ଷ ଭାବେ ମୋହର ମାରିଛି ବୋର୍ଡ । ନୂଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଛନ୍ତି । ତେବେ ସୌରଭ
Read More...

ଟି-୨୦ ବିଶ୍ୱକପ୍ ଭାଷ୍ୟକାର ପ୍ୟାନେଲରେ ୩ ଭାରତୀୟ

ଅଷ୍ଟ୍ରେଲିଆ; ଆରମ୍ଭ ହୋଇଛି ଟି-୨୦ ମହାକୁମ୍ଭ । ଆଇସିସି ବିଶ୍ୱକପର ଏହା ୮ମ ସଂସ୍କରଣ ହୋଇଥିବା ବେଳେ ଆସନ୍ତା ନଭେମ୍ବର ୧୩ ତାରିଖ ଯାଏଁ ଏହି ଟି-ଟ୍ୱେଣ୍ଟି କ୍ରିକେଟ୍ ଚାଲିବ। ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦେଶ ଭାଗ ନେବେ । ଆଜି
Read More...

ମହିଳା ଏସିଆ କପ୍ ଟାଇଟଲ୍ ହାତେଇଲା ଭାରତ

ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ୍‌ ଦଳ । ଶ୍ରୀଲଙ୍କାକୁ ମାତ ଦେଇ ସପ୍ତମଥର ଏସିଆ କପ୍ ଟାଇଟଲ୍ ହାତେଇଲା ଟିମ୍‌ ଇଣ୍ତିଆ । ଫାଇନାଲ୍‌ରେ କ୍ୟାପ୍ଟେନ୍‌ ହରମନ୍‌ପ୍ରିତ କୋର୍‌ଙ୍କ ଅଧିନରେ ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ପରାସ୍ତ କରିଛି ଭାରତୀୟ ମହିଳା ଟିମ୍ । ଫାଇନାଲରେ ଶ୍ରୀଲଙ୍କା ଟସ୍‌
Read More...

ଭାରତ-ପାକିସ୍ତାନ ମ୍ୟାଚର କ୍ରେଜ ଆକାଶଛୁଆଁ

ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚକୁ ସାଧାରଣତଃ କ୍ରିକେଟ ପ୍ରେମୀମାନେ ଚାହିଁ ରହିଥାନ୍ତି । ଆଉ ଯେଉଁ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥାଏ, ତାହାର ଡିମାଣ୍ଡ ମଧ୍ୟ ବେଶ୍ ରହିଥାଏ । ଏହି ମ୍ୟାଚ ଦେଖିବା ପାଇଁ ଦର୍ଶକ ପାଗଳ ପରି ଟିକେଟ କିଣିଥାନ୍ତି । ଚଳିତ ବର୍ଷ ଅକ୍ଟୋବର ୧୬ରୁ
Read More...

୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

୨-୧ରେ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା ଧୱନ ବାହିନୀବୋଲାରଙ୍କ କମାଲ ଯୋଗୁଁ ମ୍ୟାଚ୍ ହତେଇଲା ଭାରତ୭ ୱିକେଟରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ଜିତିଲା ଭାରତ। ଶେଷ ମ୍ୟାଚରେ ବୋଲରଙ୍କ
Read More...

ଗାଙ୍ଗୁଲିଙ୍କ ସ୍ଥାନ ନେବେ ରୋଜର ବିନ୍ନି !

ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିବେ ସୌରଭ ଗାଙ୍ଗୁଲି !ଗାଙ୍ଗୁଲିଙ୍କ ସ୍ଥାନ ନେଇପାରନ୍ତି ରୋଜର ବିନ୍ନିଅକ୍ଟୋବର ୧୧ ରେ ନାମାଙ୍କନ ଦାଖଲ କରିବେ ବିନ୍ନି ମୁମ୍ବାଇ: ବିସିସିଆଇ ଅଧ୍ୟକ୍ଷ ପଦ ନେଇ ଚାଲିଛି କଳ୍ପନାଜଳ୍ପନା । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ପାଇଁ ସାମ୍ନାକୁ ଆସୁଛି
Read More...

ସ୍କୁଲରେ ଫୁଟବଲ ଖେଳକୁ ଦିଆଯିବ ପ୍ରାଧାନ୍ୟ, ସୂଚନା ଦେଲେ ଧର୍ମେନ୍ଦ୍ର

• ଶିକ୍ଷା ମନ୍ତ୍ରଣାଳୟ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଫିଫା, ୟୁନିସ୍କୋ, ଏଆଇଏଫଏଫ ମଧ୍ୟରେ ଫୁଟବଲ ପ୍ରୋତ୍ସାହନକୁ ନେଇ ବୈଠକ• ଫିଫା, ୟୁନିସ୍କୋ ଓ ଏଆଇଏଫଏଫ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବ• ଦେଶର ୭୦୦ରୁ ଅଧିକ ଜିଲ୍ଲାର ୧୦ ହଜାର ସ୍କୁଲକୁ ୧୦୦ଟି ଲେଖାଁଏ ଫୁଟବଲ
Read More...

କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆରମ୍ଭ ହେବ ଫିଫା ବିଶ୍ବକପ୍

ଭୁବନେଶ୍ବର: କାଲିଠାରୁ ଆରମ୍ଭ ହେବ ୧୭ ବର୍ଷରୁ କମ୍ ବର୍ଗର ଫିଫା ବିଶ୍ବକପ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ ଭଳି ଏକ ମେଗା ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ
Read More...