ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ
Browsing Category

ଖେଳ

ଆନ୍ତର୍ଜାତିକ ବ୍ୟାଡମିଂଟନ୍ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବେ ସୋଆ ଛାତ୍ର

ଭୁବନେଶ୍ୱର, ୧୬/୦୮: ଆସନ୍ତା ଅଗଷ୍ଟ ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ପେକାନ୍‌ବାରୁ ସିଟି ସହରରେ ଆୟୋଜିତ ହେବାକୁ ଥିବା ଇନ୍‌ଟରନ୍ୟାସ୍‌ନାଲ୍ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଭାଗ ନେବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଇଞ୍ଜିନିୟରିଂ ଛାତ୍ର ଅମ୍ରିତ୍ ମହାନ୍ତି।ସୋଆ ପରିଚାଳିତ
Read More...

ଓଡ଼ିଶା ଫେରିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ ରୋହିଦାସ

ଭୁବନେଶ୍ବର: ଓଡ଼ିଶା ଫେରିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ ରୋହିଦାସ। ପ୍ୟାରିସରେ ନିଜ ଦେଶ ସହ ରାଜ୍ୟକୁ ଗୌରବାନ୍ବିତ କରିବା ପରେ ଓଡ଼ିଶା ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଭାରତୀୟ ହକି ଦଳର ଓଡ଼ିଆ ଡିଫେଣ୍ଡର। ଆଜି ସକାଳେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ
Read More...

ମଉଳିଲା ଭିନେଶଙ୍କ ମେଡାଲ ଆଶା

ନ୍ୟୁଜ୍ ବ୍ୟୁରୋ: ମଉଳିଲା ମେଡାଲ ଆଶା। ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଫାଇନାଲରୁ ଅଯୋଗ୍ୟ ଘୋଷଣା ପରେ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରୌପ୍ୟ ପଦକ ପାଇଁ ଶୁଣାଣି ହେବାର ଥିଲା। ଅଧୁରା ରହିଲା ବିନେଶ ଫୋଗଟଙ୍କ ରୌପ୍ୟ ପଦକ ସ୍ବପ୍ନ। ଶେଷ ପ୍ରୟାସ ଓ ଆଶା ମଧ୍ୟ ବ୍ୟର୍ଥ ଯାଇଛି। ଭାରତୀୟ
Read More...

କୁସ୍ତି ମୋଠୁ ଜିତିଗଲା ମୁଁ ହାରିଗଲି, ଅଲବିଦା କୁସ୍ତି : ଭିନେଶ ଫୋଗାଟ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲରେ ଅଯୋଗ୍ୟ ଘୋଷଣା ହେବା ପରେ କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ଭିନେଶ। ଭିନେଶ ଫୋଗେଟ୍ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟ ମାଧ୍ୟମରେ ସୂଚନା
Read More...

ହକିରେ ଭାରତ ଜିତିଲା ବ୍ରୋଞ୍ଜ

ପ୍ୟାରିସ୍: ଇତିହାସ ରଚିଲା ଭାରତୀୟ ହକି ଟିମ୍ ସ୍ପେନକୁ ହରାଇ ଜିତିଲା ଐତିହାସିକ ବ୍ରୋଞ୍ଜ ମେଡାଲ ମ୍ୟାଚର ୩୦ ଏବଂ ୩୩ ତମ ମିନିଟରେ ଗୋଲ ସ୍କୋର କରିଥିଲେ ଭାରତୀୟ କ୍ୟାପଟେନ। ଦୁଇଟି ଗୋଲ କରିଛନ୍ତି ଅଧିନାୟକ ହରମନପ୍ରିତ ସିଂ। ହରମନପ୍ରୀତ ସିଂଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ୟାରିସ
Read More...

ଭିନେଶ ଫୋଗାଟ୍‌ ଅସୁସ୍ଥ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଭାଗ ନେବା ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ୍ ଅଯୋଗ୍ୟ ହେବା ପରେ ଅସୁସ୍ଥ ହୋଇପଡିଛନ୍ତି ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍। ଅଯୋଗ୍ୟ ଘୋଷିତ ହେବା ଶୁଣିବା ପରେ ସେ ବେହୋସ ହୋଇପଡିବାରୁ ତାଙ୍କୁ ହସପିଟାଲରେ
Read More...

ଫାଇନାଲରେ ଭିନେଶ ଫୋଗାଟ

ପ୍ୟାରିସ୍‌: ପ୍ୟାରିସ୍‌ ଅଲିମ୍ପିକ୍ସରେ ଫାଇନାଲରେ ପହଞ୍ଚି ଇତିହାସ ରଚିଛନ୍ତି ଭିନେଶ ଫୋଗାଟ। ଭାରତ ପାଇଁ ପଦକ ପକ୍କା କଲେ ଭିନେଶ। ସେମିଫାଇନାଲ ଜିତି ଫାଇନାଲରେ କଲେ ପ୍ରବେଶ। ୫୦ କେଜି ଏକକ ମହିଳା ଫ୍ରି-ଷ୍ଟାଇଲ କୁସ୍ତି ବର୍ଗରେ ଖେଳୁଛନ୍ତି ଭିନେଶ।ସେମି ଫାଇନାଲରେ ୟୁସନେଲିସ୍
Read More...

ପ୍ୟାରିସ ଅଲିମ୍ପିକ୍ସ ଫାଇନାଲରେ ନୀରଜ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ କମାଲ କରିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ଜାଭେଲିନ ଥ୍ରୋ ଇଭେଣ୍ଟରେ ଫାଇନାଲକୁ ପ୍ରବେଶ କଲେ ନୀରଜ । ଅଲିମ୍ପିକ୍ସ ଜାଭେଲିନ୍‌ ଥ୍ରୋରେ ଫାଇନାଲରେ ମଙ୍ଗଳବାର ନୀରଜ ଚୋପ୍ରା ପହଞ୍ଚିଛନ୍ତି। ନୀରଜ ଦେଶକୁ ଗୌରାବନ୍ୱିତ କରିଛନ୍ତି। ସେ ପ୍ରଥମ ପ୍ରୟାସରେ
Read More...

ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ୩ୟ ପଦକ ଦେଲେ ସ୍ଵପ୍ନିଲ କୁସାଲେ

ପ୍ୟାରିସ: ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ଭାରତର ସୁଟର୍ ସ୍ଵପ୍ନିଲ କୁସାଲେ ପୁରୁଷ ୫୦ ମିଟର ରାଇଫଲ୍‌ସ ୩ ପୋସିସନରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଥିସହିତ ଭାରତ ଅଲମ୍ପିକ୍ସରେ ତୃତୀୟ ପଦକ ମିଳିଛି, ଆଉ ଏହି ସମସ୍ତ ତିନି ପଦକ ସୁଟିଂରୁ ଆସିଛି।
Read More...

ଇତିହାସ ରଚିଲେ ମନୁ ଭାକର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର ମନୁ ଭାକର। ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଦ୍ୱିତୀୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏଥର ମନୁ ୧୦ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି। ଏହି ଇଭେଣ୍ଟରେ ମନୁଙ୍କ ସହ ସରବଜୋତ ସିଂଙ୍କୁ
Read More...