ପ୍ରମୁଖ ଖବର

କନ୍ଧମାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜନସଭାରେ ଦେବେ ଯୋଗ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
Browsing Category

ଖେଳ

ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ବିଶ୍ୱକପରୁ ବିଦା ହେଲା ଭାରତ

ଭୁବନେଶ୍ବର; ବିଶ୍ୱକପରୁ ବିଦା ହେଲା ଭାରତୀୟ ଦଳ। ଆଜି ଦଳ କ୍ରସଓଭର ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଶୁଟ ଆଉଟରେ ହାରି ବିଶ୍ୱକପରୁ ବିଦାୟ ନେଇଛି। ନିର୍ଦ୍ଧାରିତ ସମୟରେ ଦୁଇ ଦଳ ୩-୩ ଗୋଲ ସ୍କୋର କରିବାରୁ ମ୍ୟାଚ୍‌ ଶୁଟ ଆଉଟକୁ ଯାଇଥିଲା। ପ୍ରଥମ ୫ଟି ଶଟ ପରେ ଦୁଇ ଦଳ ପୁଣି ୩-୩ ସ୍ତରରେ…
Read More...

ମାଲେସିଆକୁ ହରାଇ ସ୍ପେନ କ୍ବାର୍ଟରଫାଇନାଲରେ ପ୍ରବେଶ

ଭୁବନେଶ୍ବର: ମାଲେସିଆକୁ ହରାଇ ସ୍ପେନ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ୍‌ ମଧ୍ୟରେ ରବିବାର ହକି ବିଶ୍ବକପ୍‌ରେ କ୍ରସ୍‌ ଓଭର ମ୍ୟାଚ୍‌ ଖେଳାଯାଇଛି। ଏହି ମ୍ୟାଚ୍ ରେ ମାଲେସିଆକୁ ସ୍ପେନ୍‌ ପରାସ୍ତ କରିବା ସହ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି।…
Read More...

ଆଜି ଭାରତ-ନ୍ୟୁଜିଲାଣ୍ଡ ଲଢ଼େଇ

ଭୁବନେଶ୍ବର : ବିଶ୍ବ ହକିକପ ୨୦୨୩ର ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କଡା ମୁକାବିଲା ।ଆଜିଠାରୁ ଅସଲ ଲଢ଼େଇ ଆରମ୍ଭ ହେଉଥିବାରୁ ଭାରତ ପାଇଁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମୁକାବିଲା ‘କର ବା ମର’ ଭଳି ହୋଇଛି। ଭାରତ ୩ ମ୍ୟାଚ୍‌ ଖେଳି ଅପରାଜେୟ ରହିଥିଲେ ମଧ୍ୟ ପୁଲ୍‌ ‘ଡି’ରେ ଦ୍ବିତୀୟ ସ୍ଥାନରେ…
Read More...

ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ହରାଇଲା ଭାରତ

ରାୟପୁର : ଆଜି ଭାରତ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରିଛି। ରାୟପୁରଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ଭାରତ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତୀୟ ଦଳ ତିନିଟିକିଆ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି । ସୂଚନାଯୋଗ୍ୟ;…
Read More...

ଦକ୍ଷିଣ ଆଫ୍ରିକାକୁ ୯-୨ ଗୋଲରେ ହରାଇଲା ଅଷ୍ଟ୍ରେଲିଆ

ରାଉରକେଲା/ଭୁବନେଶ୍ବର: ଆଜି ଦକ୍ଷିଣ ଆଫ୍ରିକାକୁ ହରାଇଲା ଅଷ୍ଟ୍ରେଲିଆ। ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ୯-୨ ଗୋଲରେ ହରାଇଛି ଅଷ୍ଟ୍ରେଲିଆ । ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୪ଟି ମ୍ୟାଚ ଖେଳାଯାଉଛି । ପୁଲ-ଏ ର ଦୁଇଟି ଓ…
Read More...

ଆଜି ଖେଳାଯିବ ହକି ବିଶ୍ବକପର ୪ଟି ମ୍ୟାଚ

ଭୁବନେଶ୍ବର/ରାଉରକେଲା: ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ହକି ବିଶ୍ବକପର ୪ଟି ମ୍ୟାଚ । ଦିନ ଗୋଟାଏରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇ ଯାଇଥିବା ବେଳେ ଅପରାହ୍ନ ୩ଟାରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ରହିଛି। ସେହିପରି…
Read More...

୪-୨ ଗୋଲ୍‌ରେ ୱେଲ୍‌ସକୁ ପରାସ୍ତ କଲା ଭାରତୀୟ ଦଳ

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଭାରତୀୟ ଟିମ୍‌ ୪-୨ ଗୋଲ୍‌ରେ ୱେଲ୍‌ସକୁ ପରାସ୍ତ କରିଛି। ଭାରତ ପୁଲ୍‌-ଡି’ରେ ଦ୍ବିତୀୟ ସ୍ଥାନରେ କ୍ରସ୍‌ଓଭର ଖେଳିବା ପୂର୍ବରୁ ପୁଲ-ଡି’ରେ ଇଂଲଣ୍ଡ ଶୀର୍ଷରେ ରହି କ୍ବାର୍ଟର ଫାଇନାଲକୁ ଯାଇସାରିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଟିମ୍‌ ଇଣ୍ଡିଆ…
Read More...

ଆଜି ଭାରତ–ୱେଲ୍ସ ମୁକାବିଲା

ଭୁବନେଶ୍ବର; ହକି ବିଶ୍ୱକପରେ ଆଜି ଭାରତ ଓ ଓ୍ୱେଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍ । ଏହି ହାଇଭୋଲଟେଜ ଟକ୍କର କଳିଙ୍ଗ ଷ୍ଟାଡିୟମରେ ଦେଖିବେ ଦର୍ଶକ । ହକି ବିଶ୍ୱକପର ଶେଷ ପୁଲ୍ ମ୍ୟାଚରେ ଓ୍ୱେଲ୍ସକୁ ଭେଟିବାକୁ ଥିବା ବେଳେ ବଡ଼ ବ୍ୟବଧାନରେ ଜିତି ସିଧା ସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ…
Read More...

ଆଜି ମୁହାଁମୁହିଁ ହେବେ ୪ ଦଳ

ଭୁବନେଶ୍ବର; ହକି ବିଶ୍ବକପ୍ ୨୦୨୩, ଓଡ଼ିଶାରେ ଏହି ମ୍ୟାଚ୍ ଖେଳା ଯାଉଥିବାରୁ ଖେଳ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ମ୍ୟାଚ୍ ଦେଖିବା ପାଇଁ ଉଭୟ ବିର୍ସା ମୁଣ୍ଡାରେ ଓ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ସୁଅ ଛୁଟୁଛି । ଏହି ମହାସମର ମଧ୍ୟରେ ଆଜି ଚତୁର୍ଥ ଦିନରେ ପହଞ୍ଚିଛି ହକି…
Read More...

୩-୦ରେ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ

ନ୍ୟୁଜ୍ ବ୍ୟୁରୋ; ତୃତୀୟ ଦିନିକିଆରେ ଭାରତର ବିରାଟ ବିଜୟ । ଟିମ୍‌ ଇଣ୍ଡିଆ ଘାତକ ବୋଲିଂ ଆଗରେ ଚିତପଟାଙ୍ଗ ମାରିଲା ସିଂହଳ ଟିମ୍ । ୩-୦ରେ ସିରିଜ୍ କବଜ୍ଜା କଲା ରୋହିତ ବାହିନୀ। ଭାରତ ଦେଇଥିବା ୩୯୧ ର ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମାତ୍ର ୭୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଶେଷ…
Read More...