Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
ଆସନ୍ତା କାଲି ଭୁବନେଶ୍ବର ଅଞ୍ଚଳରେ ଅଧାଦିନ ଛୁଟି
ଭୁବନେଶ୍ବର; ଆସନ୍ତାକାଲି ଦିନ ୧ରୁ ଭୁବନେଶ୍ବର ଅଞ୍ଚଳର ଅଫିସ, ସ୍କୁଲ ଓ କଲେଜ ବନ୍ଦ । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନଜରରେ ରଖି ନିଆଗଲା ଏଭଳି ନିଷ୍ପତ୍ତି । ରାଷ୍ଟ୍ରପତି ଭାବେ ଆସନ୍ତାକାଲି ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି ଦୌପ୍ରଦୀ ମୁର୍ମୁ । ଏହି ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ!-->…
Read More...
Read More...
ଜେଲରୁ ମୁକୁଳିଲେ ସାଂସଦ ସଞ୍ଜୟ ରାଉତ
ନୂଆଦିଲ୍ଲୀ; ଶିବସେନାର ହେଭିୱେଟ ନେତା ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ ମିଳିଛି । ପାତ୍ରା ଚାୱାଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିଲେ ସଞ୍ଜୟ । ତେବେ ଦୀର୍ଘ ୩ ମାସ ପରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ସଞ୍ଜୟଙ୍କୁ ଆଜି ଜାମିନ ଦେଇଛନ୍ତି। ଏଥିସହିତ!-->…
Read More...
Read More...
ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର ହେଲେ ମେରିଲାଣ୍ଡର ଉପରାଜ୍ୟପାଳ
ଆମେରିକାରେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର ରଚିଲେ ଇତିହାସଆମେରିକାରେ ବଢୁଛି ଭାରତୀୟ ମହିଳାଙ୍କ ରାଜ୍ମେରିଲାଣ୍ଡର ଉପରାଜ୍ୟପାଳ ହେଲେ ଅରୁଣା ମିଲରହାଇଦ୍ରାବାଦରେ ଜନ୍ମିତ ଅରୁଣା ୭ବର୍ଷରେ ଚାଲିଯାଇଥିଲେ ଆମେରିକା
ଆମେରିକା; ସାରା ବିଶ୍ବରେ ବଢିବାରେ ଲାଗିଲାଣି ଭାରତୀୟଙ୍କ ଦବଦବା ।!-->!-->!-->…
Read More...
Read More...
ପୁରୀରେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ
ପୁରୀ; ପୁଣି ଅଶାନ୍ତ ହେଲା ପୁରୀ ସହର । ଯୁବ ଆଇନଜୀବୀଙ୍କ ଘର ଉପରକୁ ବିଳମ୍ବିତ ରାତିରେ ବୋମାମାଡ । ଶ୍ରୀମନ୍ଦିର ନିକଟରେ ଥିବା ମାଟିମଣ୍ଡପ ସାହି ଅଙ୍ଗାରୁଆ ଗଳିରେ ଏହି ବୋମାମାଡ଼ ହୋଇଛି।
ଆସନ୍ତାକାଲି ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ପୁରା!-->!-->!-->…
Read More...
Read More...
ନେପାଳରେ ଭୂକମ୍ପ, ଥରିଲା ଉତ୍ତର ଭାରତ
ନୂଆଦିଳ୍ଲୀ; ମଙ୍ଗଳବାର ବିଳମ୍ବିତ ରାତିରେ ଭୂକମ୍ପ ଝଟକାରେ ଥରି ଉଠିଛି ନେପାଳ । ଏହି ଭୂକମ୍ପର ପ୍ରଭାବ ଏତେ ଜୋରରେ ରହିଥିଲା ଯେ ଦୋତି ଜିଲ୍ଲାରେ ଲୋକମାନେ ଶୋଇଥିବା ବେଳେ ଘର ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ନେପାଳର!-->…
Read More...
Read More...
ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ; ଆଜି ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଦେଶର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ ଜଣେ ବାପାଙ୍କ ପରେ ପୁଅ!-->…
Read More...
Read More...
ଆସନ୍ତା ୫ ଦିନର ପାଣିପାଗ କଣ କହୁଛି?
ଭୁବନେଶ୍ବର; ଆସନ୍ତା ୫ ଦିନ ଯାଏଁ ରାଜ୍ୟର ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ। ରାତି ଓ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏବେ ରାତି ରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ହାଲୁକା ଶୀତ ଅନୁଭୂତ ହେବ। ଭୋର/ସକାଳ ସମୟ ରେ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା!-->…
Read More...
Read More...
ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ମୁହାଁମୁହିଁ ହେଲେ ହେତୁବାଦୀ-ପରମ୍ପରାବାଦୀ
ଭୁବନେଶ୍ୱର: ଆଜି ଦିନରେ ଖାଦ୍ୟ ଭକ୍ଷଣକୁ ନେଇ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ।ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ । ରାଜ୍ୟର ବିଭିନ୍ନ ସ୍ଥାନରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ । ଲୋହିଆ ଏକାଡେମୀରେ ଠେଲାପେଲା!-->…
Read More...
Read More...
ନୋଟବନ୍ଦୀକୁ ପୂରିଲା ୬ ବର୍ଷ
ବିମୁଦ୍ରୀକରଣକୁ ପୂରିଲା ୬ ବର୍ଷ୨୦୧୬ ନଭେମ୍ବର 8ରେ କେନ୍ଦ୍ର ସରକାର ନେଇଥିଲେ ନିଷ୍ପତ୍ତିନୋଟବନ୍ଦୀରେ ପ୍ରଭାବିତ ହୋଇଥିଲେ କୋଟିକୋଟି ଜନସାଧରଣ
ନୂଆଦିଲ୍ଲୀ; ନୋଟବନ୍ଦୀକୁ ପୂରିଲା ୬ ବର୍ଷ । ୨୦୧୬ ମସିହା ଆଜିର ଦିନରେ କେନ୍ଦ୍ର ସରକାର ନେଇଥିଲେ ଏହି ଐତିହାସିକ ନିଷ୍ପତ୍ତି । ଯାହା ସାରା!-->!-->!-->…
Read More...
Read More...
ଆଜିଠୁ ଆରମ୍ଭ ହେଲା କଟକ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା
କଟକ: ଆଜିଠୁ ଆରମ୍ଭ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । କରୋନା ଯୋଗୁଁ ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବ। ମହାନଦୀ ପଠାରେ ୯ ଦିନ ଧରି ଚାଲିବ ଏହି ମେଳା ।ଏଥର ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଏହି ବାଲିଯାତ୍ରା!-->…
Read More...
Read More...