Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆଜମ ଖାନ୍
୩ ବର୍ଷ ଜେଲ ଯିବେ ଆଜମ ଖାନ୍ସମାଜବାଦୀ ନେତା ଅଛନ୍ତି ଆଜମ ଖାନଘୃଣା ଓ ଉସୁକାଇଲା ଭଳି ଦେଇଥିଲେ ଭାଷଣଭାଷଣ ବିରୋଧରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ
ଉତ୍ତରପ୍ରଦେଶ; ବଢ଼ିଲା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଅଡୁଆ। ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସପା!-->!-->!-->…
Read More...
Read More...
ଭୋପାଲରେ ପୁଣି ଗ୍ୟାସ୍ ଲିକ୍
ମଧ୍ୟପ୍ରଦେଶ; ୨୮ ବର୍ଷ ପରେ ଭୋପାଲରେ ପୁଣି ଥରେ ହୋଇଛି ଗ୍ୟାସ୍ ଟ୍ରାଜେଡି । ଭୋପାଲର ମଦର ଇଣ୍ଡିଆ କଲୋନୀ ବସ୍ତି ନିକଟରେ ଥିବା ଏକ ୱାଟର ଫିଲଟର ପ୍ଲାଣ୍ଟରୁ ବୁଧବାର ରାତିରେ କ୍ଲୋରିନ ଗ୍ୟାସ୍ ଲିକ୍ ହେଉଥିଲା । ଏହି ଗ୍ୟାସ୍ ଲିକ୍ ଯୋଗୁଁ ବହୁ ଜଣ ବେହୋସ ହୋଇ ପଡ଼ିଥିବା ବେଳେ ଆଉ କେତେ!-->…
Read More...
Read More...
ପୁରୁଷ ଓ ମହିଳା ଖେଳାଳୀଙ୍କୁ ମିଳିବ ସମାନ ଫି
ନୂଆଦିଲ୍ଲୀ: ବିସିସିଆଇ ନେଲା ଐତିହାସିକ ରାୟ। ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ବଡ ନିଷ୍ପତ୍ତି ନେଇଛି ବିସିସିଆଇ। ଏଣିକି ସବୁ କ୍ରିକେଟର ମାନଙ୍କୁ ମିଳିବ ସମାନ ଦରମା । ଏବେ ମହିଳା ଓ ପୁରୁଷ କ୍ରିକେଟ ଖେଳାଳୀଙ୍କ ମଧ୍ୟରେ ଭେଦଭାବ ରହିବ ନାହିଁ । ମହିଳା କ୍ରିକେଟ୍ ଦଳର ଖେଳାଳିଙ୍କୁ!-->…
Read More...
Read More...
ଆଜି ଭାରତ ଓ ନେଦରଲ୍ୟାଣ୍ଡ ମୁହାଁମୁହିଁ
ସିଡନି; ଆଜି ଟି-୨୦ ବିଶ୍ବକପରେ ମୁହାଁମୁହିଁ ହେବେ ଭାରତ ଓ ନେଦରଲ୍ୟାଣ୍ଡ। ସିଡନିରେ ୧୨ଟା ୩୦ରେ ପରସ୍ପରକୁ ଭେଟିବେ ଦୁଇ ଦଳ । ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଦୃଢ ମନୋବଳ ସହ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ । ତେବେ ସେମି ଫାଇନାଲ୍ ରାସ୍ତା ସହଜ!-->…
Read More...
Read More...
ନିର୍ବାଚନ ପୂର୍ବରୁ ଆୟୋଗଙ୍କ ଛାଟ
୫୧ଜଣ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶଆୟୋଗଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠିଅଧିକାରୀଙ୍କ ଲିଷ୍ଟରେ ୬ବରିଷ୍ଠ ଆଇପିଏସ୍
ଅହମଦାବାଦ; ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ୫୧ଜଣ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ!-->!-->!-->…
Read More...
Read More...
ଆରପାରିରେ ଅଗାଧୁଆ ମଣିଷ, ଗାଧୋଇଲା ପରେ ଚାଲିଗଲା ଜୀବନ
୬୭ ବର୍ଷ ପରେ ଗାଧୋଇବା ହେଲା କାଳଗାଧୋଇବା ଡର ନେଇଗଲା ଜୀବନଚାଲିଗଲେ ବିଶ୍ୱର ସବୁଠୁ ଅପରିଷ୍କାର ବ୍ୟକ୍ତି୯୪ ବର୍ଷ ବୟସରେ ଆଖି ବୁଜିଲେ ଆମୁ ହାଜି
ଇରାନ; ଇରାନର ଆମୁ ହାଜି ଏମିତି ଜଣେ ବ୍ୟକ୍ତି, ଯିଏକି ୧୦ କିମ୍ବା ୧୫ ଦିନ ଯାଏଁ ନୁହେଁ ବରଂ ୬୭ ବର୍ଷ ଧରି ଗାଧୋଇନଥିଲେ । ତାଙ୍କୁ!-->!-->!-->…
Read More...
Read More...
ପୁଣି ଫେରିଲା କରୋନା
ଉହାନ : ଚୀନର ଉହାନ ସହରକୁ ଫେରିଲା ମହାମାରୀ କରୋନା। ତେଣୁ ଉହାନର କେତେକ ଅଂଚଳରେ ସଂକ୍ରମଣ ଦେଖାଯିବା ପରେ ପୁଣି ଲକଡାଉନ ଘୋଷଣା କରାଯାଇଛି ।
ଉହାନ ସହରର ହାନୟାନ ଅଂଚଳରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଅକ୍ଟୋବର ୨୬ରୁ ୩୦ ପର୍ଯ୍ୟନ୍ତ ଏହି ଅଂଚଳର ୮ ଲକ୍ଷରୁ ଅଧିକ!-->!-->!-->…
Read More...
Read More...
ଦଫା ୩୫୪କୁ ନେଇ ଏମିତି ରାୟ ଦେଲେ କୋର୍ଟ
ମୁମ୍ବାଇ; ଯୌନ ଉତ୍ପୀଡନକୁ ନେଇ ମୁମ୍ବାଇ କୋର୍ଟ ଏକ ରାୟ ଦେଇଛନ୍ତି । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜଣେ ୨୫ବର୍ଷିୟ ବ୍ୟବସାୟୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦେଢବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ସେହି ବ୍ୟକ୍ତି ଜଣକ ଏକ ନାବାଳିକାକୁ 'ଆଇଟମ୍' କହିବା ସହିତ ନାବାଳିକାର କେଶ!-->…
Read More...
Read More...
ଡ୍ରୋନ୍ ଜଗିବ ବେଆଇନ ଚିଙ୍ଗୁଡ଼ି ଘେରି
ଭୁବନେଶ୍ବର; ଏଣିକି ଡ୍ରୋନ୍ କାମେରା ନଜରରେ ରହିବ ଚିଲିକା ଏବଂ ଭିତରକନିକାର ବେଆଇନ ଚିଙ୍ଗୁଡ଼ି ଘେରି । ଚିଲିକା ପରିବ୍ୟାପ୍ତ ଥିବା ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଭିତରକନିକାରେ ଡ୍ରୋନ୍ ଦ୍ୱାରା ପର୍ଯ୍ୟବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଆଜି ୪ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ!-->…
Read More...
Read More...
ନଭେମ୍ବରରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଆସନ୍ତୁ ଜାଣିବା…
ନଭେମ୍ବର ମାସ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି । ଏହାରି ମଧ୍ୟରେ ନଭେମ୍ବର ୨୦୨୨ ପାଇଁ ଛୁଟି ତାଲିକା ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ତେବେ ବ୍ୟାଙ୍କ ସହିତ ଜଡିତ କୌଣସି କାମ କରିବାକୁ ଯୋଜନା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଖବରଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ।!-->…
Read More...
Read More...