ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌
Browsing Category

Today’s Highlight

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଲୋକପ୍ରିୟତା ହରାଇଲା କେମିତି?

ପୁରୀରେ ଅସନ୍ତୋଷ ବଢୁଛି, ବିଜେପି ଏହାକୁ ପ୍ରସଙ୍ଗ କରି ଆଗକୁ ବଢୁଛିଅନ୍ୟ ରାଜନୈତିିକ ଦଳ, ସାମାଜିକ ସଂଗଠନ ଧୀରେ ଧୀରେ ଏକାଠି ହେଉଛନ୍ତିବିଜେଡିି ଓ ପ୍ରଶାସନ ଏହାକୁ ପ୍ରତିହତ କରିବାର ସାମର୍ଥ୍ୟ ହରାଇସାରିଲେଣିନବୀନଙ୍କର ଏହା ସ୍ବପ୍ନର ପ୍ରକଳ୍ପ ଥିଲା, ଏତେବଡ ପ୍ରକଳ୍ପକୁ ବିଗାଡିଲା କିଏ?
Read More...

୩୭୦ ଆସନରେ ଲଢ଼ିବ କି କଂଗ୍ରେସ

ନୂଆଦିଲ୍ଲୀ: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଏହି ଖବର ଆଜି କଂଗ୍ରେସ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଶନିବାର ଅର୍ଥାତ୍ ଆଜି ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଦଳର ହାଇକମାଣ୍ଡ
Read More...

ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଆରମ୍ଭ କଲା ବିଜେପି

ସୋସିଆଲ ମିଡ଼ିଆରେ ରାଜ୍ୟ ସରକାରଙ୍କ ପୁରୀ ପରିକ୍ରମା ପ୍ରକଳ୍ପକୁ ବିରୋଧ। ଶ୍ରୀମନ୍ଦିର ବଞ୍ଚାଅ ନାଁରେ ଅଭିଯାନ ଆରମ୍ଭ କରିଛି ରାଜ୍ୟ ବିଜେପି । ସପ୍ତାହେବ୍ୟାପୀ ଏହି ଅଭିଯାନ ଚଳାଇବା ପାଇଁ ରାଜ୍ୟ ନେତାଙ୍କୁ ନିର୍ଦ୍ଦେଶ ରହିଛି । ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ମାନେ ନିଜର ଡିଜିଟାଲ
Read More...

ହରଭଜନଙ୍କ ହୃଦୟ ବଡ଼, ଦାନ କରିଦେଲେ ଦରମା

କ୍ରିକେଟ ପଡିଆରୁ ରାଜ୍ୟସଭା ସାଂସଦ ହୋଇଥିବା ହରଭଜନ ସିଂହ ରାଜନୀତିରେ ଉଦାହରଣ ସାଜିଛନ୍ତି । ଆଜି ହରଭଜନ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟସଭା ସାଂସଦ ଭାବେ ତାଙ୍କ ଯେତିକି ଦରମା ମିଳିବ, ସେ ସମସ୍ତ ଟଙ୍କା ଦେଶର ଗରିବ ଚାଷୀଙ୍କ ଝିଅଙ୍କ ପାଠପଢା ଓ କଲ୍ୟାଣ ପାଇଁ ଦେବେ ବୋଲି କହିଛନ୍ତି ।
Read More...

ଭୁବନେଶ୍ୱରରେ ଏଟିଏମ୍ ତାଡିଥିଲେ, ବାଙ୍ଗାଲୋରରୁ ଗିରଫ ହେଲେ

ଭୁବନେଶ୍ୱର ଲିଙ୍ଗିପୁରରୁ ଏଟିଏମ ତାଡି ନେଇ ଲୁଟ ମାମଲାରେ କମିଶନରେଟ ପୁଲିସକୁ ସଫଳତା । ଏଟିଏମ ଲୁଟ୍‌ରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସ୍ୱାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ମିଶନ ଇମ୍ପୋସିବୁଲ ଜରିଆରେ
Read More...

ମାନସ ହତ୍ୟା ମାମଲା: ଜେଲରେ ଅଭିଯୁକ୍ତଙ୍କୁ ହେବ ଜେରା

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେଲରେ ଅଭିଯୁକ୍ତଙ୍କୁ ହେବ ଜେରା । ମାନସଙ୍କୁ ଅପହରଣ କରିଥିବା ଶର୍ମିଷ୍ଠାଙ୍କ ଦୁଇ ସହଯୋଗୀ ଭାଗ୍ୟଧର ଓ ବିବେକଙ୍କୁ ଭଦ୍ରକ ଉପକାରଗାରାରେ ଜେରା କରିବ କ୍ରାଇମବ୍ରାଞ୍ଚ। ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସେହିପରି
Read More...

ସରକାର ଓ ପୁଲିସ ବିରୋଧରେ ଅସନ୍ତୋଷ ଝାଡ଼ିଲେ ଧର୍ମେନ୍ଦ୍ର

ଛେଣ୍ଡିପଦାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀକହିଲେ, ବିରୋଧୀ ରାଜନୈତିକ ଶକ୍ତିଙ୍କୁ ହିଂସାରେ ଶେଷ କରାଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଅନୁଗୁଳ: ଛେଣ୍ଡିପଦା ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତା ସାଗର ପ୍ରଧାନଙ୍କୁ ନିର୍ମମ
Read More...

ଜୁଲାଇ ୧ରୁ ୩୦୦ ୟୁନିଟ ମାଗଣା ବିଜୁଳି

ଚଣ୍ଡିଗଡ: ପଞ୍ଜାବରେ ଭଗୱନ୍ତ ମାନ ସରକାରଙ୍କ ବଡ଼ ଘୋଷଣା। ଜୁଲାଇ ୧ ତାରିଖରୁ ପଞ୍ଜାବରେ ପ୍ରତି ଘରେ ୩୦୦ ୟୁନିଟ ଯାଏଁ ମାଗଣା ବିଜୁଳି ସୁବିଧା ମିଳିବ। ମାନ୍‌ ସରକାର ନିଜର ୩୦ ଦିନର ରିପୋର୍ଟ କାର୍ଡ ଜାରି କରିଛନ୍ତି।ଏହା ସହ ଖବରକାଗଜର ବିଜ୍ଞାପନ ମାଧ୍ୟମରେ ଦାବି କରିଛନ୍ତି ଯେ ଜୁଲାଇ ୧ରୁ
Read More...

ଅଗ୍ନିକାଣ୍ଡରେ ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ

ଭୁବନେଶ୍ୱର କେଶରୀ ମଲ୍‌ରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ମଲରେ ଥିବା ୮ଟି ଦୋକାନ ଛାରଖାର୍ ହୋଇଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏକାଧିକ କପଡା ସୋ’ରୁମରେ ନିଆଁ ଲାଗିଥିବା ବେଳେ ମଲ ବନ୍ଦ ହେବା ବେଳେ
Read More...

ବଦଳିବ ‘ସୁଆଣ୍ଡୋ’ର ଚିତ୍ର

ପୁରୀ: ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋରେ ୫-ଟି ସଚିବ। ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ବୁଲି ଦେଖିଲେ ଭି.କେ ପାଣ୍ଡିଆନ୍। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ। ସୁଆଣ୍ଡୋକୁ ଐତିହ୍ୟ ଗାଁରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
Read More...