Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍-ଲେନ୍ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍
Browsing Category
Today’s Highlight
ମୁମ୍ବାଇ ଇଣ୍ଡିଆନ୍ସରେ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିପାରେ ସୁଯୋଗ
ଆଇପିଏଲରେ ଲଗାତର ଭାବେ ଖରାପ ପ୍ରଦର୍ଶନ କରୁଛି ମୁମ୍ବାଇ ଇଣ୍ଡିଆନ୍ସ । ଏପର୍ଯ୍ୟନ୍ତ ୫ ଥରର ଚାମ୍ପିଅନ ମୁମ୍ବାଇ ଗୋଟିଏ ହେଲେ ମ୍ୟାଚ୍ ଜିତିପାରି ନାହିଁ। କ୍ରମାଗତ ୫ମ ପରାଜୟ ପରେ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି ମୁମ୍ବାଇ । ଏପଟେ ଦଳର ପ୍ରଦର୍ଶନକୁ ନେଇ ଚାରିଆଡୁ ପ୍ରଶ୍ନ ଉଠିବାରୁ!-->…
Read More...
Read More...
ଓଡ଼ିଶା ଉପରେ ଆପ୍ ଆଖି, ବିଜୟ ନେତୃତ୍ବ ନେଉଛନ୍ତି କି?
ଗୁଜୁରାଟରେ କଂଗ୍ରେସ ନେତାମାନେ ଝାଡୁ ଧରିଲେଣିବିକଳ୍ପ ଭାବେ କେଜ୍ରିଓ୍ବାଲ ମୁଣ୍ଡ ଟେକୁଛନ୍ତି, ଚିନ୍ତାରେ ବିଜେପିନୂଆଦିଲ୍ଲୀ ଯାଇ ବିଜୟ ଆପ୍ ମୁଖିଆଙ୍କ ସହ ଆଲୋଚନା କରିଥିଲେ କି?
ଭୁବନେଶ୍ବର: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଏକ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି।!-->!-->!-->…
Read More...
Read More...
ବିବାହ ବନ୍ଧନରେ ବାନ୍ଧିହେଲେ ଆଲିଆ-ରଣବୀର
ଶେଷରେ ସରିଛି ବିବାହ । ପତି, ପତ୍ନୀ ହୋଇଛନ୍ତି ରଣବୀର-ଆଲିୟା । ଦୀର୍ଘଦିନ ଧରି ହେଉଥିବା ଅପେକ୍ଷା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ କୌଣସି ହାତଛଡା କରିନାହାନ୍ତି ଏହି ପ୍ରେମୀ ଯୁଗଳ ।ବିବାହରେ ଉଭୟ ରଣବୀର ଆଲିୟା ସବ୍ୟସାଚୀଙ୍କ!-->…
Read More...
Read More...
‘ପିସିସି ସଭାପତି ପରିବର୍ତ୍ତନ ଯେତେ ଶୀଘ୍ର ହେବ ସେତେ ଭଲ’
ଓଡିଶା କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ ଜୋର ଧରିଥିବା ବେଳେ ପିସିସି ପରିବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି, ପିସିସି ପରିବର୍ତ୍ତନ ହେଉ । କଂଗ୍ରେସରେ ବହୁ ଯୋଗ୍ୟ ଲୋକ ସଭାପତି ପଦ ପାଇଁ ଅଛନ୍ତି । ଦୁଇ ତିନି ବର୍ଷରେ ପିସିସି ପରିବର୍ତ୍ତନ!-->…
Read More...
Read More...
ସୋସିଆଲ ମିଡିଆରୁ ମିଳିଲା ବଡ ସହାୟତା
ଆମେରିକା ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିମାଡ଼ କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଧରାପଡିଥିବା ୬୨ ବର୍ଷର ଅଭିଯୁକ୍ତ ହେଉଛି ଫ୍ରେଙ୍କ ଜେମ୍ସ। କିଛି ଲୋକ ତା ଫଟୋ ସୋସିଆଲ ମିଡିଆରେ ଛାଡିଦେଇଥିଲେ। ଏହା ପରେ ଏକ ଗାଁରୁ ତାକୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି। ପୁଲିସ!-->…
Read More...
Read More...
ଆଇପିଏଲ୍ରୁ ରୋହିତ ଶର୍ମାଙ୍କ ପାଇଁ ଆସିପାରେ ବଡ ବିପଦ
ଚଳିତ ବର୍ଷ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର କୌଣସି ରଣନୀତି ଏଯାଏ କାମ ଦେଉନି । ଆଇପିଏଲ୍ ସିଜନ ୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଟି ମ୍ୟାଚ୍ ଖେଳିଥିବା ବେଳେ ଏଯାଏଁ ଗୋଟିଏ ହେଲେ ବିଜୟ ପାଇନି। ଅଧିନାୟକ ରୋହିତ ଶର୍ମା ଓ ଟିମ୍ ମ୍ୟାନେଜମେଣ୍ଟ ଦଳର କମ୍ବିନେସନ ବଦଳାଉଛନ୍ତି ସତ, ହେଲେ!-->…
Read More...
Read More...
ରେଳ ଧାରଣାରେ ପ୍ରେମୀ ଯୁଗଳଙ୍କ ମୃତଦେହ
ସମ୍ବଲପୁର: ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ। ସମ୍ବଲପୁର ବୁର୍ଲା କଟାପାଲି ନିକଟସ୍ଥ ରେଳବାଇ ଓଭରବ୍ରିଜ ତଳେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ପଡିଥିବା ଆଜି ଦେଖିବାକୁ ମିଳିଥିଲା। ଉଭୟ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପ୍ରେମୀ ଯୁଗଳଙ୍କ ମୃତଦେହର!-->…
Read More...
Read More...
‘କେଜିଏଫ୍-୨’ ପାଇଁ ରାତି ଅନିଦ୍ରା
ଭୁବନେଶ୍ବର: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ-୨। ସବୁଆଡେ ଏହାର କ୍ରେଜ ଦେଖିବାକୁ ମିଳିଛି। ତେବେ କେଜିଏଫ ପାଇଁ ରାତି ସାରା ଖୋଲା ରହିଲା ସିନେମା ହଲ। ଭୁବନେଶ୍ୱର ମହାରାଜା ସିନେମା ହଲରେ ଏହି ଫିଲ୍ମ ୨୪ ଘଣ୍ଟା ଚାଲିବ। ପ୍ରଥମ ଥର ପାଇଁ ରାଜ୍ୟରେ କୌଣସି ଫିଲ୍ମ ରାତି ୨ଟା!-->…
Read More...
Read More...
ଋଷକୁ ବଡ଼ ଝଟକା, ବିସ୍ଫୋରଣରେ ଯୁଦ୍ଧ ଜାହାଜ ଧ୍ୱଂସ
ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷ ବଡ଼ ଝଟକା ଲାଗିଛି। କୁହାଯାଉଛି, ବ୍ଲାକ ସିରେ ଋଷର ଏକ ମିସାଇଲ କ୍ରୁଜ ଧ୍ୱଂସ ହୋଇାଇଛି। ଏହା ପରେ ମିସାଇଲ କ୍ରୁଜର ମୋସ୍କାଭାର କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
!-->!-->!-->…
Read More...
Read More...
ଭାରତ-ପାକ୍ ସଂପର୍କ ବଢ଼ିବ ନା ଛିଡ଼ିବ?
ଇମ୍ରାନ ଆଉଟ, ଶେହବାଜ ସରିଫ ଇନ
ନୂଆଦିଲ୍ଲୀ: ନିକଟରେ ଇମ୍ରାନ ଖାନଙ୍କୁ ବିଦା କରି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଯୋଗଦେଇଛନ୍ତି ଶାହବାଜ ସରିଫ୍। ସରିଫ୍ ଦାୟିତ୍ବ େନବା ପରେ ଭାରତ ଓ ପାକ୍ ସଂପର୍କରେ ଉନ୍ନତି ଘଟିବ ନା ତିକ୍ତତା ବଢିବ, ସେ ନେଇ ଏବେ ବୁଦ୍ଧିଜୀବୀ ମହଲରେ!-->!-->!-->…
Read More...
Read More...