Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍-ଲେନ୍ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍
Browsing Category
Today’s Highlight
ପୁଣି ବଢିଲା ସିଏନଜି ଦର
ମହଙ୍ଗା ମାଡ଼ରୁ ମିଳୁନି ନିସ୍ତାର । ପେଟ୍ରୋଲ, ଡିଜେଲ ସହିତ ସିଏନଜି ଦର ବଢିବାରେ ଲାଗିଛି । ଆଜି ସିଏନଜିର ଦର ପ୍ରତି କିଲୋ ପିଛା ୨ଟଙ୍କା ୫୦ ପଇସା ବଢିଛି । ଗୋଟିଏ ସପ୍ତାହରେ ଏବେ ଯାଏଁ ସିଏନଜିରେ ୯ ଟଙ୍କା ୧୦ ପଇସା ବୃଦ୍ଧି ହେଲାଣି । ତେବେ ପେଟ୍ରୋଲ ଓ ଡିଜେଲ ଦରରୁ ଗୁରୁବାର ଆଶ୍ୱସ୍ତି!-->…
Read More...
Read More...
ସୁବାସ ନେଲେ ଶପଥ
ଶପଥ ନେଲେ କଟକର ନବନିର୍ବାଚିତ ମେୟର ସୁବାସ ସିଂହ । କଟକ ମହାନଗର ନିଗମର ପଞ୍ଚମ ମେୟର ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ନବନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ୫୯ ୱାର୍ଡର କର୍ପୋରେଟର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ସହିଦ ଭବନ ପରିସରରେ ଆୟୋଜିତ ଶପଥ ଗ୍ରହଣ!-->…
Read More...
Read More...
ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ
ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ । ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ୧୦୫ଟି ପୌରାଞ୍ଚଳରେ ରହିଛି ୫୮ଟି ଏନଏସି ଓ ୪୭ଟି ମ୍ୟୁନିସିପାଲଟି । ସକାଳ ୧୦ରୁ ୧୧ଟା ଭିତରେ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ୧୧ଟାରୁ ୧୨ଟା ଭିତରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ଅପରାହ୍ନ!-->…
Read More...
Read More...
ବଦଳିଲା ଜେଇଇ ମେନ୍ ପରୀକ୍ଷା ତାରିଖ
ବଦଳିଲା ଜେଇଇ ମେନ୍ ତାରିଖ । ଜେଇଇ ମେନ୍ ୨୦୨୨ ପରୀକ୍ଷା ପାଇଁ ଆସିଲା ନୂଆ ତାରିଖ । ସେହିପରି ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ଚଳିତ ବର୍ଷ ଜୁଲାଇ ୧୭ରେ ଅନୁଷ୍ଠିତ ହେବ । ବୁଧବାରଠୁ ଏଥିପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି । ଏହା ମେ ୬ ତାରିଖ ଯାଏଁ ଚାଲିବ । ପୂର୍ବରୁ ଜେଇଇ!-->…
Read More...
Read More...
ଭାରତରେ ପାଦଦେଲା କରୋନାର ନୂଆ ଏକ୍ସଇ ଭ୍ୟାରିଆଣ୍ଟ
ପୁଣି ଚିନ୍ତା ବଢାଇଲା କରୋନା । କରୋନାର ନୂଆ ଭ୍ୟାରିଆଣ୍ଟ ଏକ୍ସଇ ଓ କପ୍ପାର ଗୋଟିଏ ଗୋଟିଏ ମାମଲା ମୁମ୍ବାଇରୁ ଚିହ୍ନଟ ହୋଇଛି । ଦେଶରେ ଏକ୍ସଇ ଭ୍ୟାରିଆଣ୍ଟ ର ଏହା ପ୍ରଥମ ମାମଲା । ଏହି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ପରେ ପୁଣି ମନରେ ଭୟ ଫେରିଛି । ମୋଟ ୩୭୬ଟି ନମୂନା ଜିନୋମ ସିକ୍ୱନ୍ସିଂ ପାଇଁ!-->…
Read More...
Read More...
ବିଜେଡି ଦଖଲରେ ଧାମନଗର
ବିଜେଡି ଦଖଲକୁ ଗଲା ଧାମନଗର ଏନଏସି । ବିଜେଡିର ବିଜୟ ବାନା ଉଡିଛି । ୧୧ଟି ୱାର୍ଡରୁ ବିଜେଡି ୯ଟିରେ ବିଜୟ ହୋଇଥିବା ବେଳେ ୨ଟି ବିଜେପି ଖାତାକୁ ଯାଇଛି । ବିଜେଡି ପ୍ରାର୍ଥିନୀ ନିବେଦିତା ଜେନା ସେଠାରେ ବାଜିମାତ କରିଛନ୍ତି । ବିଜେପି ପ୍ରାର୍ଥିନୀ ପୁଷ୍ପଶ୍ରୀ ମହାନ୍ତିଙ୍କ ଠାରୁ ହଜାରେରୁ!-->…
Read More...
Read More...
ବିଜେପି ପାଳୁଛି ପ୍ରତିଷ୍ଠା ଦିବସ
ବିଜେପି ଆଜି ପାଳୁଛି ୪୨ ତମ ପ୍ରତିଷ୍ଠା ଦିବସ ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର କର୍ମକର୍ତ୍ତା ଙ୍କୁ ସମ୍ବୋଧନ ଦେଇ ଦଳର କାର୍ଯ୍ୟପନ୍ଥା ବାବଦରେ ଅବଗତ କରିଛନ୍ତି । ପ୍ରତିଷ୍ଠା ଦିବସରେ ମୋଦୀ ରାଷ୍ଟ୍ରବାଦକୁ ଗୁରୁତ୍ୱ ଦେଇଥିବା ପରିବାରବାଦକୁ ବିରୋଧ କରିଛନ୍ତି ।!-->…
Read More...
Read More...
ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ଗିରଫ
ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ପର୍ଦ୍ଦାଫାସ । ଅଭିଯୁକ୍ତକୁ ଗିରଫ କଲା ପୁଲିସ । ଖୋର୍ଦ୍ଧାରୁ ଅଭିଯୁକ୍ତ ଜେ.ମହାପାତ୍ରକୁ ଗିରଫ କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ଭଲ ଲାଗିଲାନି ବୋଲି ଚୁଲି ଭାଙ୍ଗିଦେଇଥିବା ଅଭିଯୁକ୍ତ କହିଥିବା ଏସପି କହିଛନ୍ତି । ଦରକାର ପଡିଲେ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ
ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ପଶିଛି ଭିଜିଲାନ୍ସ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ତ୍ତିକେଶ୍ବର ରାଉଳଙ୍କ ଘର ଓ ଅଫିସ ସମେତ ଏକକାଳୀନ ୬ଟି ଜାଗାରେ ରେଡ଼୍ ଚାଲିଛି । ଭଞ୍ଜନଗର ସ୍ଥିତ!-->…
Read More...
Read More...