ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌
Browsing Category

Today’s Highlight

କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦକୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ

କୁଖ୍ୟାତ ଆତଙ୍କବାଦୀ ତଥା ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦକୁ ସଜ୍ଜା। ଦୁଇଟି ମାମଲାରେ ୩୧ ବର୍ଷ ପାଇଁ ସଜ୍ୱା ଶୁଣାଇଛନ୍ତି ପାକିସ୍ତାନର ଆଣ୍ଟିଟେରର କୋର୍ଟ । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜମାତ ଉଦ୍ ଦାୱା ଗ୍ରୁପର ମୁଖ୍ୟ ହେଉଛି ହାଫିଜ ସଇଦ । ୩୧ ବର୍ଷ ପାଇଁ ସଜ୍ୱା ସହ
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଜବାବ ମାଗିଲେ ହାଇକୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଆଜି ରାଜ୍ୟ ସରକାର ଓ ଏଏସଆଇକୁ ଜବାବ ମାଗିଛନ୍ତି ହାଇକୋର୍ଟ । ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ଜବାବ ମାଗିଛନ୍ତି । ଶ୍ରୀମନ୍ଦିର ଚାରିପଟେ କଣ ନିର୍ମାଣ ଚାଲିଛି, ନିର୍ମାଣ ପାଇଁ ଅନୁମତି ଅଛି କି ନାହିଁ
Read More...

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲା: ପୋଲିସ ଜୁଲମକୁ ଚାରିଆଡୁ ନିନ୍ଦା

ନୀଳଗିରି ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇବା ଘଟଣାକୁ ଚାରିଆଡୁ ନିନ୍ଦା । ଆଜି ସାରା ରାଜ୍ୟରେ ପ୍ରତିବାଦ ଦେଖାଦେଇଛି । ରାଜ୍ୟବ୍ୟାପି ସାମ୍ବାଦିକ ମାନେ କଳା ବ୍ୟାଚ ପିନ୍ଧି ବିକ୍ଷୋଭ କରିଛନ୍ତି । ଭଦ୍ରକ, ଫୁଲବାଣୀ, ଧର୍ମଶାଳା, ରାୟଗଡା,ମାଲକାନଗିରି ,କେନ୍ଦ୍ରାପଡା ସମେତ ସବୁ ଜିଲାରେ
Read More...

ଜରୁରୀ ଅବତରଣ ବେଳେ ଦୁଇ ଖଣ୍ଡ ହୋଇଗଲା ବିମାନ

ମଧ୍ୟ ଆମେରିକାରେ ଥିବା କୋଷ୍ଟରିକା ଦେଶରେ ଗୁରୁବାର ଏକ ଭୟଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜରୁରୀକାଳୀନ ଅବତରଣ ବେଳେ ବିମାନଟି ଭାଙ୍ଗିକି ଦୁଇ ଖଣ୍ଡ ହୋଇଯାଇଛି । ଏହି ବିମାନ ଦୁର୍ଘଟଣାର କିଛି ଫଟୋ ଏବେ ସାମନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ,କୋଷ୍ଟରିକାର ଜୁଆନ ସାନ୍ତା
Read More...

କୋର୍ଟଙ୍କ ରାୟ ପରେ ଇମ୍ରାନ ଡାକିଲେ କ୍ୟାବିନେଟ ବୈଠକ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଭବିଷ୍ୟତ କଣ ହେବ ତାହା ଏବେ ସନ୍ଦେହ ଘେରରେ । କୋର୍ଟଙ୍କ ରାୟ ପରେ ବିରୋଧୀ ଉତ୍ସବ ମନାଉଥିବା ବେଳେ କ୍ଷମତା ବଜାୟ ରଖିବାକୁ ଆଜି ଇମ୍ରାନ ଖାନ୍ କ୍ୟାବିନେଟ ବୈଠକ ଡାକିଛନ୍ତି । ସେପଟେ ଆସନ୍ତାକାଲି ଆସ୍ଥା ଭୋଟର ସମ୍ମୁଖୀନ ହେବେ ଇମ୍ରାନ ଖାନ୍
Read More...

ଆଶାରାମଙ୍କ ଆଶ୍ରମରେ ନାବାଳିକାର ଶବ

ଜେଲରେ ବନ୍ଦୀ ଥିବା ବାବା ଆଶାରାମଙ୍କ ଉତ୍ତରପ୍ରଦେଶ ଗୋଣ୍ଡା ସ୍ଥିତ ଆଶ୍ରମକୁ ଜଣେ ନାବାଳିକାର ମୃତଦେହ ମିଳିଛି ।ନାବାଳିକାର ବୟସ ୧୩ରୁ ୧୪ ବର୍ଷ ହେବ ବୋଲି କୁହାଯାଉଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତହେଦକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମିଳିଥିବ ସୂଚନା
Read More...

ମାଟିରେ ମିଶିଲା ଝାରପଡ଼ା ହାଟ

ଆଜି ବିଏମସି ପକ୍ଷରୁ ଝାରପଡା ଗଣେଶ ମଣ୍ଡପ ଛକରେ ଥିବା ଦୋକାନ ଗୁଡିକୁ ଉଚ୍ଛେଦ କରାଯାଉଛି । ଏଠାରେ ଦୀର୍ଘଦିନ ଧରି ଥିବା ଦୋକାନ ଗୁଡିକ ଜବରଦଖଲ ଉଚ୍ଛେଦ କରିଛି ବିଡିଏ । କିନ୍ତୁ ଏହି ଉଚ୍ଛେଦକୁ ବିରୋଧ କରି ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଲୋକଙ୍କୁ କିଛି ନୋଟିସ ନଦେଇ ପ୍ରଶାସନ
Read More...

କାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଆଜି ନେତ୍ର ଉତ୍ସବ

କାଲି ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଏନେଇ ଚଳଚଞ୍ଚଳ ହୋଇପଡିଛି ଏକାମ୍ର କ୍ଷେତ୍ର । ଆଜି ନେତ୍ର ଉତ୍ସବ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ନୀତି ପରେ ରାତିରେ ଶୁଭ ମୂହୁର୍ତ୍ତରେ ରଥ ପ୍ରତିଷ୍ଠା ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ପରେ ମୁକ୍ତେଶ୍ୱର ମନ୍ଦିର
Read More...

ଓଡିଶା ସାଂସଦଙ୍କୁ ମୋଦୀଙ୍କ ପରାମର୍ଶ

ଓଡିଶାର ବିଜେପି ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଓଡିଶାର ବିଜେପି ସାଂସଦ । ଉଭୟ ଲୋକସଭା ଓ ରାଜ୍ୟସଭାର ୯ ଜଣ ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଲୋକକଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଭେଟିଛନ୍ତି । ଏହି ଅବସରରେ ମୋଦୀ ସାଂସଦଙ୍କୁ
Read More...

ଦମୟନ୍ତୀ ମାଝୀ କଟକ ଡେପୁଟି ମେୟର

ଦମୟନ୍ତୀ ମାଝି ହେଲେ କଟକର ଡେପୁଟି ମେୟର । ଦମୟନ୍ତୀ ମାଝୀ ଏକମାତ୍ର ଭାବେ ନାମାଙ୍କନ ଦାଖଲ କରିଥିବାରୁ କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ସେ ନିର୍ବାଚିତ ହୋଇଛନ୍ତି । ବିଜେପି ଓ କଂଗ୍ରେସ ଡେପୁଟି ମେୟର ନିର୍ବାଚନକୁ ବର୍ଜନ କରିଥିଲେ । ତେଣ ଦମୟନ୍ତୀ ର୍ନିଦ୍ୱନ୍ଦରେ ନିର୍ବାଚିତ
Read More...