ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

Today’s Highlight

ସଂପର୍କ ସଜାଡ଼ିଦେଲା ସାତଦିନ!

ଏବେ ଭଡାଘରେ ରହିବେ ତପସ୍ବିନୀ-ସୁମିତଆସ୍କା ହେବ ଠିକଣା, ଉଭୟ ପରିବାରକୁ ବି ମିଳାମିଶା ପାଇଁ ଅନୁମତି ବ୍ରହ୍ମପୁର: ଡାକ୍ତର ସୁମିତ ସାହୁ ଓ ତପସ୍ବିନୀକୁ ସାତ ଦିନ ସମୟ ଦେଇଥିଲେ କୋର୍ଟ। ବ୍ରହ୍ମପୁର ଏସଡିଜେଏମଙ୍କ ଏଭଳି ନିର୍ଦେଶ ଦୁଇଟି ମନକୁ ପୁଣି ଥରେ ଯୋଡି ଦେବା ପାଇଁ ସୁଯୋଗ
Read More...

ଦିନିକିଆ ମ୍ୟାଚ ର ଅଧିନାୟକ ହେଲେ ରୋହିତ ଶର୍ମା

ବିରାଟ କୋହଲି ଅଧିନାୟକ ଭାବରେ ପାଖା ପାଖି ୫ ବର୍ଷ ହେବ ଭାରତୀୟ ଦଳ ମଙ୍ଗ ଧରିଥିଲେ । ଚଳିତ ଟି ୨୦ ବିଶ୍ୱକପ୍ ଏବଂ ଆଇସିସି ର ଦିନିକିଆ ବିଶ୍ୱକପ୍ ସହ କୌଣସି ଆଇସିସି ଟ୍ରଫି ଜିତିବାର ର ସୁଯୋଗ ପାଇଲେନି ଏହି ଅଭିଜ୍ଞ ବ୍ୟାଟର । ଯେତେବେଳେ ଟି ୨୦ ବିଶ୍ଵକପ ସମୟ ରେ ଭାରତ ପାକିସ୍ତାନ ଓ
Read More...

ନକଲି ସାମଗ୍ରୀକୁ ନେଇ ଖାଉଟି ଚିନ୍ତାରେ

ରୋଷେଇ ଘରେ ପଶିବା ମାତ୍ରେ ଯେଉଁ କେତୋଟି ସାମଗ୍ରୀ ଖୋଜା ପଡିଥାଏ ତାହା ଭିତରେ ରହିଥାଏ ଲୁଣ ,ହଳଦୀ, ମସଲା ,ଡାଲି ବା ଅନ୍ୟାନ୍ୟ କେତୋଟି ଜିନିଷ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସବୁ ସାମଗ୍ରୀ ବି ନକଲି । ବଜାରରେ ଅସଲି ଭିଡ ଭିତରୁ କେଉଁଟା ଅସଲି କେଉଁଟା ନକଲି ଜାଣିବା ମୁସକିଲ୍
Read More...

ଜର୍ମାନୀରେ ସରିଲା ଆଞ୍ଜେଲା ମାର୍କେଲଙ୍କ ଯୁଗ

ଜର୍ମାନୀରେ ଶେଷ ହେଲା ଆଞ୍ଜେଲା ମର୍କେଲଙ୍କ ଯୁଗ। ଦୀର୍ଘ ୧୬ ବର୍ଷ ପରେ ଦେଶ ପାଇଲା ନୂଆ ଶାସକ। ଜର୍ମାନୀର ଚାନସଲେର ଆଞ୍ଜେଲ ମର୍କେଲଙ୍କ ୧୬ ବର୍ଷର ଶାସନ ପରେ ଓଲାଫ ସୋଲଜ ଯୁଗ ଆରମ୍ଭ ହୋଇଛି। ଜର୍ମାନୀ ସଂସଦରେ ନୂଆ ଚାନ୍ସଲେର ନେଇ ମତଦାନ ହୋଇଥିଲା। ଓଲାଫ ସୋଲଜ ନୂଆ ଚାନସେଲର ଭାବେ
Read More...

ଅଧୁରା ରହିଗଲା ଅନେକ ଇଛା…

ନୂଆଦିଲ୍ଲୀ: ବୀର ସନ୍ତାନ ବିପିନ ରାୱତଙ୍କୁ ହରାଇବା ପରେ ଉ ରାଖଣ୍ଡର ପୌଢି ଜିଲ୍ଲାର ସୈଣା ଗାଁ ସ୍ତବ୍ଧ ହୋଇଯାଇଛି। ଗାଁରେ ଶୋକାକୂଳ ପରିବେଶ।କାଣ୍ଡାଖାଲ ସହରଠୁ କିଛି ଦୂରରେ ସିଡିଏସ ବିପିନ ରାୱତଙ୍କ ଗାଁ ସୈଣା। କାଣ୍ଡାଖାଲରେ ରହନ୍ତି କେବଳ ବିପିନ ରାୱତଙ୍କ କକା ଭରତ ସିଂହ ରାୱତ ଓତାଙ୍କ
Read More...

ଆଜି ଦିଲ୍ଲୀ ଆସିବ ପାର୍ଥିବ ଶରୀର, କାଲି ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ସିଡିଏସ ବିପିନ ରାୱତଙ୍କ ମୃତହେଦ ଆଜି ଦିଲ୍ଲୀ ଅଣାଯିବ। ତାଙ୍କ ପତ୍ନୀ ମଧୁଲିକାଙ୍କ ମୃତଦେହ ବି ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ। ଉଭୟଙ୍କ ପାର୍ଥିବ ଶରୀରରକୁ ବିମାନବନ୍ଦରରୁ ବାସଭବନ ନିଆଯିବ।
Read More...

କୋଭିସିଲ୍ଡରେ ପ୍ରସ୍ତୁତିରେ ଥିଲା ବଡ ଭୂମିକା, ଏବେ ଆଉ ନାହାନ୍ତି

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବଙ୍କର ପରଲୋକ ହୋଇଛ। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ବହୁତ ଦିନରେ ଅସୁସ୍ଥ ଥିବା ବେଳେ ଗତକାଲ ସାୟଦ୍ରି ହସ୍ପିଟାଲରେ ଆଖିବୁଜିଛନ୍ତି। କୋଭିଡ ଟିକା ତିଆରି ଗବେଷଣା ଓ ବିକାଶ କରିବା
Read More...

ଗୃହ ଛାଡି ରାସ୍ତାକୁ ଆସିଲେ: ଆଜି ବିଜେଡି-ବିଜେପି, କାଲି କଂଗ୍ରେସ

ଭୁବନେଶ୍ବର: ବିଧାନସଭାରେ ଶାସକ ଦଳ ଓ ବିରୋଧୀ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। ଗୃହ ଭିତରେ ପ୍ରତିବାଦ ପରେ ଆଜି ଗୃହ ବାହାରେ ଦୁଇ ପ୍ରମୁଖ ଦଳ ପକ୍ଷରୁ କରାଯିବ ବିକ୍ଷୋଭ ଶୋଭାଯାତ୍ରା। ରାଜଧାନୀ ରାଜରାସ୍ତାରେ ଗର୍ଜିବେ ଦୁଇ ଦଳ। ମୁହାଁମୁହିଁ ହେବେ ବିଜେଡି ,ବିଜେପି। ଗତ ସାତ ଦିନ
Read More...

ଆଜି ଚାଷୀ ଆନ୍ଦୋଳନରେ ପଡିବ ପୂର୍ଣ୍ଣଚ୍ଛେଦ!

ନୂଆଦିଲ୍ଲୀ: ପାଖାପାଖି ଏକ ବର୍ଷ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକ ଆଜି ଘରକୁ ଫେରିବା ନେଇ ଘୋଷଣା କରିପାରନ୍ତି । କୃଷକ ଓ ସରକାର ମଧ୍ୟରେ ସହମତି ପ୍ରକାଶ ପାଇଛି। ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଗତକାଲି କୁହାଯାଇଥିଲା ଯେ, ସେମାନଙ୍କ ବିଚାରଧୀନ ଦାବି ଗୁଡିକ ଉପରେ
Read More...

ମନେ ରହିବେ ବାୟୁବୀର

ଆଜି ଏଭଳି ଏକ ଦୁର୍ଘଟଣା ଘଟିଛି ଯାହା ପୁରା ଦେଶକୁ ଦୋହଲାଇଦେଇଛି । ଦେଶ ଆଜି ଏମିତି ଏକ ବାୟୁବୀରଙ୍କୁ ହରାଇଛି ଯାହାଙ୍କ ବୀରତ୍ୱ ବିଷୟରେ ଯେତେ କହିଲେ ବି କମ ହେବ । ସେନା ହେଲିକପ୍ଟର ଦୁର୍ଘଟଣାରେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ୍‌ ରାୱତଙ୍କ ମୃତ୍ୟୁ ହୋଇଛି । ତାଙ୍କ ପତ୍ନୀ
Read More...