Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ଲାଲୁଙ୍କ ଘରେ ବାଜିବ ସାହାନାଇ
ବର ସାଜିବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ । ଜାତୀୟ ଗଣମାଧ୍ୟରେ ପ୍ରକାଶିତ ଖବର ଅନୁସାରେ ଆଜି କିମ୍ବା କାଲି ଦିଲ୍ଲୀରେ ତାଙ୍କ ନିର୍ବନ୍ଧ ହୋଇପାରେ । ଏଥିପାଇଁ ପୁରା ଲାଲୁଙ୍କ ପରିବାର ଦିଲ୍ଲୀରେ ଅଛନ୍ତି । ନିର୍ବନ୍ଧ ପାଇଁ ଜୋରଦାର!-->…
Read More...
Read More...
କ୍ୟାଟ୍ରିନାଙ୍କ ହାତରେ ଭିକ୍କିଙ୍କ ମେହେନ୍ଦୀ
ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଷ୍ଟାର ଯୋଡି କ୍ୟାଟ୍ରିନା କୈଫ ଓ ଭିକି କୌଶଲ । ଏଥିପାଇଁ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସେସ ଫୋର୍ଟ ବୱାର୍ଡାରେ ଭବ୍ୟ ଆୟୋଜନ କରାଯାଇଛି । ଗତକାଲି ସଙ୍ଗୀତ ଥିବା ବେଳେ ଆଜି ହେଉଛି ମେହେନ୍ଦୀ । ଏଥିରେ ବଡ଼ ବଡ଼ ସେଲିବ୍ରେଟି!-->…
Read More...
Read More...
ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା
ତାମିଲନାଡୁ କୁନ୍ନୁରରେ ଏକ ବଡ଼ ଅଘଟଣ ଘଟିଛି । ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ନେଇ ଯାଉଥିବା ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩ ଜଣଙ୍କୁ ଉଦ୍ଧାର କରି!-->…
Read More...
Read More...
ଚନ୍ଦ୍ରକୁ ଯିବେ ପ୍ରଥମ ଭାରତୀୟ!
ନୂଆଦିଲ୍ଲୀ: ଆମେରିକାରର ଅନ୍ତରୀକ୍ଷ ଏଜେନ୍ସି (ନାସା) ଏହାର ଚନ୍ଦ୍ର ମିସନ ପାଇଁ ୧୦ ଜଣ ମହାକାଶଚାରୀଙ୍କୁ ଚୟନ କରିଛି। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଭାବ ଡାକ୍ତର ଅନୀଲ ମେନନ ଅଛନ୍ତି। ଅନୀଲ ଜଣେ ଡାକ୍ତର, ଇଂଜିନିୟର,ବୈଜ୍ଞାନିକ,ଯୁଦ୍ଧ ବିମାନ ପାଇଲଟ ଏବଂ ଉଦ୍ଧାର!-->…
Read More...
Read More...
ଆଜି ଶେଷ ହେବ କି ଚାଷୀ ଆନ୍ଦୋଳନ?
ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ପରେ ବି ଶେଷ ହୋଇନି ଚାଷୀଙ୍କ ଆନ୍ଦୋଳନ। କୃଷକ ଆନ୍ଦୋଳନ ଶେଷ ହେବା ନେଇ ଏବେ ବି ସସପେନ୍ସ ଜାରି ରହିଛି। ଏମଏସପି,ମୃତ ଚାଷୀଙ୍କୁ କ୍ଷତିପୂରଣ ଏବଂ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ଭଳି ବିଭିନ୍ନ ଦାବି ନେଇ କୃଷକ ଆନ୍ଦୋଳନ ଜାରି ରହିଛି। ତେବେ!-->…
Read More...
Read More...
‘ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ଛୋଟ ପିଲା’
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ବ୍ୟାପୁଥିବା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସବୁଆଡେ ଭୟର ବାତାବରଣ। ଏହାରି ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଛୋଟ ପିଲାଙ୍କୁ ଅଧିକ ସଂକ୍ରମିତ କରୁଛି କରୋନାର ଏହି ନୂଆ ପ୍ରଜାତି। ‘ହୁ’ ୟୁରୋପ କାର୍ଯ୍ୟାଳୟ!-->…
Read More...
Read More...
ଓମିକ୍ରନ: ପୁଣି ଫେରିଲା କଟକଣା
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଲାଗିଲା ୧୪୪ ଧାରା। ପ୍ରାୟ ଏକ ମାସ ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ଖ୍ରୀଷ୍ଟମାସ, ନୂଆ ବର୍ଷ, ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ବିପଦ,ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷା ଓ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ!-->…
Read More...
Read More...
ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ
ବିଜେପି ସଂସଦୀୟ ଦଳ ବୈଠକରେ ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ ସଂସଦର ଶୀତକାଳୀନ ଅଧିବେଶନରେ ଯୋଗ ଦେଇନଥିବା ସାଂସଦମାନଙ୍କୁ ଚେତାବନୀ ଦେଇଛନ୍ତି ମୋଦୀ । କହିଛନ୍ତି, ସଂସଦରେ ସାଂସଦ ମାନେ ଉପସ୍ଥିତି ରହିବା ଆବଶ୍ୟକ । କିନ୍ତୁ ଏହା ସବୁ ଥର କହିବା ଠିକ!-->…
Read More...
Read More...
ଘଣ୍ଟ ବଜାଇଲେ ବିରୋଧୀ..ଗଙ୍ଗାଜଳ ପକାଇଲା ଶାସକ ଦଳ
ସ୍ୱାଭାବିକ ହୋଇପାରୁନି ବିଧାନସଭା ଶୀତ ଅଧବେଶନ । ଷଷ୍ଠ ଦିନରେ ବି ଚାଲୁପାରୁନି ଗୃହ । ପ୍ରତିଦିନ ଗୃହରେ ଦେଖିବାକୁ ମିଳୁଛି ହାଇଡ୍ରାମା । ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଜିଦରେ ଅଟଳ ଥିବା ବେଳେ ପ୍ରତିଦିନ ନୂଆ ନୂଆ ତରିକାରେ ପ୍ରତିବାଦ!-->…
Read More...
Read More...
କେତେ ଗୁରୁତ୍ବପୂର୍ଣ୍ଣ ଥିଲା ମୋଦୀ-ପୁଟିନ୍ ଆଲୋଚନା
ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଭାରତ ଗସ୍ତରେ ଆସିଥିଲେ। ୨୧ ତମ ଭାରତଋଷ ଶିଖର ସମ୍ମିଳନୀରେ ସାମିଲ ହେବା ଥିଲା ଗସ୍ତର ଉଦ୍ଦେଶ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭେଟ ହେବା ସହ ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ମଧ୍ୟ!-->…
Read More...
Read More...