Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ମଡେଲିଂରେ ଡେବ୍ୟୁ କଲେ କ୍ରିକେଟ୍ ତାରକାଙ୍କ ଝିଅ
ମୁମ୍ବାଇ: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଶେଷରେ ମଡେଲିଂରେ ପାଦ ଥୋଇଛନ୍ତି। ସାରା ତେନ୍ଦୁଲକର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ କମ୍ପାନୀର ବିଜ୍ଞାପନରେ ନଜର ଆସିଛନ୍ତି। ସାରା ଏକ ପୋଷାକ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଥିବା!-->…
Read More...
Read More...
କୃଷକ କେମିତି ଉଠିବେ ରାସ୍ତା ବାହାରିପାରୁନି
ନୂଆଦିଲ୍ଲୀ: ଆଜି ସକାଳ ୧୧ଟାରେ ସିଘୁଂ ସୀମାରେ କୃଷକ ସଂଗଠନର ବୈଠକ ବସିବ। ବୈଠକ ପୂର୍ବରୁ କୃଷକ ନେତାମାନେ କହିଛନ୍ତି ଯେ, ସରକାର ଆଲୋଚନା ନେଇ ଗମ୍ଭୀର ନୁହଁନ୍ତି। ଡିସେମ୍ବର ୪ରେ କୃଷକ ସଂଗଠନ ପାଞ୍ଚ ଜଣ ସଦସ୍ୟଙ୍କ ଏକ କମିଟି ଗଠନ କରିଥିଲେ, ଅଥଚ ଦୁଇ ଦିନ ମଧ୍ୟରେ ଆଲୋଚନା ପାଇଁ!-->…
Read More...
Read More...
ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଅଙ୍ଗନୱାଡି କର୍ମୀ
ଗୋଟେ ପଟେ ପାଞ୍ଚ ଦିନ ହେବ ବିଧାନସଭା ଶୀତ ଅଧିବେଶନ ଦିନଟିଏ ଚାଲିପାରୁନି । ହଟ୍ଟଗୋଳ, ହୋହଲ୍ଲା ମଧ୍ୟରେ ବାରମ୍ବାର ଗୃହ ମୁଲତବି ହେଉଛି । ଏପଟେ ରାଜଧାନୀ ରାଜରାସ୍ତାରେ ଏକାଠି ହୋଇଛନ୍ତି ଶହ ଶହ ଅଙ୍ଗନୱାଡି କର୍ମୀ । ୧୩ ଦଫା ଦାବିରେ ଆଜି ମାଷ୍ଟିର କ୍ୟାଣ୍ଟିନ ଛକରେ ଗର୍ଜିଛନ୍ତି!-->…
Read More...
Read More...
ପଞ୍ଚମ ଦିନରେ ବି ଗୃହ ଅଚଳ
ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି । ସ୍ୱାଭାବିକ ହୋଇପାରୁନି ଗୃହ । ଆଜି ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟ ପ୍ରବଳ ହୋହଲ୍ଲା କରିଥିଲେ । ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ!-->…
Read More...
Read More...
ଆଜି ଭାରତ ଗସ୍ତରେ ଆସୁଛନ୍ତି ପୁଟିନ୍
ଆଜି ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ନୂଆ ଦିଲ୍ଲୀରେ ୨୧ ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀ ଆୟୋଜିତ କରାଯାଉଛି । ଏହି ଶିଖର ସମ୍ମିଳନୀରେ ସାମିଲ ହେବାକୁ ପୁଟିନ ଭାରତ ଆସୁଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏସ-୪୦୦ ବାୟୁ ରକ୍ଷା ପ୍ରଣାଳୀ ମଡେଲ!-->…
Read More...
Read More...
ବିଦେଶ ପଳାଉଥିଲେ,ବିମାନବନ୍ଦରରେ ଫସିଗଲେ
ନୂଆଦିଲ୍ଲୀ: ବିମାନ ବନ୍ଦରରେ ଫସିଗଲେ ଅଭିନେତ୍ରୀ। ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ ଗତକାଲି ଦୁବାଇ ଯାଉଥିବା ବେଳେ ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଇଡି ଅଟକାଇଦେଇଥିଲା। ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାଁରେ ଇଡି ଏହି ଲୁକ୍ ଆଉଟ ନୋଟିସ ଜାରି କରିଥିବା ଜଣାପଡିଛି।!-->…
Read More...
Read More...
ଡରାଇଲା କାନପୁର ଆଇଆଇଟି; ନୂଆବର୍ଷରୁ ତୃତୀୟ ଲହର!
ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଓମିକ୍ରନ ଭ୍ୟାରିଆଣ୍ଟର ଭୟ। ଆଉ ଦେଶରେ ମଧ୍ୟ ଏହି କରୋନାର ଏହି ନୂଆ ପ୍ରଜାତିର ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦ୍ରୁତ ଗତିରେ କରୋନାର ନୂଆ ଭ୍ୟାରିଆଣ୍ଟ ବ୍ୟାପିବା ଆରମ୍ଭ ହୋଇଥିବା ବେଳେ ନୂଆବର୍ଷରୁ ଏହାର ପ୍ରଭାବ ଦେଖିବାକୁ ମିଳିବ। ୨୦୨୨!-->…
Read More...
Read More...
ଜାନୁଆରୀରୁ ମହଙ୍ଗା ହେବ କାର୍!
ନୂଆଦିଲ୍ଲୀ: ନୂଆବର୍ଷରୁ ବଢିପାରେ ସବୁ କାରର ମୂଲ୍ୟ। ମହାମାରୀ କରୋନା କାରଣରୁ ୨୦୨୧ ଗାଡି ନିର୍ମାତା ଓ ଗ୍ରାହକଙ୍କ କିଛି ଖାସ ନଥିଲା। ଗାଡି ନିର୍ମାତାଙ୍କୁ ବହୁତ କ୍ଷତି ସହିବାକୁ ପଡିଛି । ଯାନବାହାନ ଉତ୍ପାଦନ ମୂଲ୍ୟର ବୃଦ୍ଧି ହେତୁ କମ୍ପାନିଗୁଡିକ ମଧ୍ୟ ସେମାନଙ୍କ କାରର ମୂଲ୍ୟ କ୍ରମାଗତ!-->…
Read More...
Read More...
ଭୁଲରେ ଚୋରି କରିଥିଲୁ, ଏବେ ନେଇଯାଅ
ଲକ୍ଷ୍ନୌ: ଚୋରି କରିଥିବା ମାନିଲେ। ଆଉ ଚୋରି ଜିନିଷ ଫେରାଇଲେ। ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ବିଚ ରାସ୍ତା ଉପରୁ ଚୋରି ହୋଇଯାଇଥିବା ଯୁଦ୍ଧ ବିମାନ ମିରାଜର ଚକ ମିଳିଛି। ଯେଉଁମାନେ ଏହି ଯୁଦ୍ଧ ବିମାନର ଚକ ଚୋରି କରିଥିଲେ, ସେମାନେ ନିଜେ ହିଁ ଆସି ଫେରାଇଛନ୍ତି। ଚୋରି କରିଥିବା ଯୁବକ!-->…
Read More...
Read More...
ଭାରତରେ ତୃତୀୟ ଲହର ଆଣିବ କି ‘ଓମିକ୍ରନ’?
ନୂଆଦିଲ୍ଲୀ: ବିଶ୍ୱରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ପ୍ରଭାବ ପଡିବା ଆରମ୍ଭ ହୋଇଯାଇଛି। ନଭେମ୍ବର ୨୪ରେ ଓମିକ୍ରନର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ୩୮ଟି ଦେଶକୁ ଏହା ବ୍ୟାପିସାରିଲାଣି। ସାରା ବିଶ୍ୱରେ ଏବେ ଯାଏ ୪୦୦ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି।!-->…
Read More...
Read More...