Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ବୟସ ସୀମା ବଢିବା ନେଇ ବୈଠକରେ ହେଲା ନିଷ୍ପତ୍ତି
ଶନିବାର ବିସିସିଆଇର ବାର୍ଷିକ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ସହ ଆଇପିଏଲରେ ମେଗା ନିଲାମୀ ନେଇ ଆଲୋଚନା କରାଯାଇ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ମେମ୍ବର ଭାବେ ଓଡିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ପୁନଃ ମନୋନୀତ କରାଯାଇଛ । ଏହା ସହ!-->…
Read More...
Read More...
ବାତ୍ୟା ଦୁର୍ବଳ..ବର୍ଷା ପ୍ରବଳ
ଟଳିଛି ବାତ୍ୟା ଆଶଙ୍କା । ସମୂଦ୍ର ଭିତରେ ଦୁର୍ବଳ ହୋଇଛି ବାତ୍ୟା ‘ଜୱାଦ’ । ଫଳରେ ଏକ ବଡ଼ ଧରଣର ବିପଦ ଓଡିଶା ଉପକୂଳରୁ ଟଳିଯାଇଛି । ଆଜି ଅବପାତରେ ପରିଣତ ହେବ ବାତ୍ୟା ଜୱାଦ । ଗତକାଲି ସମୂଦ୍ର ଭିତରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା । ଆଜି ମଧ୍ୟାହ୍ନରେ ପୁରୀ ନିକଟବର୍ତ୍ତୀ!-->…
Read More...
Read More...
ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ
ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ। ୬୭ ବର୍ଷରେ ଆଖିବୁଜିଛନ୍ତି ଏହି ଲୋକପ୍ରିୟ ସାମ୍ବାଦିକ। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ।ଦିଲ୍ଲୀର ଏକ ହସ୍ପିଟାଲର ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ବିନୋଦଙ୍କ ଝିଅ ମଲ୍ଲିକା ଦୁଆ ଏନେଇ ସୋସିଆଲ ମିଡିଆରେ!-->…
Read More...
Read More...
ଗୁଜୁରାଟରେ ଚିହ୍ନଟ ହେଲେ ଓମିକ୍ରନ ସଂକ୍ରମିତ
ଭାରତରେ କରୋନା ଓମିକ୍ରନ ଭ୍ୟାରିଆଣ୍ଟ ରେ ସଂକ୍ରମିତ ହୋଇଥିବା ଆଉ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଦୁଇ ଦିନ ତଳୁ ଦକ୍ଷିଣ ଆଫ୍ରିକାରୁ ଗୁଜୁରାଟ ଜାମନଗରକୁ ଫେରିଥିଲେ ସଂକ୍ରମିତ ବ୍ୟକ୍ତି ଜଣକ । ବିମାନ ବିମାନବନ୍ଦରରେ ତାଙ୍କର ଯାଞ୍ଚ ବେଳେ ସେ ପଜିଟିଭ ଥିବା ଜଣାପଡିଥିଲା । ଏହା ପରେ!-->…
Read More...
Read More...
ଟଙ୍କା ଫେରାଇବାକୁ ଆମେରିକାରୁ ଭାରତ…
୨୮ ଟଙ୍କାର ଉଧାର ଫେରାଇବାକୁ ଆମେରିକାରୁ ଭାରତ ଆସିଲେ ୮୫ ବର୍ଷର ବୃଦ୍ଧ । ନିଜ ପୁଅ ପାଖରେ ଆମେରିକାରେ ଯାଇ ରହୁଥିବା ବୃଦ୍ଧ ଜଣକ ଭାରତରେ ଏକ ମିଠା ଦୋକାନରେ ବାକି ଥିବା ୨୮ ଟଙ୍କା ଦେବାକୁ ଭୁଲିନାହାନ୍ତି । ୬୮ ବର୍ଷ ପରେ ଆମେରିକାରୁ ହରିଆଣା ଆସି ୨୮ ଟଙ୍କା ବଦଳରେ ଉଧାର ଦେଇଥିବା!-->…
Read More...
Read More...
କେବିସି ପାଇଁ କାହିଁକି ହଁ ମାରିଥିଲେ ଅମିତାଭ?
ମହାନାୟକ ଅମିତାଭ ବଚ୍ଚନ କେବଳ ବଡ଼ ପରିଦାରେ ସୀମିତ ନାହାନ୍ତି ,ଛୋଟ ପରଦାରେ ମଧ୍ୟ ସେ ନିଜର ଜଲୱା ଦେଖାଇସାରିଛନ୍ତି । କୌନ ବନେଗା କରୋଡପତି ଆଜି ଭାରତୀୟ ଟେଲିଭିଜନର ସବୁଠୁ ଲୋକପ୍ରିୟ ଶୋ । ଏହା କେବେଳ ଗେମ କିମ୍ବା କୋଟିଏ ଟଙ୍କାର ପୁରସ୍କାର ପାଇଁ ନୁହେଁ ବଂର ଅମିତାଭଙ୍କ ଉପସ୍ଥିତି ପାଇଁ!-->…
Read More...
Read More...
ବିଧାନସଭାରେ ଚାଲିଲା ହାଇଡ୍ରାମା…
ବିଧାନସଭା ଗୃ୍ହରେ ବାଜିଲା ଘଣ୍ଟ,ପଡିଲା ଗଙ୍ଗା ଜଳ । ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଆଜିକୁ ଚାରିଦିନ ହେବ ଚାଲିପାରୁନି ଗୃହ । ଆଜି ଗୃହରେ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ଘଣ୍ଟ ବଜାଇ ପ୍ରତିବାଦ କରାଯାଇଛି । କଂଗ୍ରେସ ସଦସ୍ୟ ଗୃହରେ ପୋଡିୟମ ଚାରିପଟେ ଗଙ୍ଗାଜଳ ଛିଞ୍ଚିଲେ।!-->…
Read More...
Read More...
ଭାରତରେ ବଢିଲା ‘ଓମିକ୍ରନ’ ବିପଦ!
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଓମିକ୍ରନ ଭ୍ୟାରିଆଣ୍ଟର ବିପଦ ଭାରତରେ ବଢିବାରେ ଲାଗିଛି। କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରନ ଭ୍ୟାରିଆ ରେ ସଂକ୍ରମିତ ଜଣାପଡିବା ପରେ ରାଜ୍ୟ ସରକାର କୋଭିଡ଼ ଗାଇଡଲାଇନ ଜାରି କରିଦେଇଛନ୍ତି। ମହାରାଷ୍ଟ୍ରରେ ମଧ୍ୟ ୩୦ ଜଣଙ୍କ ନମୂନା ଜେନମ ସ୍ୱିକେନ୍ସିଂ!-->…
Read More...
Read More...
ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ; ଭୁଲରେ କରନ୍ତୁ ନାହିଁ ଏହି କାମ
ଭୁବନେଶ୍ବର: ୨୦୨୧ ବର୍ଷର ଶେଷ ସୂର୍ଯ୍ୟପରାଗ ମାର୍ଗଶୀର କୃଷ୍ଣପକ୍ଷ ଅମାବାସ୍ୟାରେ ଡିସେମ୍ବର ୪ ତାରିଖ ଅର୍ଥାତ ଆଜି ଲାଗିବାକୁ ଯାଉଛି। ଭାରତୀୟ ସମୟ ଅନୁଯାୟୀ ଆଜି ସକାଳ ୧୦ଟା ୫୮ରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ୭ରେ ଶେଷ ହେବ। ହେଲେ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିବ ନାହିଁ।!-->…
Read More...
Read More...
ବାତ୍ୟା ‘ଜୱାଦ’ ସଂପର୍କରେ ଆସିଲା ନୂଆ ତଥ୍ୟ
ଭୁବନେଶ୍ବର: ସମୂଦ୍ର ଭିତରେ ବଳ ଗୋଟାଇ ମାଡି ଆସୁଛି ବାତ୍ୟା ‘ଜୱାଦ’। ଆସନ୍ତାକାଲି ମଧ୍ୟାହ୍ନରେ ପୁରୀରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା। ହେଲେ ସେତେବେଳକୁ ତାର ତେଜ କମିଯାଇଥିବ। ପୂର୍ବାପେକ୍ଷା ଯଥେଷ୍ଟ କମ୍। ଏହା ଭୀଷଣ ରୂପ ନେଇପାରିବ ନାହିଁ। ବରଂ ସାମୁଦ୍ରିକ ବାତ୍ୟା ହିସାବରେ ତାର!-->…
Read More...
Read More...