ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

ସାଙ୍ଗ ସାଜିଲା ସୈତାନ

ନୃଶଂସତାର ସବୁ ସୀମା ଟପିଗଲେ ଦୁର୍ବୃତ୍ତ । ବଲାଙ୍ଗୀରରୁ ଆସିଛି ଏଭଳି ଏକ ଛାତିଥରା ଦୃଶ୍ୟ ଏହାକୁ ଯେକେହିବି ଦେଖିଲେ ବିଚଳିତ ହୋଇଯିବ । ସାଙ୍ଗ ସାଜିଲା ସୈତାନ । ଦୁଇ ଜଣ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ପେଟ୍ରୋଲ ଢାଳି ପୋଡିଦେଇଛନ୍ତି । ଆଉ ପୋଡିବାର ଲାଇଭ ଭିଡିଓ ମଧ୍ୟ କରିଛନ୍ତି ।
Read More...

ଡିସେମ୍ବର ପ୍ରଥମ ସପ୍ତାହରେ ବର୍ଷା

ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡମାନ ସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । କ୍ରମଶଃ ଏହି କ୍ଷେତ୍ର ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗରେ ଅଗ୍ରସର ହୋଇ ୪୮ ଘଣ୍ଟା ରେ ଅଧିକ ଘନୀଭୂତ ହୋଇ ମଧ୍ୟରେ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି । ୪-୫ ତାରିଖ ବେଳକୁ
Read More...

ଖୁବ ଜୋରରେ ମାଡ଼ି ଆସୁଛି କରୋନାର ନୂଆ ରୂପ!

ଚିନ୍ତା ବଢାଇଲା ନୂଆ ଭ୍ୟାରିଆଣ୍ଟ, ୬ଟି ଦେଶକୁ ବିମାନ ଉଡାଣ ରଦ୍ଦ କଲା ୟୁକେଭାରତ ବି ସତର୍କ ହେଲାଣି, ସବୁ ରାଜ୍ୟକୁ ଚିଠି ଲେଖି ଜଣାଇଲେ ରାଜେଶ ଭୂଷଣ ଦକ୍ଷିଣ ଆଫ୍ରିକାରେ କରୋନା ନୂଆ ଭ୍ୟାରିଆଣ୍ଚ ଚିହ୍ନଟ ପରେ ଏହାକୁ ନେଇ ଚିନ୍ତା ବଢିଛି। ଏହି ଭ୍ୟାରିଆଣ୍ଟକୁ ଅଧିକ ବିପଜ୍ଜନକ ବୋଲି
Read More...

୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୩ ବର୍ଷ; ଆଜି ବି ଥରିଉଠେ ଛାତି

ନୂଆଦିଲ୍ଲୀ: ୨୬/୧୧ । ଏଇଟା ଏମିତି ଏକ ଦିନ ଯାହାକୁ ଭୁଲିପାରିବନି ଭାରତ। ୧୩ ବର୍ଷ କ'ଣ ୧୦୦ ବର୍ଷ ବିତିଗଲେ ସେଦିନ ମୁମ୍ବାଇରେ ହୋଇଥିବା ଆତଙ୍କୀ ଆକ୍ରମଣର ଚିତ୍ରକୁ ଭୁଲିପାରିବେନି କେହି ବି ଭାରତୀୟ। ଚାରିଆଡେ ଆତଙ୍କର ଭୟ ଓ ଭୂଇଁରେ ମରିପଡିଥିଲା ଲୋକଙ୍କ ମୃତଦେହ। ଆତଙ୍କୀଙ୍କ ହାତରେ
Read More...

ଚାଷୀ ଆନ୍ଦୋଳନକୁ ଆଜି ବର୍ଷେ: ନରମିବେ କ’ଣ ଗର୍ଜିଲେଣି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିବା ପରେ ଚାଷୀ ନେତା ଆନ୍ଦୋଳନରୁ ଓହରୁନାହାନ୍ତି କି ତୁନି ପଡୁନାହାନ୍ତି। ବରଂ ଏମଏସପି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଦେଲେଣି। ଆଉ ପାଦେ ଆଗକୁ ଯାଇ ଭାରତୀୟ କିଷାନ
Read More...

ଗୋଲ୍ ବର୍ଷା କରି କାନାଡାକୁ ଧୋଇଦେଲା ଭାରତ

ଭୁବନେଶ୍ବର: ଦ୍ବିତୀୟ ମ୍ୟାଚରୁ ଆୟୋଜକ ଭାରତ କନିଷ୍ଠ ପୁୁରୁଷ ହକି ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର କାନାଡାକୁ ୧୩-୧ରେ ପରାସ୍ତ କରି ନିଜର ଦମଦାର ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଛନ୍ତି ଖେଳାଳି। ଅନ୍ୟପକ୍ଷରେ କାନାଡା ଲଗାତାର ଦ୍ବିତୀୟ
Read More...

ବିଜେପିକୁ ଟକ୍କର ଦେବାକୁ ପାଗ ଭିଡୁଛନ୍ତି ଅଖିଳେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାହା ହାତକୁ ଯିବ, ତା ଉପରେ ବି ସମଗ୍ର ଦେଶରେ ରାଜନୈତିକ ଚର୍ଚ୍ଚା ଆଲୋଚନା ବଢ଼ିବାରେ ଲାଗିଛି। ନିର୍ବାଚନ କିଛି ମାସ ବାକି ଥିଲେ ହେଁ, ରାଜନୈତିକ ଦଳଗୁଡିକ ସମର ସଜ୍ଜା ଆରମ୍ଭ କରିସାରିଲେଣି। ବିଜେପି-ସମାଜବାଦୀ ପାର୍ଟି ଭିତରେ ମୁଖ୍ୟତଃ ଲଢ଼େଇ ହେବ ବୋଲି
Read More...

ଶକ୍ତି ବଢ଼ାଇଲେଣି ମମତା, ଓଡ଼ିଶା ଉପରେ ବି ଆଖି

ନୂଆଦିଲ୍ଲୀ: ଧୀରେ ଧୀରେ ପଶ୍ଚିମବଙ୍ଗରୁ ପାଦ ବାହାର କରି ତୃଣମୂଳକ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଅନ୍ୟସବୁ ରାଜ୍ୟରେ ପାଦ ରଖିବାକୁ ଯୋଜନା କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଆସନ ବାରାଣାସୀ ଏବଂ ମୁମ୍ବାଇ ଉପରେ ବି ତାଙ୍କର ଆଖି ପଡ଼ିିଛି। ମେଘାଳୟରେ ପୂର୍ବତନ ବିଧାୟକ
Read More...

ଗମ୍ଭୀରଙ୍କୁ ଆଇଏସଆଇଏସର ହତ୍ୟା ଧମକ

ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀ ନିର୍ବଚନମଣ୍ଡଳୀର ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ । ‘ଆଇଏସଆଇଏସ କାଶ୍ମୀର’ ପକ୍ଷରୁ ତାଙ୍କ ହତ୍ୟା ଧମକ ଦିଆଯାଇଥିବା ସେ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଡିସିପି କେନ୍ଦ୍ରୀୟ ଶ୍ୱେତା ଚୌହ୍ୱାନ କହିଛନ୍ତି, ଏନେଇ ଆମେ
Read More...

ମହାପ୍ରଭୁଙ୍କ ପାଇଁ ମହାଯୋଜନା

ଚମକିବ ଶ୍ରୀମନ୍ଦିର ପରିକ୍ରମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଗଜପତି ମହାରାଜ ଏବଂ ମହାଯଜ୍ଞରେ ପୂର୍ଣ୍ଣାହୂତି ମଧ୍ୟ ଦେଇଛନ୍ତି । ପ୍ରକଳ୍ପର ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଆଜିର ଦିନ ଓଡିଶା ପାଇଁ
Read More...