ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

ହଠାତ କ’ଣ ହେଲା ,ଲୋକେ କାହିଁକି ଛାଡିଲେ ମୋବାଇଲ୍

ଗୋଟିଏ ମାସରେ ଓଡ଼ିଶା ହରାଇଲା ସାଢେ ୧୧ଲକ୍ଷ ଉପଭୋକ୍ତାଜିଓରୁ କଟିଲେ ସର୍ବାଧିକ ୯ ଲକ୍ଷ ୯୮ ହଜାର ଉପଭୋକ୍ତାବିଏସଏନଏଲ୍ ବି ପ୍ରଭାବିତ ହୋଇଛି ସେପ୍ଟେମ୍ବର ରିପୋର୍ଟରେଦେଶର ବିଭିନ୍ନ ଟେଲିଫୋନ୍ ସେବାରୁ ଦୂରେଇଲେ୨.୭୦କୋଟିଟେଲିକମ୍ କମ୍ପାନି ଚିନ୍ତାରେ, କାହିଁକି ଏମିତି ହେଲା
Read More...

ଜିତିଗଲା ଯମ, ହାରିଗଲା ଜୀବନ

ଭୁବନେଶ୍ବର: ହେ ଭଗବାନ! ତମେ କେଡେ ନିଷ୍ଠୁର! ଭେଣ୍ଡିଆ ପୁଅକୁ ହରାଇବା ପରେ ମାଆର କୋଳଶୂନ୍ୟ କରିଦେଲ! ଗୋଟେ ବେସାହାରା ବାପାର ବିଶ୍ୱାସ ଭାଙ୍ଗିଦେଲ! ମୃତ୍ୟୁ ସହ ଲଢିଲଢି ଶେଷରେ ହସ୍ପିଟାଲ ବେଡରେ ହାରିଗଲେ ଅମ୍ରିତ। ଜୀବନ ଯୁଦ୍ଧରେ ପରାଜିତ ହେଲେ। ବଞ୍ଚାଇ ପାରିଲାନି ବ୍ୟୟ
Read More...

ଦେଇଥିବା କଥା ରଖିଲେ ନିର୍ମଳା

ଓଡ଼ିଶାକୁ ମିଳିଲା ୪୩୦୫. ୩୨ କୋଟି ଟଙ୍କାସବୁଠାରୁ ଅଧିକ ପାଇଲା ଉତ୍ତରପ୍ରଦେଶଦୁଇଟି କିସ୍ତି ଏକକାଳୀନ ପ୍ରଦାନ କଲେ କେନ୍ଦ୍ର ନୂଆଦିଲ୍ଲୀ: ରାଜ୍ୟମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ କେନ୍ଦ୍ର ସରକାର ପାଳନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତମାସରେ କେନ୍ଦ୍ରୀୟ
Read More...

କୃଷି ଆଇନ ପ୍ରତ୍ୟାହାରରେ ଆଜି ଲାଗିବ ମୋହର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ। ସଂସଦରେ ଶୀତକାଳୀନ ଅଧିବେଶନ ଆଗରୁ ଆଜି ଦିନ ୧୧ଟାରେ ବସିବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋହର ବାଜିବ। ତିନି କୃଷି ଆଇନ ପ୍ରତ୍ୟାହାର ସଂପର୍କିତ ପ୍ରସ୍ତାବ
Read More...

ଛାଡପତ୍ର ନେବେ କି ପ୍ରିୟଙ୍କା?

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ବଲିଉଡ଼ରୁ ନେଇକି ହଲିଉଡ଼ ଯାଏଁ ସମସ୍ତଙ୍କ ପ୍ରିୟ ଯୋଡି । କିନ୍ତୁ ଏବେ ଦୁଇ ଜଣଙ୍କୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି । ସୋମବାର ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମର ବାୟୋରେ ପରିବ ର୍ନ କରିଛନ୍ତି । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।
Read More...

ବର ଆସିଲାନି ବାହାଘରକୁ ..

ବର ଘର ଆଗରେ କନ୍ୟାର ଧାରଣା । ରାତିସାରା ବୋହୂବେଶରେ ଧାରଣାରେ ବସିଲେ ଯୁବତୀ । ଏମିତି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବ୍ରହ୍ମାନଗରରେ । ପ୍ରତିଶୃତି ଦେଇ ବର ନଆସିବାରୁ ରାତିସାରା କନ୍ୟାର ପ୍ରତିବାଦ । ବିବାହ ପାଇଁ ଦୁଇ ଦୁଇ ଥର ଲଗ୍ନ ସ୍ଥି ପରେ ବି ବାହାଘର ହୋଇପାରିନି । କନ୍ୟା
Read More...

ବଦଳିବ ଯମୁନା ଏକ୍ସପ୍ରେସ ୱେ ର ନାଁ

ବଦିଳିବ ଯମୁନା ଏକ୍ସପ୍ରେସର ନାଁ । ଉତ୍ତର ପ୍ରଦେଶର ଯୋଗୀ ସରକାର ଯମୁନା ଏକ୍ସପ୍ରେସର ନାଁ ବଦଳାଇବାକୁ ବିଚାର କରୁଛନ୍ତି । ସୂଚନା ରହିଛି ଯେ, ଯମୁନା ଏକ୍ସପ୍ରେସକୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ରଖାଯିବ। କୁହାଯାଉଛି ଯେ,ଜେୱର ବିମାନବନ୍ଦର ପାଇଁ ଭୂମି
Read More...

ଚର୍ଚ୍ଚାକୁ ଆସିଲା ଓଡ଼ିଆ ବୋହୁଙ୍କ ଓଡ଼ିଶା ପ୍ରୀତି

ଉଷା ପାଢୀଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆଙ୍କ ପ୍ରଶଂସାଉଷା ଏବେ ଏହି ମନ୍ତ୍ରାଳୟରେ ଯୁଗ୍ମ ସଚିବ ଅଛନ୍ତି, ଉଡ଼ାନ୍ ଦାୟିତ୍ବରେ ବି ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ସଫଳତା ପଛରେ ବି ରହିଛି ଉଷାଙ୍କ ହାତଝାରସୁଗୁଡା ବିମାନବନ୍ଦର ହେଲା, ଉତକେଲା, ଜୟପୁର ପାଇଁ
Read More...

ଆଷ୍ଟ୍ରଏଡ୍‌କୁ ଧକ୍କା ଦେବ ନାସାର ସ୍ପେସକ୍ରାଫ୍ଟ

ଆମେରିକା ନାସା ଓ ସ୍ପେସଏକ୍ସ ଆସନ୍ତାକାଲି ଅର୍ଥାତ ୨୪ ତାରିଖରେ ଏମିତି ଏକ ସ୍ପେସକ୍ରାଫ୍ଟ ଲଞ୍ଚ କରିବ ଯାହା ଆଷ୍ଟ୍ରଏଡ ଉପରେ ଆକ୍ରମଣ କରିବ। ଏହାର ଉଦ୍ଦେଶ୍ୟ କେବଳ ଏହା ଯେ, ଚନ୍ଦ୍ର ଉପରେ ଏହାର କିଛି ପ୍ରଭାବ ପଡୁଛି କି ନାହଁ ଜାଣିବା। ଫଳରେ ଭବିଷ୍ୟତରେ ଯଦି କୌଣସି ଗ୍ରହାଣୁ ପୃଥିବୀ
Read More...

ପଞ୍ଜାବ ରାଜନୀତି ତେଜିଲା; ଭୋଟ ପାଇଁ ବିକଳ ବିଜେପି-ଆପ୍-କଂଗ୍ରେସ

ବିବାଦୀୟ ଚାଷୀ ବିଲ୍ ପ୍ରତ୍ୟାହାର କରି ଖେଳ ଆରମ୍ଭ କରିଛି ବିଜେପିଶିରୋମଣି ଅକାଳୀ ଦଳ ଓ ଅମରିନ୍ଦରଙ୍କୁ ସାଙ୍ଗରେ ନେଇପାରନ୍ତି ଗେରୁଆ ଦଳଟଜିତିଲେ ମହିଳାଙ୍କୁ ମାସକୁ ହଜାରେ ଟଙ୍କା ଲେଖାଏଁ ଦେବାକୁ କେଜ୍ରିଓ୍ବାଲଙ୍କ ଘୋଷଣାମୃତ ଚାଷୀଙ୍କ ପରିବାରର ଜଣକୁ ଚାକିରି ଦେବାକୁ ଘୋଷଣା କଲେ
Read More...