Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ଶୀତ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ
ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ଆଜି ଏହି ବୈଠକ ବସିବ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସରକାରଙ୍କ ତରଫରୁ ଅଂଶ!-->…
Read More...
Read More...
ଏକାଠି ନଜର ଆସିବେ ଅମୀର-ରଣବୀର
ବଲିଉଡ ସୁପରଷ୍ଟାର ଅମୀର ଖାନ୍ ଓ ଇଣ୍ଡଷ୍ଟ୍ରିର ରାଇଜିଙ୍ଗ ସୁପରଷ୍ଟାର ରଣବୀର କପୁରଙ୍କୁ ଗୋଟିଏ ଫିଲ୍ମରେ ଏକା ସାଙ୍ଗରେ ଦେଖିବାକୁ ମିଳିପାରେ । ଅମୀର ଓ ରଣବୀରଙ୍କ ମଧ୍ୟରେ ଗୋଟେ ସମାନ କଥା ହେଲା ଯେ, ଉଭୟ ବହୁତ କମ ଫିଲ୍ମ କରିଥାନ୍ତି । ବର୍ଷେ କିମ୍ବା ଦୁଇ ବର୍ଷରେ ଗୋଟିଏ କିମ୍ବା ୨ଟି!-->…
Read More...
Read More...
ଡେଲ୍ଟାଠାରୁ ବି ଅତି ଭୟଙ୍କର କରୋନାର ନୂଆ ପ୍ରଜାତି
କରୋନାର ନୂଆ ପ୍ରଜାତି ବି.ୱାନ.ୱାନ.୫୨୯କୁ ନେଇ ଚିନ୍ତା ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନୂଆ ଭ୍ୟାରିଆଣ୍ଟ କୁ ଓମିକ୍ରନ ନାଁରେ ନାମିତ କରିଛି । ତେବେ ଏହି ନୂଆ ଭ୍ୟାରିଆଣ୍ଟ ଡେଲଟା ଠାରୁ ବି ଅତି ମାରାତ୍ମକ ହୋଇପାରେ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତିକୁ ନେଇ!-->…
Read More...
Read More...
ମନି ଲଣ୍ଡରିଂ ମାମଲାରେ ବଢିବ କି ଜ୍ୟାକଲିନଙ୍କ ଅଡୁଆ!
ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫଣ୍ଣାଡିଜଙ୍କ ନାଁ ସାମନାକୁ ଆସିଥିଲା । ଏବେ ଏହି ମାମଲାରେ ବଡ଼ ପ୍ରମାଣ ହାତରେ ଲାଗିଛି । ଜ୍ୟାକଲିନ ଫର୍ଣ୍ଣାଡିଜ ଓ ସୁକେଶ ଚନ୍ଦ୍ରଶେଖରଙ୍କ ମଧ୍ୟରେ ଅନ୍ତରଙ୍ଗ ମୁହୁର୍ତ୍ତ ର୍ର ଏକ ଫଟୋ ସାମନାକୁ ଆସିଛି । ଏହି ଫଟୋ ହିଁ ପ୍ରମାଣ ପାଇଁ ଯଥେଷ୍ଟ!-->…
Read More...
Read More...
ହସ୍ପିଟାଲରେ ଆଜି ବନ୍ଦ ରହିବ ଓପିଡି
ନିଟ୍ ପିଜି କାଉନସେଲିଂରେ ବିଳମ୍ବ ହେତୁ ଆଜି ଦେଶର ଅନେକ ରାଜ୍ୟରେ ଡାକ୍ତରଖାନା ଗୁଡିକରେ ଓପିଡି ସେବା ବନ୍ଦ ରହିବ । ପୂର୍ବରୁ ଫେଡେରେସନ ଅଫ ରେସିଡେଣ୍ଟ ଡାକ୍ତର ସଂଘ ବନ୍ଦ ନେଇ ଘୋଷଣା କରିଥିଲେ । ଯାହା ପରେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ, ଆରଏମଏଲ ସମେତ ଅନ୍ୟ ଡାକ୍ତରଖାନାଗୁଡିକରେ ଘରୋଇ!-->…
Read More...
Read More...
ଜର୍ମାନୀରେ ଚିକିତ୍ସିତ ହେଉଛନ୍ତି ଅନୀଲ କପୁର…
ବଲିଉଡ଼ର ଭେଟେରାନ ଅଭିନେତା ଅନୀଲ କପୁର ଜର୍ମାନୀ ଗସ୍ତର ଶେଷ ଦିନର ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ଅନୀଲ ଏହା ଖୁଲାସା କରିଛନ୍ତି ଯେ, ଆଜି ତାଙ୍କର ଚିକିତ୍ସାର ଶେଷ ଦିନ । ଏବଂ ଏଥିପାଇଁ ସେ ଜର୍ମାନୀର ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଯାଉଛନ୍ତି । ଭିଡିଓରେ ଅନୀଲ କପୁର ଏକ କଳା!-->…
Read More...
Read More...
କରୋନା ନୂଆ ରୂପ ନେଇ ମୁହଁ ଖୋଲିଲା‘ହୁ’; ଭାରତରେ ଆଲର୍ଟ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭ୍ୟାରିଆCd' ଓମିକ୍ରୋନ ଚିହ୍ନଟ ପରେ ଆଲର୍ଟରେ ଭାରତ ସରକାର। ନୂଆ ଭ୍ୟାରିଆଣ୍ଟକୁ ନେଇ ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। କୁହାଯାଉଛି ଯେ, ଏହି ବୈଠକରେ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଆଲୋଚନା ହୋଇପାରେ।କରୋନାର ପ୍ରଥମ!-->…
Read More...
Read More...
ଆଜି ବଡ଼ଠାକୁର ହେବେ ପଢୁଆଁ
ମାମୁଁ ଘର ମାଧବ ପୀଠରୁ ପହଞ୍ଚିସାରିଛି ପଢ଼ୁଆଁ ଭାର
ପୁରୀ: ପ୍ରଥମାଷ୍ଟମୀରେ ପଢ଼ୁଆଁ ହେବେ ଶ୍ରୀଜିଉ। ନୂଆବସ୍ତ୍ର ପିନ୍ଧି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ବଡ଼ଠାକୁର। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ସ୍ବତନ୍ତ୍ର ରୀତିନୀତି ଖଞ୍ଜା ଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ!-->!-->!-->…
Read More...
Read More...
ଭାଇରାଲ ହେଲା ଓକିଲଙ୍କ ବିବାହ କାର୍ଡ
ଆଜିକାଲି ବାହାଘର ନିମନ୍ତ୍ରଣ କାର୍ଡକୁ ନେଇ ଲୋକେ ଅଧିକ ସମ୍ବେଦନଶୀଳ ହୋଇଯାଇଛନ୍ତି। କାର୍ଡର ଡିଜାଇନ,କଲର ଓ ଏହାର ଲେଖା କିଭଳି ଅଧିକ ସୁନ୍ଦର ଓ ଆକର୍ଷଣ କରିହେବ ସେ ନେଇ ସମସ୍ତେ ଚିନ୍ତା କରୁଛନ୍ତି । ହେଲେ ଏବେ ସୋସିଆଲ ମିଡିଆରେ ଏକ ବାହାଘର କାର୍ଡ ଭାଇରାଲ ହୋଇଛି । ଆସାମ ଗୌହାଟିର ଜଣେ!-->…
Read More...
Read More...
ସେୟାର ବଜାରରେ ସଂକ୍ରମଣର ପ୍ରଭାବ
ସେୟାର ବଜାରରେ ଭୂକମ୍ପ । କ୍ରାସ ହେଲା ସେୟାର ମାର୍କେଟ । ମାତ୍ର ୨ ଘଣ୍ଟା ରେ ସାଢେ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ । ୭ ମାସର ବ୍ୟବଧାନ ପରେ ଏହା ସବୁଠୁ ବଡ଼ କ୍ଷତି ବୋଲି କୁହାଯାଉଛି । କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ଓ ୟୁରୋପରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଏହାର!-->…
Read More...
Read More...