Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
ଇତିହାସ ରଚିଲା ଭାରତ
୪୧ବର୍ଷ ପରେ ଜାତୀୟ ଖେଳରେ ବ୍ରୋଞ୍ଚ ପଦକ ଜିତିଲା ଭାରତପ୍ରଧାନମନ୍ତ୍ରୀ କହିଲେ ଆଜି ଦେଶ ପାଇଁ ଏକ ଐତିହାସିକ ଦିନସଂପ୍ରତି ଭାରତୀୟ ଦଳର ପୃଷ୍ଠପୋଷକ ଦାୟିତ୍ବରେ ରହିଛି ଓଡ଼ିଶା
ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ । ୪୧ ବର୍ଷ ପରେ ଭାରତ ପୁରୁଷ ହକି ଦଳକୁ ଅଲିମ୍ପିକ୍ସରୁ ମିଳିଛି!-->!-->!-->…
Read More...
Read More...
ମହାଲକ୍ଷ୍ମୀଙ୍କୁ ଏହି ମନ୍ତ୍ରରେ ସ୍ମରଣ କଲେ…
ସରସିଜ ନିଳୟେ ସରୋଜହସ୍ତେ।ଧବଳ ତରାଂଶୁକଗନ୍ଧମାଲ୍ୟଶୋଭେ।।ଭଗବତୀ ହରିବଲ୍ଲଭେ ମନୋଜ୍ଞୋ।ତ୍ରିଭୁବନଭୂତିକରି! ପ୍ରସୀଦ ମହ୍ୟମ୍।।
Read More...
Read More...
ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର
୩ ମାସ ପରେ ପୁଣି ହେବ ଭକ୍ତ-ଭଗବାନ ମିଳନ । କାଳିଆ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଂଚ ଦିନ ପୁରୀ ସହରବାସୀଙ୍କୁ ଜଗା ଦର୍ଶନ କରିବାକୁ ସୁଯୋଗ ମିଳିବ । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବା ୨୦ରୁ ୨୨!-->!-->!-->…
Read More...
Read More...
ତୃତୀୟ ଲହର ସଂପର୍କରେ ସତର୍କତା
ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ଆଜି!-->…
Read More...
Read More...
ଇଡି କରିବ ତଦନ୍ତ
ପିଏସ ବିରଞ୍ଚି ସାହୁଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ କରିବ ପ୍ରବ ର୍ନ ନିର୍ଦ୍ଦେଶାଳୟ । ବେଆଇନ ଆର୍ଥିକ କାରବାର ନେଇ ତଦନ୍ତ କରିବ ଇଡି । ବେଆଇନ ଟଙ୍କା କାରବାରର ଖୋଳତାଡ଼ କରିବ ପ୍ରବ ର୍ନ ନିର୍ଦ୍ଦେଶାଳୟ । ଏତେ ଟଙ୍କା କେଉଁଠୁ ଆସିଲା । ସେ ନେଇ ସତ ବାହାର କରିବ ଇଡି । ଇଡି!-->…
Read More...
Read More...
ବ୍ରୋଞ୍ଜ ଆଣିଲେ ଲଭଲିନା
ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ମିଳିଛି ଆଉ ଏକ ପଦକ । ଭାରତ ପଦକ ସଂଖ୍ୟା ୩ରେ ପହ ିଛି । ଭାରତୀୟ ମହିଳା ବକ୍ସର ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ବକ୍ସିଂର ୬୯ କେଜି ବର୍ଗରେ ଲଭଲିନାଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ବକ୍ସିଂ ସେମିଫାଇନାଲ କଡା ଟକ୍କର ସତ୍ୱେ ତାଙ୍କୁ!-->…
Read More...
Read More...
କମିଥିଲା ପୁଣି ବଢିଲା
ସେପଟେ ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମଣ । ସୋମବାର ହଠାତ ହଜାରକୁ ସଂକ୍ରମିତଙ୍କ ସଂଖ୍ୟା ଖସିଆସିଥିଲା । ଏହା ପରେ ଗତ ଦୁଇ ଦିନ ହେବ ପୁଣି ସଂକ୍ରମଣ ବଢିଛି ।ଦୁଇଟି ଜିଲ୍ଲା କଟକ ଓ ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ଥିବା ବେଳେ ଖୋର୍ଦ୍ଧାରେ ପୁଣି ୪୦୦ ଟପିଛି । ତେବେ!-->…
Read More...
Read More...
କୁସ୍ତିରେ କମାଲ
ଟୋକିଓ ଅଲିମ୍ପିକ୍ସରେ ଭାରତ ଦମଦାର ପ୍ରଦର୍ଶନ କରିଛି । ରେସଲିଂରେ ସେମିଫାଇନାଲକୁ ଗଲେ ରବି ଦାହିଆ ଓ ଦୀପକ ପୁନିଆ । କ୍ୱାର୍ଟର ଜିତି ସେମିଫାଇନାଲରେ ଏଂଟ୍ରି କରିଛନ୍ତି ଦୀପକ ପୁନିଆ ଓ ରବି ଦାହିଆ । ୮୬ କେଜି ଫ୍ରି ଷ୍ଟାଇଲରେ ଚାଇନା ପ୍ରତିଦ୍ୱନ୍ଦୀଙ୍କୁ ହରାଇଲେ ଦୀପକ । ୬-୩ରେ ସେ ଚାଇନ!-->…
Read More...
Read More...
ଏଇ ମାସରେ ଖୋଲିବ ଶ୍ରୀମନ୍ଦିର?
ଅଗଷ୍ଟ ମାସରେ କଟକଣା କୋହଳ ହେବା ପରେ ଧିରେ ଧିରେ ସମସ୍ତ ଜିଲ୍ଲାର ଖୋଲୁଛି ଧର୍ମାନୁଷ୍ଠାନ । ତେବେ ଆଜି ଶ୍ରୀମନ୍ଦିର ଖୋଲିବା ନେଇ ବଡ଼ ନିଷ୍ପତି ଆସିପାରେ ।ଶ୍ରୀମନ୍ଦିର କେବେ ଖାଲିବ ସେ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ବସିବ । ବୈଠକରେ ମନ୍ଦିର!-->…
Read More...
Read More...
ଭାରତର ବଢୁଛି ପଦକ ଆଶା
ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ବଢୁଛି ପଦକ ଆଶା । ଆଜି ଜାଭଲିନ ଥ୍ରୋରେ ରୋମାଞ୍ଚକ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ ଚୋପ୍ରା । ଗ୍ରୁପ ‘ଏ’ର ପ୍ରଥମ ସ୍ଥାନରେ ସେ ରହିଛନ୍ତି । ଫାଇନାଲରେ ପହ ିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ଟାର୍ଗେଟ ୮୩.୫ ମିଟର ଥିବା ବେଳେ ୮୬.୬୫!-->…
Read More...
Read More...