Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
ଦରମା ବଢିଲେ ‘ମୋ ବସ’ ଗଡ଼ିବ
ଭୁବନେଶ୍ବର: ଆଜିଠୁ ସମସ୍ତ ରୁଟରେ 'ମୋ ବସ' ଗଡିବା ନେଇ ଘୋଷଣା ହୋଇଥିଲା। କିନ୍ତୁ ଆଜି ଭୁବନେଶ୍ୱରରେ ଗଡିବନି । ଦରମା ବୃଦ୍ଧି ପାଇଁ 'ମୋ ବସ' ଡ୍ରାଇଭର ସମେତ ସମସ୍ତ କର୍ମଚାରୀ ଆନ୍ଦୋଳନରେ ଥିବାରୁ ବସ ଚଳାବଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱର ଡିପୋରୁ ୧୨୮ 'ମୋ ବସ' ଗଡୁନି।
ଆନ୍ଦୋଳନ!-->!-->!-->…
Read More...
Read More...
ସୋମବାର ପାଇଁ ଶ୍ରୀଲୋକନାଥ ମନ୍ତ୍ର
ନମସ୍ତେ ଲୋକନାଥାୟ ହ୍ୟକର୍ମକର୍ମଦାୟିନେ।ନମସ୍ତେ ବୃଷଭାରୂଢମୁମାପତିଂ ନମାମ୍ୟହମ୍।।
Read More...
Read More...
ସୁନାଝିଅ ସିନ୍ଧୁ
ଟୋକିଓରୁ ଭାରତ ପାଇଁ ଭଲ ଖବର । ଭାରତୀୟ ପଦକ ତାଲିକାରେ ଯୋଡିହେଲା ଆଉ ଏକ ପଦକ । ବ୍ୟାଡମି ନ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ପଦକ ଆଣିଛନ୍ତି ସଟଲର ପିଭି ସିନ୍ଧୁ । ଚୀନର ବିଙ୍ଗ ଜିଆଉଙ୍କୁ ହରାଇ ବ୍ରୋଞ୍ଜ ପଦକ ହାତେଇଛନ୍ତି ସିନ୍ଧୁ । ସିନ୍ଧୁଙ୍କ ଏହି ବିଜୟରେ ଭାରତରେ ଖୁସିର ମାହୋଲ!-->…
Read More...
Read More...
ବାପା ଉପରେ ରାଗ, ବଳି ପଡିଲା ପୁଅ!
ଶତ୍ରୁତାରୁ ଶିଶୁକୁ ହତ୍ୟା କରିବାକୁ ପଛାଇନାହିଁ ଅଭିଯୁକ୍ତ । ଆଉ ଶିଶୁକୁ ହତ୍ୟା କରିବା ପରେ ହାରମନିୟରେ ଲୁଚାଇବାକୁ ଫୋପାଡି ଦେବାକୁ ଯୋଜନା କରିଥିଲା । କିନ୍ତୁ ଏହା ପୂର୍ବରୁ ଧରାପଡିଯାଇଛି ସତ । ମାଲକାନଗିରି ଏମଭି ୧୯ରୁ ଆସିଛି ଏଭଳି ସାଂଘାତିକ ଖବର । ଏମଭି ୧୯ ଗାଁର ହାରାଧନ ମଣ୍ଡଳଙ୍କ!-->…
Read More...
Read More...
ଦିଲ୍ଲୀରେ ପହଞ୍ଚିଲା କେନ୍ଦ୍ରାପଡା ରସାବଳୀ କଥା
ଭୁବନେଶ୍ବର: ରସାବଳୀ ଓଡିଶାର। ବଳଦେବୀଜୀଉଙ୍କ ମୁଖ୍ୟ ପ୍ରସାଦ ହେଉଛି ରସାବଳୀ । ତେଣୁ ରସାବଳୀଜୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ସାଂସଦ।
ତିନି ସାଂସଦ ସୁବାସ ସିଂ, ମୁନ୍ନା ଖା୍ଁ, ଏବଂ ମମତା ମହନ୍ତ ଆଜି ଦିଲ୍ଲୀରେ!-->!-->!-->…
Read More...
Read More...
କେବେ ପୂର୍ବତନ ଡିଜି, ମୁଖ୍ୟସଚିବ ତ ଆଉ କେବେ ପୂର୍ବତନ ଜିଲ୍ଲାପାଳ
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ଅଫିସ କେଳେଙ୍କାରୀ-୨
ଭୁବନେଶ୍ବର: ପ୍ରାରମ୍ଭିକ ଆକଳନ କରି ରାଜ୍ୟ ଭିଜିଲାନ୍ସ ଟିମ୍ ଯେଉଁ ତଥ୍ୟ ପାଇଛନ୍ତି, ତାହା ଦର୍ଶାଉଛି ଯେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ପିଏସ୍ ବା ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ ନିଜ ରୋଜଗାର ଠାରୁ ପ୍ରାୟ!-->!-->!-->…
Read More...
Read More...
ସଂକ୍ରମଣ ହାର ୨% ତଳକୁ ଖସିଲା
ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ କରାଯାଇଥିବା କେବଳ କଟକ, ପୁରୀ,ଖୋର୍ଦ୍ଧା ଉପରେ ସରକାର ନଜର ରଖିଛନ୍ତି। କାରଣ ଏହି ୩ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିିଁ। ଗତ ୨୪ ଘଣ୍ଟା ମଧ୍ୟରେ ଏହି ୩ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନେକ ଦିନ!-->…
Read More...
Read More...
ଡଃ ମହାପାତ୍ରଙ୍କ ବହି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
ସ୍ୱର୍ଗତ ମହାପାତ୍ରଙ୍କ ସପରିବାର ଉପସ୍ଥିତିରେ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟଗଳ୍ପ’ ପୁସ୍ତକ ଉନ୍ମୋଚନ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିବା ବେଳେ ଭାବୁକ ହେଲେ କେନ୍ଦ୍ରମନ୍ତ୍ରୀ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’କୁ ଉନ୍ମୋଚନ କରି କୃତଜ୍ଞ କୋଭିଡ୍ ସମୟରେ!-->…
Read More...
Read More...
ବିନା ପରୀକ୍ଷାରେ ରେକର୍ଡ ପାସହାର
ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ବିଜ୍ଞାନରେ ପାସ ହାର ରହିଛି ୯୫.୧୫% । ୯୪ ହଜାର୫୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୮୯ ହଜାର୯୫୧ ଜଣ । ୫୦ ହଜାର ୧୯୮ ଜଣ ଛାତ୍ର ପାସ କରିଥିବା ବେଳେ ୩୯!-->…
Read More...
Read More...
ସବୁ ଖୋଲିଲା, ଅଳ୍ପ କିଛି ବନ୍ଦ ରହିଲା
ଭୁବନେଶ୍ବର: ଆସିଲା ଅଗଷ୍ଟ ମାସର ନିୟମାବଳୀ। ରାଜ୍ୟ ସରକାର ତାଲା ଖୋଲା ଆରମ୍ଭ କରିଛନ୍ତି। ଏ ଓ ବି କାଟାଗୋରି ଜିଲ୍ଲା ହିସାବକୁ ବି ହଟାଇ ଦିଆଯାଇଛି। ସେପ୍ଟେମ୍ବର ପହିଲା ଅର୍ଥାତ୍ ମାସକ ପାଇଁ ଜାରି ନିର୍ଦେଶନାମାରେ ଅନେକ କୋଭିଡ଼ କଟକଣାକୁ କୋହଳ କରାଯାଇଛି।
ସୂଚନା ଦେଇ ସ୍ବତନ୍ତ୍ର!-->!-->!-->…
Read More...
Read More...