Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍ରେ ରୋକ, ଡିଜିଟାଲ ଡାଟାବେସ୍ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା
Browsing Category
Today’s Highlight
ବିନା ପରୀକ୍ଷାରେ ରେକର୍ଡ ପାସହାର
ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ବିଜ୍ଞାନରେ ପାସ ହାର ରହିଛି ୯୫.୧୫% । ୯୪ ହଜାର୫୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୮୯ ହଜାର୯୫୧ ଜଣ । ୫୦ ହଜାର ୧୯୮ ଜଣ ଛାତ୍ର ପାସ କରିଥିବା ବେଳେ ୩୯!-->…
Read More...
Read More...
ସବୁ ଖୋଲିଲା, ଅଳ୍ପ କିଛି ବନ୍ଦ ରହିଲା
ଭୁବନେଶ୍ବର: ଆସିଲା ଅଗଷ୍ଟ ମାସର ନିୟମାବଳୀ। ରାଜ୍ୟ ସରକାର ତାଲା ଖୋଲା ଆରମ୍ଭ କରିଛନ୍ତି। ଏ ଓ ବି କାଟାଗୋରି ଜିଲ୍ଲା ହିସାବକୁ ବି ହଟାଇ ଦିଆଯାଇଛି। ସେପ୍ଟେମ୍ବର ପହିଲା ଅର୍ଥାତ୍ ମାସକ ପାଇଁ ଜାରି ନିର୍ଦେଶନାମାରେ ଅନେକ କୋଭିଡ଼ କଟକଣାକୁ କୋହଳ କରାଯାଇଛି।
ସୂଚନା ଦେଇ ସ୍ବତନ୍ତ୍ର!-->!-->!-->…
Read More...
Read More...
ରାସନ ସାମଗ୍ରୀ ବଣ୍ଟନରେ ୩୦୦ କୋଟିର ଦୁର୍ନୀତି
କଂଗ୍ରେସ ଦଳ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେବିଜେପିର ନିରବତା ନେଇ ପ୍ରଶ୍ନ କଲା ଦଳ, ସମୁଦାୟ କେଳେଙ୍କାରୀର ସିବିଆଇ ତଦନ୍ତ ଦାବି
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଣ୍ଟନରେ ୩୦୦କୋଟି ଟଙ୍କାର ଦୁର୍ନୀତି କରିଛନ୍ତି।!-->!-->!-->…
Read More...
Read More...
ବିଜେପିର ଚାଷୀ ପ୍ରସଙ୍ଗର କଡ଼ା ପ୍ରତିଜବାବ ଦେଲା ବିଜେଡି
ଧାନ କିଣା ପରେ ସାର ପ୍ରସଙ୍ଗରେ ଚାପ କୌଶଳ ପ୍ରୟୋଗ କଲା ଦଳମୁଖ୍ୟମନ୍ତ୍ରୀ ଚିଠି ଲେଖିବାର ଅଳ୍ପ କିଛି କ୍ଷଣ ପରେ ବିଜେଡି ସାଂସଦ ଭେଟିଲେପୂର୍ବରୁ ଧାନ କିଣା ପ୍ରସଙ୍ଗରେ ଏଫସିଆଇ ଗୋଦାମ ଆଗରେ ବିକ୍ଷୋଭ ହୋଇଥିଲା
ଭୁବନେଶ୍ବର: ଚାଷୀ ପ୍ରସଙ୍ଗରେ ଆଜି ବିଜୁ ଜନତା ଦଳ ଦ୍ବିତୀୟ କାର୍ଡ!-->!-->!-->…
Read More...
Read More...
ଚାଷୀ ବିଲ ମୁଣ୍ଡରେ; ସାର କୁଆଡେ ଗଲା?
କେନ୍ଦ୍ର ସରକାରଙ୍କୁ କଡା ଚିଠି ଲେଖି ଅସନ୍ତୋଷ ଜଣାଇଲେ ନବୀନ
ଭୁବନେଶ୍ବର: ତିରୋଟ ସମୟରେ ସାର ନାହିଁ। ଆଉ କେବେ ମିଳିବ? ଚାଷ ଉପରେ ପ୍ରଭାବ ପଡିଲାଣି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିିତ ସୃଷ୍ଟି ହେଲାଣି। ଚାଷୀ ସ୍ଥିତି ବେହାଲ୍।
ଏଭଳି ଢଙ୍ଗରେ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ!-->!-->!-->!-->!-->…
Read More...
Read More...
ବିରଞ୍ଚି ବନ୍ଧା ହେଲେ; ତାଙ୍କର ଗଡ୍ ଫାଦର ଜଣକ କିଏ?
କେଉଁ ପରିସ୍ଥିତିରେ ବିରଞ୍ଚି ୧୯୯୪ ମସିହାରୁ ଡେପୁଟେସନରେ ଆସି ସେବେଠୁ ଅଛନ୍ତି?
ଭୁବନେଶ୍ବର: ଗତକାଲି ଠାରୁ ଭିଜିଲାନ୍ସ ଜାଲରେ ଛଟପଟ ହେଉଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କୁ ଆଜି ଗିରଫ କରାଯାଇଛି।!-->!-->!-->…
Read More...
Read More...
ଗ୍ରହ ପ୍ରଭାବ ଅନୁଭବ କରୁଛନ୍ତି କି? ମାଆ କାଳୀଙ୍କୁ ସ୍ମରଣ କରନ୍ତୁ
କାଳୀଂ କରାଳବଦାନାଂ ମୁଣ୍ଡମାଳାବିଶୋଭିତାମ୍।ଲୋଳଜିହ୍ବାଂ ତିନେତ୍ରାଙ୍ଗାଖଡ୍ଗପାତ୍ରଧରାନନାମ୍।।ଗୂହ୍ୟାଦ୍ ଗୂହ୍ୟତମାଂ ଦେବୀଂ ସର୍ବସିଦ୍ଧି ପ୍ରଦାୟିନୀମ୍।ଗୂହ୍ଯଚକ୍ରେଶ୍ବରୀଂ ବନ୍ଦେ କାଳିକାଂ କାଳିମାତୃକାମ୍।।
Read More...
Read More...
ସେମିରେ ସିନ୍ଧୁ
ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆସିଛି ଆଉ ଏକ ଖୁସି ଖବର । ଭାରତ ପଦକ ଆଶା ବଢିବାରେ ଲାଗିଛି । ପିଭି ସିନ୍ଧୁ ରୋମାଚଂକର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବ୍ୟାଡମି ନ ମହିଳା ସିଙ୍ଗଲ୍ସରେ କ୍ୱାର୍ଟରଫାଇନାଲରେ ଜବରଦସ୍ତ ମୁକାବିଲା କରିଛନ୍ତି ସିନ୍ଧୁ । ଜାପାନାର!-->…
Read More...
Read More...
ସିବିଏସଇ ଦ୍ୱାଦଶ ପାସ ହାର ୯୯.୩୭%
ଭୁବନେଶ୍ବର: ବିନା ପରୀକ୍ଷାରେ ପ୍ରକାଶ ପାଇଛି ଚଳିତ ବର୍ଷର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ପାସ ହାର ରହିଛି ୯୯.୩୭%। ମୋଟ ୧୨ ଲକ୍ଷ ୯୬ ହଜାର ୩୧୮ ପିଲା ପାସ କରିଛନ୍ତି । ତେବେ ଚଳିତ ବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସହାର ଅଧିକ ରହିଛି । ୯୯.୧୩ ପ୍ରତିଶତ ଛାତ୍ରଙ୍କ!-->…
Read More...
Read More...
କେରଳରେ କରୋନାର ସାଂଘାତିକ ସ୍ଥିତି
କରୋନା ସଂକ୍ରମଣ ତଳମୁହାଁ ନେଇ କିଛି ଦିନ ହେବ ଦେଶରୁ ଆଶ୍ୱସ୍ତି ଖବର ଆସୁଥିଲା । ସଂକ୍ରମଣ ହାର ବୃଦ୍ଧିରେ ବ୍ରେକ ଲାଗିଥିଲା । କିନ୍ତୁ ଗତ ୩ ଦିନ ହେବ ଦେଶରେ ଦୈନିକ ସଂକ୍ରମଣ ପୁଣି ବଢିଛି । ୪୦ ହଜାର ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଚିନ୍ତାର ବିଷୟ ହେଉଛି ଦେଶରୁ ଯେତିକି!-->…
Read More...
Read More...