Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍ରେ ରୋକ, ଡିଜିଟାଲ ଡାଟାବେସ୍ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା
Browsing Category
Today’s Highlight
ବିଜେପି ହଠାତ୍ ଏମିତି କାହିଁକି କଲା?
ନୂଆଦିଲ୍ଲୀରେ ନବୀନଙ୍କ ଇସ୍ତଫା ଦାବି କଲେ ବସନ୍ତରାଜ୍ୟରେ ନିର୍ବାଚନ କରିବାର ଆବଶ୍ୟକତା ଅଛି କହିଲେସଂସଦରେ ଉଠାଇବେ ରାଜ୍ୟ ସରକାରଙ୍କ ଦୋଷତ୍ରୁଟିଏପଟେ ରାଜ୍ୟରେ ବି ରାସନ୍ ବଣ୍ଟାରେ କେଁ କାଢିଲା ଦଳବଦଳିଗଲା କି ବିଜେପି-ବିଜେଡି ରାଜନୈତିକ ସଂପର୍କଗତକାଲି ବିଜେଡିର ଦିନ ଥିଲା, ଆଜି!-->…
Read More...
Read More...
କାହିଁକି ମାରିଲା, ପୁଲିସକୁ କହୁଛି ଜଗା
ଭୁବନେଶ୍ବର: ଭୀମଟାଙ୍ଗି ପ୍ରିୟଙ୍କା ସାହୁ ମୃତ୍ୟୁ ଉପରୁ ପରଦା ହଟିବାକୁ ଯାଉଛି। କଣ ପାଇ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ପ୍ରିିୟଙ୍କାକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ପ୍ରକୃତ ସତ ପଦାକୁ ଆସିବା ସମ୍ଭାବନା ବଢିଯାଇଛି। ପ୍ରିୟଙ୍କାକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗନ୍ନାଥ!-->…
Read More...
Read More...
ବୋଲ ମାନୁନି ଖୋର୍ଧା! ସଂକ୍ରମଣ ଅଧିକ, ମୃତ୍ୟୁ ବି ଅଧିକ!!
ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ପାଖାପାଖି ରହୁଥିବା ବେଳେ ଖୋର୍ଦ୍ଧାରେ ସଂକ୍ରମଣ ଶୀର୍ଷରେ ରହୁଛି। କଟକଣା କୋହଳ ପରେ ସ୍ଥିତି ଅଧିକ ବିଗୁଡିଛି। ଉପକୂଳ ଜିଲ୍ଲାରେ ମଧ୍ୟ ଲକ୍ଡାଉନ, ସଟଡାଉନର ବିଶେଷ ପ୍ରଭାବ ପଡୁନାହିଁ ।!-->…
Read More...
Read More...
ନିରଞ୍ଜନଙ୍କ ଟିମ୍ରୁ ନରସିଂହ ଆଉଟ୍!
ସଭାପତି ଚୟନ ବେଳେ ବଡ଼ ଭୂୂମିକା ନେଇଥିଲେଏବେ ପୋଷ୍ଟରରେ ରହୁନି ନରସିଂହ ମିଶ୍ରଙ୍କ ଫଟୋଭୁବନେଶ୍ବରରେ ଥିଲେ ବି କାର୍ଯ୍ୟକ୍ରମରେ ରହୁନାହାନ୍ତିପେଗାସସ୍ ପ୍ରସଙ୍ଗରେ କଂଗ୍ରେସ ନେତା ଚୁପ୍ କାହିଁକି?ଆଉ ସ୍ବର ନାହିଁ ନା ଭିତ୍ତିରି ସଂପର୍କ !ବୁଝାପଡୁନାହିଁ
ଭୁବନେଶ୍ବର: ଦୁଇଭାଗ!-->!-->!-->…
Read More...
Read More...
ତୁଣ୍ଡରେ ଧରନ୍ତୁ ଶ୍ରୀକୃଷ୍ଣ ନାମ
ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେହେ ନାଥ ନାରାୟଣ ବାସୁଦେବ।।ହରେ ମୁରାରେ ମଧୁକୈଟଭାରେଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରେ।।ଯଜ୍ଞେଶ ନାରାୟଣ କୃଷ୍ଣବିଷ୍ଣୁନିରାଶ୍ରୟଂ ମାମ୍ ଜଗଦୀଶ ରକ୍ଷ।।
ପୁରୀ ଶ୍ରୀଜଗନ୍ନାଥଙ୍କ ଆଦ୍ୟଶାସନ ବୀର ରାମଚନ୍ଦ୍ରପୁର ଗାଁର ଆରାଧ୍ୟ ଠାକୁର ଶ୍ରୀଗୋପୀନାଥ ଦେବ!-->!-->!-->…
Read More...
Read More...
କୋଭିଡ କଟକଣାରେ ଦିଲ୍ଲୀ ହାଉଜ ଖାସରେ ବାହୁଡ଼ା ଯାତ୍ରା
ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜ ଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ୪୩ତମ ପବିତ୍ର ବାହୁଡ଼ା ଯାତ୍ରା ପର୍ବ ଅତ୍ୟନ୍ତ ଭକ୍ତିପୂତ ଓ ମନୋଜ୍ଞ ପରିବେଶ ମଧ୍ୟରେ ପାଳନ କରାଯାଇଛି। ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀ ନୀଳାଚଳ ସେବା ସଂଘ ତରଫରୁ କୋଭିଡ୍!-->…
Read More...
Read More...
ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଓଡ଼ିଆ ପୁଅ ବିନୟ
ଭୁବନେଶ୍ବର: ଓଡ଼ିଶାର ଦେବଗଡ଼ ସହରରେ ଜନ୍ମ ଗ୍ରହଣ କରିଥିବା ଭାରତୀୟ ବିଦେଶ ସେବା(ଆଇଏଫଏସ୍) ବିନୟ ଶ୍ରୀକାନ୍ତ ପ୍ରଧାନଙ୍କୁ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ଭାବେ ଭାରତ ସରକାର ନିଯୁକ୍ତ କରିଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି!-->…
Read More...
Read More...
ପୁଲିସ କିଛି ପାଉନି ନା ଅନ୍ଧାରରେ ବାଡି ବୁଲାଉଛି?
ସୌମ୍ୟରଂଜନ ମାମଲାରେ ଦିନକୁ ଦିନ ଆସୁଛି ସାଂଘାତିକ ତଥ୍ୟଗଣମାଧ୍ୟମରେ ସମସ୍ତେ ବୟାନବାଜିରେ ବ୍ୟସ୍ତ, ଅସଲ କଥା କଣ?କାହାର କାହା ସହିତ କଥା ମେଳ ଖାଉନି, ଶେଷରେ କ୍ରାଇମବ୍ରାଞ୍ଚ ପଶିଲା
ଭୁବନେଶ୍ବର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପ୍ରତିଦିନ ନୂଆ!-->!-->!-->…
Read More...
Read More...
ସିଂହଦ୍ବାରରେ ତିନି ରଥ, ଆସନ୍ତାକାଲି ସୁନାବେଶ
ଭଲରେ ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା ,ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ନବୀନ
ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଛି। ନିର୍ଧାରିତ ସମୟ ଆଗକୁ ତିନି ରଥ ସିଂହଦ୍ବାର ଚକଡାରେ ପହଞ୍ଚିଥିଲେ। ଆସନ୍ତାକାଲି!-->!-->!-->…
Read More...
Read More...
ମହାଲକ୍ଷ୍ମୀଙ୍କୁ ଦେଖିବାକୁ ମହାପ୍ରଭୁ ବ୍ୟସ୍ତ
ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଧାର୍ଯ୍ୟ କରିଥିବା ସମୟକୁ ଏଡାଇ ଯାଇ ମହାପ୍ରଭୁ ଆଜି ନିଜ ଢଙ୍ଗରେ ବାହୁଡା ଯାତ୍ରାରେ ଅବତୀର୍ଣ୍ଣ ହୋଇଛନ୍ତି। ନିର୍ଦିଷ୍ଟ ସମୟର ଯଥେଷ୍ଟ ପୂର୍ବରୁ ଚତୁର୍ଧାମୂର୍ତ୍ତି ତିନି ରଥରେ ବିରାଜମାନ କରିଛନ୍ତି। ମଦନମୋହନ ମଧ୍ୟ ରଥ ଉପରକୁ ବିଜେ କରିସାରିଲେଣି।!-->…
Read More...
Read More...