Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍ରେ ରୋକ, ଡିଜିଟାଲ ଡାଟାବେସ୍ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା
Browsing Category
Today’s Highlight
ପୁରୀରେ କେଉଁଠି ରହିଲା, କେଉଁଠାରୁ ହଟିଲା କର୍ଫ୍ୟୁ
୧୨ ଘଣ୍ଚା ପୂର୍ବରୁ ହଟିଲା, କିଛି ଅଞ୍ଚଳରେ ୧୪ ତାରିଖ ସକାଳ ଯାଏ ରହିବ
ପୁରୀ: ଗତକାଲି ଶାନ୍ତିଶୃଙ୍ଖଳାର ସହିତ ରଥଯାତ୍ରା ସମାପନ ପରେ ପୁରୀରୁ କର୍ଫ୍ୟୁ ହଟାଇଲା ଜିଲ୍ଲା ପ୍ରଶାସନ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ନିମନ୍ତେ ଆଜି ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପୂର୍ବରୁ!-->!-->!-->…
Read More...
Read More...
ପୁଣି ବଢିଲା କରୋନା ସଂକ୍ରମଣ ହାର
ଆଉ କେତେ ଲମ୍ବିବ ମୃତ୍ୟୁ ତାଲିକା?
ଭୁବନେଶ୍ବର: ଅନେକ ଦିନ ବ୍ୟବଧାନ ପରେ ସଂକ୍ରମଣ ଗତକାଲି ୩ ପ୍ରତିଶତ ତଳକୁ ଖସି ଆସିଥିଲା। ଆଜି ପୁଣି ଏହା ଉପରମୁହାଁ ହୋଇଛି। ପରୀକ୍ଷା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଉପକୂଳବର୍ତୀ ଜିଲ୍ଲାରେ ପଜିଟିଭ ହାର ଅଧିକ ରହିଛି ।!-->!-->!-->…
Read More...
Read More...
ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ
ପୁରୀରେ ସାମାନ୍ୟ କୋହଳ ହେଲା କର୍ଫ୍ୟୁ
ପୁରୀ: ଶରଧାବାଲିରେ ତିନି ରଥ। ମହାମାରୀ କଟକଣା ଓ କର୍ଫ୍ୟୁ ଭିତରେ ବିନା ଭକ୍ତରେ ତିନି ରଥ ଶରଧା ବାଲିରେ ନିର୍ଦିଷ୍ଟ ସମୟ ପୂର୍ବରୁ ପହଞ୍ଚିଥିଲେ ମହାପ୍ରଭୁ। ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ। ଆଡପମଣ୍ଡପ ବିଜେ ପାଇଁ ଆରମ୍ଭ ହୋଇଯାଇଛି!-->!-->!-->…
Read More...
Read More...
ରାମାୟଣ ସଂପର୍କରେ କିଛି ଅନାଲୋଚିତ ତଥ୍ୟ
ରାମାୟଣର ପ୍ରତି ୧୦୦୦ ପଦ ପରେ ଆସୁଥିବା ପ୍ରଥମ ଅକ୍ଷରରୁ ଗାୟତ୍ରୀ ମନ୍ତ୍ର ଗଠିତ। ଏହି ମନ୍ତ୍ର ହେଉଛି ରାମାୟଣ ଭଳି ପବିତ୍ର ମହାକାବ୍ୟର ମୂଳ ବିଷୟ। ଗାୟତ୍ରୀ ମନ୍ତ୍ର ବିଷୟରେ ପ୍ରଥମେ ଋକ୍ ବେଦରେ ଉଲ୍ଲେଖ କରାଯାଇଥିଲା।
ରାମ ଏବଂ ତାଙ୍କ ଭାଇମାନଙ୍କ ସଂପର୍କରେ ସମସ୍ତେ ଜାଣନ୍ତି।!-->!-->!-->…
Read More...
Read More...
ତୃତୀୟ ତରଙ୍ଗ ଅନିବାର୍ଯ୍ୟ, ଚେତାବନୀ ଦେଲା ଆଇଏମ୍ଏ
ନୂଆଦିଲ୍ଲୀ: ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଆଜି କୋଭିଡ୍ ପ୍ରସଙ୍ଗରେ ଏକ ବଡ଼ ସତର୍କବାଣୀ ଶୁଣାଇଛି। ଗୋଟିଏ ସମୟରେ ଯେବେ ଅନେକ ପର୍ଯ୍ୟଟନ କେନ୍ଦ୍ରରେ କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ ହୁଏ, ତେବେ ସେମାନେ ସୁପର୍ ସ୍ପ୍ରେଡର ସାଜିପାରନ୍ତି ବୋଲି ଚେତାବନୀ ଦେଇଛି ଆଇଏମଏ । ତୃତୀୟ!-->…
Read More...
Read More...
ସେପ୍ଟେମ୍ବର ୧୨ରେ କୋଭିଡ୍ କଟକଣାରେ ନିଟ୍ ପରୀକ୍ଷା
ଟ୍ୱିଟ୍ କଲେ କେନ୍ଦ୍ରମନ୍ତ୍ରୀ, ଆସନ୍ତାକାଲି ଅପରାହ୍ନ ୫ରୁ ଏନଟିଏ ୱେବ୍ ସାଇଟ୍ରେ ଆବେଦନପୂର୍ବରୁ ଅଗଷ୍ଟ ୧ରେ ଏହି ପରୀକ୍ଷା କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ କେନ୍ଦ୍ର ସରକାରପରୀକ୍ଷା ହେବାକୁ ଥିବା ସହର ସଂଖ୍ୟା ୧୫୫ରୁ ୧୯୮କୁ ବୃଦ୍ଧି, ପରୀକ୍ଷା କେନ୍ଦ୍ର ବି ବଢ଼ିବଭୁବନେଶ୍ୱର:!-->…
Read More...
Read More...
କ୍ୟାନସର ହସ୍ପିଟାଲର ଶୁଭ ଦେଲେ ନବୀନ
ଭୁବନେଶ୍ବର: ରଥଯାତ୍ରା ଅବସରରେ ରାଜଧାନୀରେ ଆଜି ଦୁଇଟି କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଇନଫୋଭ୍ୟାଲି ନିକଟରେ ପ୍ରତିଷ୍ଠା ହେବ ବାଗଚୀ-ଶ୍ରୀଶଙ୍କର କ୍ୟାନସର ଚିକିତ୍ସା ଓ ଗବେଷଣା କେନ୍ଦ୍ର। ଏଥିପାଇଁ ରାଜ୍ୟସରକାର!-->…
Read More...
Read More...
ବିଜୁଳି ନେଇଗଲା ୭୦ ଜୀବନ
ନୂଆଦିଲ୍ଲୀ: କିଛି କ୍ଷଣ ମଧ୍ୟରେ ବ୍ରଜପାତ ନେଲା ୭୦ରୁ ଅଧିକ ଜୀବନ। ଆଜି ଦେଶର ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା ସହ ବଜ୍ରପାତରେ ୭୦ ଜଣଙ୍କ ଜୀବନ ଯାଇଛି । ଅନେକ ଆହତ ମଧ୍ୟ ହୋଇଛନ୍ତି । ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଛି । ଏହି ଘଟଣାକୁ!-->…
Read More...
Read More...
ଜନ୍ମବେଦୀକୁ ଯିବାକୁ ତର ତର ହେଉଛନ୍ତି ଠାକୁରେ
ପୁରୀ: ଦେଉଳ ଭିତରୁ ବାହାରି ଆସିଛନ୍ତି ଦିଅଁ । ହେଲେ ଚଳିତ ବର୍ଷ କରୋନା କାରଣରୁ ଭାବର ଦାଣ୍ଡରେ ନୁହେଁ ଘରେ ରହି ରଥଯାତ୍ରା ଦେଖୁଛି ଜଗତ। ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ ସରିଛି ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ନୀତି। ତିନି ରଥରେ ରଥାରୁଢ ହୋଇଛନ୍ତି ତିନି ଠାକୁର । ଧାଡ଼ି ପହଣ୍ଡିରେ!-->…
Read More...
Read More...