Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍ ଭୋଟରଙ୍କୁ SIR ନୋଟିସ୍
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Browsing Category
Today’s Highlight
ନିୟନ୍ତ୍ରଣକୁ ଆସିପାରୁନି ଖୋର୍ଧା ଜିଲ୍ଲା
୫୯ ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କଲେ ସରକାର, ଜୁଲାଇର ପ୍ରଥମ ୭ ଦିନରେ ୩୪୦
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ହେଲେ ମୃତ୍ୟ ସଂଖ୍ୟା ବଢିବଢି ଚଲିଛି । ଗତ ୨୪ ଘଂଟାରେ ୫୯ ଜଣଙ୍କ ମୃତ୍ୟ ଘୋଷଣା କରାଯାଇଛି। ଯାହା ସର୍ବାଧିକ । ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ!-->!-->!-->…
Read More...
Read More...
ଅଭିନୟ ସାରି ଫେରିଗଲେ ଦିଲୀପ କୁମାର
ସକାଳ ସାଢେ ସାତଟା ବେଳେ ହିନ୍ଦୁଜା ଡାକ୍ତରଖାନାରେ ପରଲୋକମୃତ୍ୟୁ ବେଳକୁ ୯୮ ବର୍ଷ ହୋଇଥିଲା, ୪୦ ଦଶକରୁ ଫିଲ୍ମ ଦୁନିଆରେ ଥିଲେଦୀର୍ଘ ଦିନ ଅସୁସ୍ଥ ଥିଲେ, ଜୁନ୍ ୩୦ରେ ଭର୍ତ୍ତି ହୋଇଥିଲେ ଡାକ୍ତରଖାନାରେସାରା ଭାରତର ଚଳଚ୍ଚିତ୍ର ଜଗତ ସ୍ତବ୍ଧ, ଦିଲୀପ ପ୍ରେମୀଙ୍କ ଆଖିରେ ଲୁହ
ମୁମ୍ବାଇ:!-->!-->!-->…
Read More...
Read More...
ଗଣପତିଙ୍କୁ ପ୍ରମାଣ ସହ ଆରମ୍ଭ କରନ୍ତୁ କାର୍ଯ୍ୟ
ନୃତ୍ୟପ୍ରିୟାୟ ଗଣନାୟକସୁନ୍ଦରାୟ।ନାଗେନ୍ଦ୍ରସୂତପରିଭୂଷଣଭୂଷିତାୟ।।ଲମ୍ବୋଦରାୟ ଶୁଭଦାୟ ହରପ୍ରିୟାୟ।ତୁଭ୍ୟଂ ନମୋସ୍ତୁ ମମବିଘ୍ନବିନାଶକାୟ।।
Read More...
Read More...
ଦେଶର ଷ୍ଟିଲ ହବ୍ ହେବ ଓଡିଶା
ସ୍ୱପ୍ନ ଦେଖାଇଲେ ନବୀନ..ଖୁବଶୀଘ୍ର ହେବ ପୂରଣ
ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ । ନିବେଶ ବଢିବ ନିଯୁକ୍ତି ମିିଳିବ ।ରାଜ୍ୟକୁ ଆସିବ ଦେଢ଼ ଲକ୍ଷ କୋଟିର ନିବେଶ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ୫ଟି ବଡ଼ ପ୍ରକଳ୍ପକୁ ମଂଜୁରୀ ମିଳିଛି । ୫ଟି ପ୍ରକଳ୍ପରେ ୧!-->!-->!-->…
Read More...
Read More...
ଆଇସିୟୁରେ ହତ୍ୟାକାରୀ, ବାହାରେ କାରଣ ଖୋଜୁଛି ପୁଲିସ
ଭୁବନେଶ୍ବର: ରାଜଧାନୀରୁ ଯାଜପୁର । ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ପ୍ରିୟଙ୍କା ପ୍ରିୟଦର୍ଶନୀଙ୍କ ହତ୍ୟା ଖବର । ଶବ ବ୍ୟବଚ୍ଚେଦ ପରେ ପ୍ରିୟଙ୍କାଙ୍କ ମୃତଦେହ ଗାଁରେ ପହଚିଂବା ପରେ ଅନ୍ତିମ ସଂସ୍କାର କରାଯାଇଛି । ଜୁଇରେ ଜଳିଯାଇଛି ଗୋଟେ ହସଖୁସିର ସଂସାର । ପ୍ରିୟଙ୍କା ମୃତ୍ୟୁ ପୂରା ଗାଁ!-->…
Read More...
Read More...
ସର୍ବାଧିକ ସଂକ୍ରମିତ ତାଲିକାରେ ଓଡିଶାର ୧୧ ଜିଲ୍ଲା
ଦେଶରେ ୯୧ ଜିଲ୍ଲାରୁ ଓଡିଶାର ୧୧ ଜିଲ୍ଳାରେ ଅଧିକ ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ କିଛି ଦିନ ହେବ କରୋନା ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ଦେଖାଦେଉଛି । ୯ ଦିନ ହେବ ଦେଶରେ ସଂକ୍ରମଣ କମରହିଛି । ଦୈନିକ ସଂକ୍ରମଣ ୫୦ ହଜାରରୁ କମ ରହୁଛି । ହେଲେ ଚିନ୍ତାର ବିଷୟ ହେଉଛି ଦେଶରେ ୯୧ ଜିଲ୍ଲାରେ!-->!-->!-->…
Read More...
Read More...
ରଥଯାତ୍ରାରେ ଛେରା ପହଁରା କରିବେ ଗଜପତି
ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥଯାତ୍ରା ଦିନ ଛେରା ପହଁରା କରିବେ। ଆଜି ନିଜେ ଗଜପତି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମହାରାଜା କହିଛନ୍ତି ଯେ ସ୍ନାନ ଯାତ୍ରାକୁ ନ ଯାଇ ଆମେ ରଥଯାତ୍ରାକୁ ଯିବାକୁ ନିଷ୍ପତ୍ତି ନେଇଛୁ। ଆମ ଦୃଷ୍ଟିରୁ ରଥଯାତ୍ରା ହେଉଛି ମହାପ୍ରଭୁଙ୍କର ମୁଖ୍ୟ!-->…
Read More...
Read More...
ଘର କେଳେଙ୍କାରୀ: କାହା ଭୁଲରୁ ପଛେଇଗଲା ଓଡ଼ିଶା?
ଭୁବନେଶ୍ବର: ଯାଜପୁର ଜିଲ୍ଲା ବଡଚଣା ଆସନରେ ୨୦୦୪ ମସିହାରେ ବିଜୁ ଜନତା ଦଳ ହାରିବା ପଛର ବଡ଼ କାରଣ ଥିଲା ଇନ୍ଦିରା ଆବାସ ପ୍ରସଙ୍ଗ।
ଗୃହ ନିର୍ମାଣ କେଳେଙ୍କାରୀ କାରଣରୁ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର!-->!-->!-->…
Read More...
Read More...