ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Browsing Category

Today’s Highlight

ଆଉ ପାଦେ ଗଲେ ମୋଦୀ; ବଡ ପରିବର୍ତ୍ତନ ଅଭିମୁଖେ କେନ୍ଦ୍ର

ରାଜ୍ୟପାଳ ବଦଳି ମନ୍ତ୍ରିମଣ୍ଡଳ ଅଦଳବଦଳର ପୂର୍ବ ସଂକେତ, ଫୋନ କଲକୁ ଅପେକ୍ଷା କରୁଛନ୍ତି ବିଜେପି ନେତା ନୂଆଦିଲ୍ଲୀ: ବଦଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ । ଏନେଇ ଚର୍ଚ୍ଚା ଭିତରେ ଏକ ବଡ ସଂକେତ ଦିଲ୍ଲୀରୁ ଆସିଛି। ଏକାଧିକ ରାଜ୍ୟ ପାଇଁ ରାଜ୍ୟପାଳ ବଦଳିଥିବା ନେଇ
Read More...

ସୁସ୍ଥ ହେଲେ ମହାପ୍ରଭୁ

ପୁରୀ: ସ୍ନାନ କରି ଜ୍ବରରେ କମ୍ପୁଥିବା ମହାପ୍ରଭୁଙ୍କ ସ୍ବାସ୍ଥ୍ୟରେ ବଡ଼ ଉନ୍ନତି ଆସିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର, ଦେବୀ ସୁଭଦ୍ରା ଓ ସୁଦର୍ଶନ ସମସ୍ତେ ସୁସ୍ଥ ହୋଇଛନ୍ତି।ଶତାଧିକ ଦଇତାପତି ମହାପ୍ରଭୁଙ୍କ ସେବାରେ ଲାଗିଥିଲେ। ଫୁଲୁରି ତେଲ ଓ ଦଶମୂଳ ବି ଲାଗି କରାଯାଇଥିଲା।
Read More...

ପ୍ରିୟଙ୍କା ହତ୍ୟାକାଣ୍ଡ ପଛର ଗୁମର ଖୋଲୁଛି

‘ପ୍ରିୟଙ୍କା ସହ ଥିଲା ପୁଅର ପୁରୁଣା ସଂପର୍କ’ ଭୁବନେଶ୍ୱର: ସ୍ଥାନୀୟ ଭୀମଟାଙ୍ଗିରେ ମହିଳାଙ୍କ ହତ୍ୟା ଘଟଣା ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗିିଛି। ହତ୍ୟାକାରୀ ଜଗନ୍ନାଥ ପ୍ରଧାନ ଓ ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସଂପର୍କ କଣ ଥିଲା? କେଉଁଥି ପାଇଁ ସେ ତାଙ୍କୁ
Read More...

ରଥଯାତ୍ରା ଶୁଣାଣି ବେଳେ ଏମିତି କହିଲେ ଜଷ୍ଟିସ୍ ରମନ୍ନା

କେବଳ ପୁରୀରେ ହେବ ରଥଯାତ୍ରା, ଅନ୍ୟ କେଉଁଠି ନୁହେଁ: ଏକାଧିକ ପିଟିସନ ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜଜଷ୍ଟିସ୍ ରମଣା ବଡ ରାୟ ଦେଇ କହିଲେ ଏମିତି କରିବାକୁ ମତେ ଭଲ ଲାଗୁନି, କିନ୍ତୁ ଆମେ ମଧ୍ୟ ନାଚାରଆସନ୍ତାବର୍ଷ କୋଭିଡ୍ ସ୍ଥିତି ସୁଧୁରିଲେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇପାରିବ ,ଏ ଆଶା
Read More...

କୋଭିଡ୍ ମୃତ୍ୟୁ ନେଇ ଆସିଲା ସରକାରଙ୍କ ସ୍ପଷ୍ଟୀକରଣ

ଘୋଷଣା କରାଯାଉଥିବା ମୃତ୍ୟୁ ରିୟଲ ଟାଇମ୍ ତଥ୍ୟ ଉପରେ ନୁହେଁ: ସିବିକେସରକାର କୌଣସି କୋଭିଡ୍ ମୃତ୍ୟୁ ଜନିତ ତଥ୍ୟ ଲୁଚାଇନାହାନ୍ତି କହିଲେ ଡିଏମ୍‌ଇଟିହେଲେ ଅଣ କୋଭିଡ୍ ମୃତ୍ୟୁ ରିପୋର୍ଟ ନ ଦେବା ଫଳରେ ଲୋକଙ୍କ ସନ୍ଦେହ ବଢ଼ିଲାବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ପ୍ରଦର୍ଶନ ନେଇ ସବୁଠି
Read More...

ଚିଲିକାରେ ବଡ଼ ପରିବର୍ତ୍ତନ ସଙ୍କେତ ମିଳିଲା

ମଧୁର ଜଳ ଅଂଶ କମୁଛି,ଲୁଣା ପାଣି ବଢ଼ୁଛିମୁହଁ ମୋଡ଼ିଲେଣି ବିଦେଶରୁ ଆସୁଥିବା ପକ୍ଷୀବେଆଇନ ଘେରି ନେଇ ତାଗିଦ୍ କରିଛନ୍ତି ହାଇକୋର୍ଟସରକାର ବେଫିକର, କେଉଁଥିକି ବି ଧ୍ୟାନ ନାହିଁ ଭୁବନେଶ୍ୱର: ନିକଟରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ କରିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଏକ ବଡ଼ ରାୟ
Read More...

ମୋଦୀ ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବାହ୍ନ ୧୧ଟାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଲାଗି ଆପାତତଃ ସମୟ ସ୍ଥିର ହୋଇଛି। ଏହାର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।
Read More...

ଚିନ୍ତା ବଢ଼ାଇଲାଣି ଟ୍ବିନ୍ ସିଟି

ଆଜି ବି ମୃତ୍ୟୁ ସଂଖ୍ୟା ୫୦ ଉପରେ, ବୁଲୁଛନ୍ତି କେନ୍ଦ୍ରୀୟ ଟିମ୍ ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଗତ ଦୁଇ ଦିନ ହେବ ୪ ପ୍ରତିଶତ ତଳକୁ ଖସିଛି। ଆଜି (ଗତ ୨୪ ଘଣ୍ଟା ରିପୋର୍ଟ ଆଧାରରେ) ସଂକ୍ରମଣ ହାର ରହିଛି ୩.୯୩%। ଦିନକରେ ୨୫ ଶହ ତଳକୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ
Read More...

ମଙ୍ଗଳବାରରେ ମଙ୍ଗଳ କରିବ ମାଆ ମଙ୍ଗଳାଙ୍କ ଦର୍ଶନ

ଶୁଭାନନାଂ ରକ୍ତସୁଚାରୁ ହାସ୍ୟାଂ। ନେତ୍ରୈସ୍ତ୍ରିଭିଃ ଶୋଭିତ ମଙ୍ଗଳାସ୍ୟାମ୍।।ବରାଭୟାଂ ଶୂଳଗଦାଧରାଂଚ, ନ୍ୟଗ୍ରୋଧଲଗ୍ନାବସତିଂ ଭଜେହମ୍।।
Read More...

ଟାର୍ଗେଟକୁ ବି ଟପିଗଲେ

ରେକର୍ଡ ଟିକାଦାନ: ୪ ଲକ୍ଷ ୨ ହଜାର ୪୩୪ ଡୋଜ ଦିଆଯାଇଛି୨୧ ଜୁନରେ ସର୍ବାଧିକ ୩ ଲକ୍ଷ ୩୨ ହଜାର ୭୧୭ ଟିକାଦାନ ହୋଇଥିଲା ରାଜ୍ୟରେ ଦିନକରେ ରେକର୍ଡ ଟିକାଦାନ । ଦିନକରେ ୪ ଲକ୍ଷରୁ ଅଧିକ ଟିକାକରଣ ହୋଇଛି ଓଡିଶାରେ । ଆଜି ୪ ଲକ୍ଷ ୨ ହଜାର ୪୩୪ ଡୋଜ ଦିଆଯାଇଛି। ଯାହା ଗୋଟିଏ ଦିନରେ
Read More...