Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍ ଭୋଟରଙ୍କୁ SIR ନୋଟିସ୍
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Browsing Category
Today’s Highlight
କାରଣ ଖୋଜିବାକୁ ଆସି ପହଞ୍ଚିଲା କେନ୍ଦ୍ରୀୟ ଟିମ୍
ଅଗଷ୍ଟ-ସେପ୍ଟେମ୍ବରରେ ଆସିପାରେ ତୃତୀୟ ଲହର
ଭୁବନେଶ୍ବର: ଓଡିଶାରେ କାହିଁକି କମୁନି କରୋନା ସଂକ୍ରମଣ ? ଏହାର ସମୀକ୍ଷା ପାଇଁ ଓଡିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । କୋଲକତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ପ୍ରଫେସର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ସରକାରୀ!-->!-->!-->…
Read More...
Read More...
ଓଡ଼ିଶାର ଭାତହାଣ୍ଡି ବରଗଡରୁ ଉଠିଲା ଭିନ୍ନ ମତ
କାହିଁକି ଧାନ ଚାଷୀ ଲାଭ ପାଉନାହାନ୍ତି ବୟାନ କଲେ ସମ୍ବିତ୍ ଆଚାର୍ଯ୍ୟଅରୁଆ ଚାଉଳ ଓ ଉଷୁନା ଚାଉଳ ବିବାଦ ସଂପର୍କରେ ବି କହିଲେସରକାରଙ୍କ ଶୀତଳଭଣ୍ଡାର, ତ୍ରୁଟିଶୂନ୍ୟ ବଜାର ସଂପର୍କରେ ଠାରିଲେକେବଳ ଧାନ ନୁହେଁ, ବିକଳ୍ପ ଜୈବିକ ଚାଷର ଆବଶ୍ୟକତା ରହିଛି
ଭୁବନେଶ୍ବର: ଆସନ୍ତୁ, ସଭିଏଁ!-->!-->!-->…
Read More...
Read More...
ଗଂଜାମ ନେଲା ‘କୋଭାକ୍ସିନ୍’
ଭୁବନେଶ୍ୱର ପରେ ଗଂଜାମକୁ ଫୋକସ କଲେ ସରକାର
ଭୁବନେଶ୍ବର: ଭୁବନେଶ୍ୱରେ ପରେ ଏବେ ଗଂଜାମରେ କୋଭାକ୍ସିନ ଟିକା । ରାଜ୍ୟରେ କେବେଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଥିବା ଅନ୍ୟ ସବୁ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ଗଂଜାମରେ ମଧ୍ୟ ପୂର୍ବରୁ କୋଭିସିଲ୍ଡ ଦିଆଯାଉଥିଲା।!-->!-->!-->…
Read More...
Read More...
କମୁଛି ସଂକ୍ରମଣ,ବଢୁଛି ମୃତ୍ୟୁ
ଡାନ୍ଙ୍କ ନେତୃତ୍ବରେ ଆଜି ଅନୁଧ୍ୟାନ ପାଇଁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ଗତ ୧୫ଦିନରେ ଦୁଇ ଥର ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସିଛି
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତରୁ ତଳକୁ ଖସୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢିଚାଲିଛି। ଆଜି ସାମ୍ନାକୁ ଆସିଥିବା ଦୈନିକ!-->!-->!-->…
Read More...
Read More...
ମୁଁ ବି ସରକାରୀ ସ୍କୁଲରେ ପଢିଛି, କିନ୍ତୁ …
କାହା ସ୍ବାର୍ଥରେ କାମ କରୁଛନ୍ତି ଏସ୍ଏମ୍ସି?କେତେ ଥର ସରକାରଙ୍କୁ ଦେଉଛନ୍ତି ରିପୋର୍ଟ?ସାମାଜିକ ଗଣମାଧ୍ୟମରେ ଚାଲିଛି ପ୍ରତିଯୋଗିତାଉତ୍ତରଦାୟିତ୍ବ ନେବାକୁ କାହାର ଫୁରସତ୍ ନାହିଁ
ଭୁବନେଶ୍ବର: ବିନା ପରୀକ୍ଷାରେ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ୍) ପରୀକ୍ଷା ଫଳ ରେକର୍ଡ ଛୁଇଁଛି।!-->!-->!-->…
Read More...
Read More...
ମହାଦେବଙ୍କ ଦର୍ଶନରୁ ଆରମ୍ଭ ହେଉ ସୋମବାର ଯାତ୍ରା
ତ୍ର୍ୟମ୍ବକଂ ଯଜାମହେ ସୁରନ୍ଧିଂ ପୁଷ୍ଟିବର୍ଦ୍ଧନମ୍, ଉର୍ବାରୁକମିବ ବନ୍ଧ ନାନ୍ ମୃତ୍ୟୋର୍ମୁକ୍ଷୀୟ ମାମୃତାତ୍।।
Read More...
Read More...
ଘରେ ରହି ଟିଭିରେ ଦେଖନ୍ତୁ ରଥଯାତ୍ରା
ରଥଯାତ୍ରା ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା
ରଥଯାତ୍ରା ପୂର୍ବରୁ ପୁଲିସ ଡିଜି ଅଭୟ ଆଜି ପୁରୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପୂର୍ବ ବର୍ଷ ପରି ଚଳିତ ବର୍ଷ ପୁରୀବାସୀଙ୍କ ସହଯୋଗ ଲୋଡିଛନ୍ତି ଡିଜି ଅଭୟ । ରଥଯାତ୍ରା ବେଳେ କରୋନା ନିୟମ ମାନିବାକୁ ଆହ୍ୱାନ!-->!-->!-->…
Read More...
Read More...
ଟିକାକରଣରେ ରେକର୍ଡ କଲା ଓଡିଶା
ଭୁବନେଶ୍ବର: କରୋନାକୁ ମାତ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣକୁ ଜୋରଦାର କରାଯାଇଥିବା ବେଳେ ଏ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡିଶା । ବଡ ବଡ ରାଜ୍ୟକୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିଛି ରାଜ୍ୟ । ଏକ ନୂଆ ମାଇଲଖୁଣ୍ଟ ଓଡ଼ିଶା ଅତିକ୍ରମ। ।
ରାଜ୍ୟରେ ଏକ!-->!-->!-->!-->!-->…
Read More...
Read More...
୨୦୨୨ ସୁଦ୍ଧା ପୁରୀରୁ ଉଡିବ ବିମାନ
ଭୁବନେଶ୍ବର: ରାଜ୍ୟ ପାଇଁ ବଡ଼ ଖବର। ୨୦୨୨-୨୩ରୁ ପୁରୀରେ ବିମାନ ଉଡିବା ନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକ୍ ଠାକ୍ ଚାଲିଲେ ପୁରୀରୁ ବିମାନ ଉଡିବା ଉଜ୍ୱଳ। ୨୦୨୨ ସୁଦ୍ଧା ବିମାନବନ୍ଦର କାମ ସରିବ।
ମନ୍ତ୍ରୀ କହିଛନ୍ତି, କରୋନା ସ୍ଥିତି ପାଇଁ ବିମାନ!-->!-->!-->!-->!-->…
Read More...
Read More...
ଅବତରଣ ବେଳେ ଜଳିଗଲା ବିମାନ
ମାନିଲା: ଫିଲିଫାଇନ୍ସରେ ସେନାର ଏକ ବିମାନ ବଡ ଧରଣର ଦୁର୍ଘଟଣା ହୋଇଛି। ଯେତେବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେତେବେଳେ ବିମାନରେ ୮୫ ଜଣ ଯାତ୍ରୀ ଥିଲେ । ବିମାନରେ ଥିବା ୮୫ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କି ଦକ୍ଷିଣ ଫିଲିପାଇନ୍ସରେ ଦୁର୍ଘଟଣା!-->…
Read More...
Read More...