ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Browsing Category

Today’s Highlight

ଫୋକସ୍‌ରେ ମହିଳା ଭୋଟର, ବିଶାଳ ଟିମ୍ ଗଢିଲେ ସ୍ନେହାଙ୍ଗିନୀ

ଭୁବନେଶ୍ବର: ଜୁନ ୧୪ ତାରିଖରେ 'ଆର୍‌ଏନ୍‌ଏ'ରେ ଖବର ପ୍ରକାଶ ପାଇଥିଲା ଯେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କୁଆଡେ ଗଲେ? ସଭାନେତ୍ରୀ ଭାବେ ଦାୟିତ୍ବ ନେବାର ୬ମାସ ପରେ କମିଟି ଗଠନ ହୋଇନଥିବା ସଂପର୍କରେ ମୁଖ୍ୟତଃ ଏଥିରେ କୁହାଯାଇଥିଲା। ଏହାର ଠିକ୍ ଦୁଇ ସପ୍ତାହ ପରେ ଆଜି
Read More...

ମିଳିମିଶି ଓଡ଼ିଶାରେ କଂଗ୍ରେସକୁ ବୁଡ଼ାଇଦେବେ!

ଭୁବନେଶ୍ବର: କଂଗ୍ରେସ ଦଳ ସହିତ ଯୋଡି ହୋଇ ରହିଥିବା ଗାଁ ଗଣ୍ଡାର ହଜାର ହଜାର କର୍ମୀ ଗୁରୁତ୍ବପୂର୍ଣ୍ଣ ନା ହାତଗଣତି କିଛି ନେତା? କାହା ପାଖରେ କଂଗ୍ରେସ ସଂଗଠନ ଉତ୍ତରଦାୟୀ? ରାଜ୍ୟ ସ୍ବାର୍ଥ ପାଇଁ ଦଳ କାର୍ଯ୍ୟ କରିବ ନା ହାତ ଗଣତି ନେତାଙ୍କ ହାତରେ ଶହେ ବର୍ଷର ସଂଗଠନକୁ ଦଳ ଭାଙ୍ଗିରୁଜି
Read More...

ବିବାଦ ପରେ ଏଥର ଚେତିଲେ

ବାଧା ସୃଷ୍ଟି ପାଦହରା ପାଇଁ ଚିଠା ବାଇ-ଲ’ ଆଣିଲେ କେନ୍ଦ୍ର ସରକାରଜୁଲାଇ ୧୫ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ମାଗିଲେ ଏନ୍ଏମ୍‌ଏ କର୍ତ୍ତୃପକ୍ଷପୂର୍ବ ବାଇ-ଲ ମାନଙ୍କରେ ଥିବା କଠୋରତା ନୂଆ ଚିଠା ବାଇ-ଲରେ ନାହିଁମୂ​ଳ ସ୍ଥିତି ଅକ୍ଷତ ରଖି ସୁରକ୍ଷା ଓ ନବୀକରଣ କରାଯାଇପାରିବ ଏବେ ବି ଝୁଲି
Read More...

ମୁକାବିଲା ପାଇଁ ପ୍ରସ୍ତୁତ ହେଲା ବିଜେପି

ଭୁବନେଶ୍ୱର: ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେପି ଆଜି ପ୍ରସ୍ତୁତି ଆରମ୍ଭ କରିଛି। ଏ କ୍ଷେତ୍ରରେ ଯେଉଁ ବଡ଼ ନିଷ୍ପତ୍ତି ଦଳ ନେଇଛି, ତାହା ହେଲା କମିଟି ଗଠନ ଆଳରେ ଦଳ ଦୁଇ ଜଣ ବରିଷ୍ଠ ନେତାଙ୍କୁ ଗୁରୁତ୍ବ ଦେଇଛି। ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପୌର ଏବଂ
Read More...

ରାଜ୍ୟ ବିଜେପି ଶିବିର ହଲ୍‌ଚଲ୍; କଥା କହୁଛି ଟ୍ବିଟ୍, ଫଟୋ

ଭୁବନେଶ୍ବର: ପର୍ଯ୍ୟବେକ୍ଷକ ନିଯୁକ୍ତିକୁ ନେଇ ବିଜେଡି ଶିବିରରେ ଆଜି ଦିନତମାମ ଚର୍ଚ୍ଚା ଆଲୋଚନା ଜୋରଦାର ଚାଲିଛି। କାହାକୁ ବାଦ୍ ଦିଆଗଲା, କାହିଁକି ବାଦ୍ ଦିଆଗଲା, ପର୍ଯ୍ୟବେକ୍ଷକ ତାଲିକାରେ ଥିବା ମନ୍ତ୍ରୀ ସୁରକ୍ଷିତ ତ? ବିଜେଡି ମୁଖିଆ ଭାବେ ନବୀନ ଯେଉଁମାନଙ୍କୁ ପର୍ଯ୍ୟବେକ୍ଷକ
Read More...

ଚାଷ ଉପରେ ପ୍ରଭାବ ପକାଇଲାଣି ପାଣିପାଗ

ଭୁବନେଶ୍ବର: ରାଜ୍ୟରେ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ମୌସୁମୀ ଦୁର୍ବଳ ହୋଇଯାଇଛି। ଏହି ଅବସ୍ଥା ଆଗକୁ ଜାରି ରହିବ। ଫଳରେ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା କମ୍। ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ।
Read More...

ବିଜେପିକୁ ଏଥର ଡର ପଶିଛି

ଆସନ୍ତା ବର୍ଷ ହେବାକୁ ଥିବା ପାଞ୍ଚ ରାଜ୍ୟ ନିର୍ବାଚନ ପାଇଁ ନୂଆଦିଲ୍ଲୀରେ କସରତ ଜାରିନଡ୍ଡାଙ୍କ ନେତୃତ୍ବରେ ଆଜି କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ନେତା ଥିଲେ, ଧର୍ମେନ୍ଦ୍ର ବି ଯୋଗଦେଇଥିଲେଉତ୍ତରପ୍ରଦେଶ ନିର୍ବାଚନ ଗୁରୁତ୍ବପୂର୍ଣ୍ଣ, ପଞ୍ଜାବ ହାତକୁ ନ ଆସିଲେ ଚାଷୀ ପ୍ରସଙ୍ଗ
Read More...

ବିଜେଡି ପର୍ଯ୍ୟବେକ୍ଷକ ତାଲିକାରୁ ଆସୁଛି ବଡ ସୂଚନା

ତାଲିକାରେ ନାହିଁ ସଂଜୟ ଦାସବର୍ମା ଓ ଅରୁଣ ଓ ବିକ୍ରମଙ୍କ ନାମକଳିକେଶ ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାମ ବି ସ୍ଥାନ ପାଇନାହିଁପର୍ଯ୍ୟବେକ୍ଷକମାନଙ୍କୁ ଏଥର ଅଧିକ କ୍ଷମତା ଦେବ ବିଜୁ ଜନତା ଦଳପଞ୍ଚାୟତ ଓ ପୌରନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ଏହି ନେତା ଭୁବନେଶ୍ବର:
Read More...

ହଠାତ୍ କେନ୍ଦ୍ରାପଡ଼ା ରାଜନୀତିରେ ଏମିତି କଣ ହେଇଗଲା?

ଏକଦା ରାଜ୍ୟ ଶାସନର ମଙ୍ଗ ଧରିଥିଲା କେନ୍ଦ୍ରାପଡ଼ାକେନ୍ଦ୍ରାପଡ଼ାକୁ ମନ୍ତ୍ରୀପଡା ବୋଲି କହୁଥିଲା ସାରା ରାଜ୍ୟବିଜୁ ବାବୁଙ୍କ ଅନ୍ତେ ରାଜନୀତିରେ ଶିରି ହଜିଗଲା କି କେନ୍ଦ୍ରାପଡ଼ାରଯିଏ ଯେବେ ସାଂସଦ ହେଲେ, ବିବାଦ, ବିପଦ ପାଦ ଛାଡୁନି୨୦୨୪କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଅବଗଣନା
Read More...

ଲକ୍‌ଡାଉନ୍ ଖୋଲିବାକୁ ତରତର ହେଲେ, ଏବେ…

କରୋନା ଗ୍ରାଫ୍ ଉପରମୁହାଁ, ଟିପିଆର୍ ୫.୧୭ ପ୍ରତିଶତକୁ ବଢ଼ିଲାରାଜ୍ୟରେ ଡେଲ୍‌ଟା ପ୍ଲସ୍ ଭ୍ୟାରିଆଣ୍ଟ ଆଣିପାରେ ବଡ ବିପଦମୃତ୍ୟୁ ସଂଖ୍ୟା କମୁନି, ମାସକରେ ଗଲାଣି ୧୨୩୦ ଜଣଙ୍କର ଜୀବନସରକାର କଠୋର ନ ହେଲେ ତୃତୀୟ ଲହର ଆସିବା ଡେରି ନୁହେଁ ଭୁବନେଶ୍ବର: ପରିସ୍ଥିତିରେ ଉନ୍ନତି ଆସୁଥିବା
Read More...