ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Browsing Category

Today’s Highlight

ଡାକ୍ତରଙ୍କ ଉପରେ ବି ଦାଉ ସାଧୁଛି କରୋନା

ଓଡ଼ିଶାରେ ୩୪ ଡାକ୍ତରଙ୍କୁ ମୃତ୍ୟୁ ମୁହଁକୁ ଟାଣିନେଲାଣି କୋଭିଡ୍‌ ଦ୍ବିତୀୟ ଲହରବିବାହରେ ସର୍ବାଧିକ ଡାକ୍ତର ମୃତ୍ୟୁ, ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ ଭୁବନେଶ୍ବର: ଜଣେ କି ଦୁଇଜଣ ନୁହେଁ, ଦ୍ବିତୀୟ ଲହରରେ ଦେଶରେ ୭୭୬ଜଣ ଡାକ୍ତରଙ୍କ ପ୍ରାଣ ଗଲାଣି। ଏହା ହିଁ ସୂଚାଉଛି ଯେ
Read More...

ଓଡ଼ିଶାରେ ପଶିଲା ଡେଲଟା ଭ୍ୟାରିଆଣ୍ଟ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସଂକ୍ରମଣର ପ୍ରଭାବ କମିନଥିବା ବେଳେ ଚିନ୍ତା ବଢାଇଲା ନୂତନ ଭ୍ୟାରିଆଂଟ । ଓଡିଶାରେ ଚିହ୍ନଟ ହେଲା ଡେଲଟା ପ୍ଲସ ଭ୍ୟାରିଆଂଟ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ ଗୋଟିଏ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଥିବା
Read More...

ବିନା ପରୀକ୍ଷାରେ ପାସ ହାର ରେକର୍ଡ କଲା

ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ପାସ ହାର ରହିଛି ୯୭.୮୯ ପ୍ରତିଶତ । ଯାହା ବୋର୍ଡ ଇତିହାସରେ ରେକର୍ଡ । ସବୁ ବର୍ଷର ପାସହାରକୁ କାଟିଦେଇଛି ଚଳିତବର୍ଷର ପାସହାର । ଅପରାହ୍ନ ୪ଟାରେ କଟକ ବୋର୍ଡ ଅଫିସରରୁ ରେଜଲ୍ଟ
Read More...

‘ମୁଁ କ’ଣ ଶୁଣିଲି, ଅମାନିଆ ହେଲେ କରୋନା ହଉଚି’

ତ୍ରୈଲୋକ୍ୟକୁ ନେଇ ପୁଣି ହଇଚଇ ଗୀତ ସହ ବଜାରକୁ ଆସୁଛନ୍ତି ଅଭିଜିତ୍ ମଜୁମଦାର୍କେ ସି ସାହୁଙ୍କ ନିର୍ଦେଶନାରେ କରୋନା ସଚେତନତା ପାଇଁ ପ୍ରସ୍ତୁତ ହୋଇଛି ଗୀତ ଭୁବନେଶ୍ବର: 'ମୁଁ ଇସ୍କୁଲରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି'। ଏହି ଗୀତ ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା।
Read More...

ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ପଟିଦିଅଁ ପୂଜା ଆରମ୍ଭ ହୋଇଛି। ଏଥିସହିତ ବ୍ରହ୍ମଗିରିରେ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି।କୋଭିଡ୍ କଟକଣା ଯୋଗୁ ଅଣସର ନୀତି ଅନୁଷ୍ଠିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏଣୁ ସାଧାରଣ ଭକ୍ତ
Read More...

କିଛି ସମୟ ପାଇଁ ଦୁର୍ବଳ ହୋଇଗଲା ମୌସୁମୀ

ନୂଆଦିଲ୍ଲୀ: ହଠାତ୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ହୋଇଯାଇଛି। ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହା ଆଉ ଆଗକୁ ବଢ଼ିବା ସମ୍ଭବ ନୁହେଁ। ବିଭିନ୍ନ ମଡେଲ୍ ଚିତ୍ର ବିଶ୍ଳେଷଣ କରିବା ପରେ ପାଣିପାଗ ବିଜ୍ଞାନୀ ଏଭଳି ମତ ରଖୁଛନ୍ତି। ଭାରତର ପାଣିପାଗ ବିଭାଗ ଆକଳନ କରୁଛି, ଜୁନ
Read More...

ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଆଉ ପାଦେ ଆଗେଇଲେ

ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ଲାଗି ନିର୍ଦେଶ ଦେଲେ ସରକାର୬୦ କୋଟି ଟଙ୍କା ଅନୁମୋଦନ, ଓବିସିସି ପ୍ରକଳ୍ପ କାମ ହାତକୁ ନେଲାସତ୍ୟବାଦୀ ବନ ବିଦ୍ୟାଳୟ ଢାଞ୍ଚାରେ ହେବ ଏହି ବିଶ୍ବବିଦ୍ୟାଳୟ ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ
Read More...

ବନଖଣ୍ଡ ତତ୍ତ୍ବାବଧାନ କରିବେ ସମାଜସେବୀ

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପ୍ରକାଶ କଲା ବିଜ୍ଞପ୍ତି୪୧ ଅବୈତନିକ ବନଖଣ୍ଡ ତତ୍ୱାବଧାରକ ନିଯୁକ୍ତି ଦେଲେ ସରକାର ସୂର୍ଯ୍ୟ ନାରାୟଣ ଲେଙ୍କା କେନ୍ଦ୍ରାପଡା: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ୩୦ ଜିଲ୍ଲା ପାଇଁ ୪୧ ଜଣଙ୍କୁ ଅବୈତନିକ ବନଖଣ୍ଡ
Read More...

ବିଜେପିର ଅଡ଼ୁଆ ବଢ଼ାଇ ଦେଲେ ଅପରାଜିତା

ଯଦି ସାଂସଦ ଅପରାଜିତା ରିପୋର୍ଟ କାର୍ଡ ଦେଲେ, ଅନ୍ୟ ସାଂସଦ ଚୁପ୍ କାହିଁକି?ରାଜ୍ୟସଭାକୁ ମିଶାଇ ଅନ୍ୟ ସାତ ସାଂସଦ ଲୋକଙ୍କ ପାଇଁ କିଛି କରିନାହାନ୍ତି କି?କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି କହିନାହାନ୍ତିକେନ୍ଦ୍ରରୁ ଓଡ଼ିଶା ପାଇଁ କଣ ଆଣିଛନ୍ତି? ଭୁବନେଶ୍ବର: ସାଂସଦ, ମନ୍ତ୍ରୀ
Read More...

ଟିକା ପ୍ରସଙ୍ଗ: ବିଜେଡି ବିରୋଧରେ ପୁଣି ଗର୍ଜିଲା ବିଜେପି

ଭୁବନେଶ୍ବର: ଟିକା କେନ୍ଦ୍ରରେ କାହାର ଫଟୋ ଲାଗିବ, ସେ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ। ଏହି ବିବାଦର କିନ୍ତୁ ପରିସମାପ୍ତି ଘଟୁନାହିଁ। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଟ୍ବିଟ୍‌ ନେଇ ଏବେ ନୂଆ ଲଢେଇ ଆରମ୍ଭ ହୋଇଛି। ନବ ନିଯୁକ୍ତ ବିଜେପି ରାଷ୍ଟ୍ରୀୟ ମହିଳା
Read More...