Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ
Browsing Category
Today’s Highlight
ନବୀନ ଦାବି ରଖିଥିଲେ, ମୋଦୀ ଶୁଣିଲେ
ବିଶ୍ବ ଐତିହ୍ୟ ପ୍ରକଳ୍ପ ଆଡକୁ ଆଉ ପାଦେ, ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ରାସ୍ତା ଖୋଲିଲାକେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ସ୍ବତନ୍ତ୍ର ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତିଓଡ଼ିଶା କ୍ୟାଡର ଅଫିସର ତଥା କେନ୍ଦ୍ର ବେସାମରିକ ବିଭାଗ ଯୁଗ୍ମ ସଚିବ ଉଷା ପାଢୀ ତ୍ବରାନ୍ବିତ!-->…
Read More...
Read More...
ନିଷ୍ପତ୍ତି ନେବେ ମୋଦୀ, ଚାପରେ ରହିବେ ଧର୍ମେନ୍ଦ୍ର
କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ନେଇ ଓଡ଼ିଶା ରାଜନୀତିରେ କମ୍ପନପ୍ରତାପଙ୍କ ପ୍ରତି ବିପଦ, ଚର୍ଚ୍ଚାରେ ଜୁଏଲ, ସଙ୍ଗୀତା, ବୈଜୟନ୍ତ ପଣ୍ଡାଙ୍କ ନାଁଅପରାଜିତା, ଅଶ୍ବିନୀ ,ସୁରେଶ ପୂଜାରୀଙ୍କୁ ନେଇ ବି କଳ୍ପନାଜଳ୍ପନା ଜାରି
ଭୁବନେଶ୍ବର: ଖୁବ୍ ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ!-->!-->!-->…
Read More...
Read More...
୨୦ ଯାଏ କେଉଁଠି ପାଣିପାଗ କିଭଳି ରହିବ, ଜାଣନ୍ତୁ
ଭୁବନେଶ୍ବର: ଜୁନ୍ ୧୮ ଓ ୧୯ ତାରିଖରେ ଝାଡଖଣ୍ଡ ଓ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ତେବେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ନାହିଁ। ପାଣିପାଗ ଚିତ୍ର ସଂପର୍କରେ ପୂର୍ବାନୁମାନ କରି ଏଭଳି କହିଛନ୍ତି ଡ. ସୁରେନ୍ଦ୍ର ନାଥ ପଶୁପାଳକ।
ତାଙ୍କ ପୂର୍ବାନୁମାନ!-->!-->!-->!-->!-->…
Read More...
Read More...
କାହା ସ୍ବାର୍ଥରେ କାମ କରୁଛନ୍ତି ମନ୍ତ୍ରୀ, ସଚିବ
ଆଉ କେତେ ଦିନ ପ୍ରଶାସକଙ୍କ ହାତରେ ରହିବ ମହାନଗର, ପୌରାଞ୍ଚଳ ଓ ସମବାୟ ସଂସ୍ଥାମାଳ ମାଳ ପୁରସ୍କାର ଗୋଟାଉଛନ୍ତି, ଅଥଚ ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତ କରିପାରିଲେନିପଞ୍ଚାୟତିରାଜ ବିଭାଗ ସ୍ଥିତି ମୁସ୍କିଲ୍, ପିିପିଲି ଉପନିର୍ବାଚନ ପ୍ରଚାର ବେଳେ ଆସିଲା ବଡ ସତସମବାୟ ମନ୍ତ୍ରୀ ଅତ୍ୟନ୍ତ!-->…
Read More...
Read More...
ଲକ୍ଡାଉନ୍ ସଂପର୍କରେ ଆସିଲା ବଡ଼ ଘୋଷଣା
୧୭ ଜିଲ୍ଲାରେ ଲକ୍ଡାଉନ୍ ଅଧିକ କୋହଳ ସୂଚନାବାକି ୧୩ ଜିଲ୍ଲାରେ ଟିକିଏ ଅଧିକ କଟକଣା ରହିବ
ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ଦେଖି ରାଜ୍ୟ ସରକାର ଲକ୍ଡାଉନ୍ କଟକଣା କୋହଳ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟଶାସନ ସଚିବ ଏ ସଂପର୍କରେ ସୂଚନା!-->!-->!-->…
Read More...
Read More...
ମୋଦୀଙ୍କୁ ରୋକିବାକୁ ଗୋଟି ଚଳାଉଛନ୍ତି ପିକେ
ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଏକ ବଡ଼ ରାଜନୈତିକ ଗୋଟିଚାଳନାର ଆଭାସ ମିଳୁଛି। ଗତ ସପ୍ତାହରେ ଏନ୍ସିପି ନେତା ଶରଦ ପାଓ୍ବାରଙ୍କ ସହିତ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ଆଲୋଚନା କରିବା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟକୁ ତାଙ୍ଗ ସଂଗଠନକୁ ବିସ୍ତାର କରିବା,!-->…
Read More...
Read More...
ମନ୍ତ୍ରୀ ନବ ଦାସଙ୍କୁ ବହିଷ୍କାର କରାଯିବନି କାହିଁକି?
ନକଲି ଔଷଧ ଘଟଣାରେ ସ୍ବାସ୍ଥ୍ୟ ବିଭାଗର ଭୂମିକାକୁ ନେଇ ଉଠିଲାଣି ବଡ଼ ପ୍ରଶ୍ନମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ପରିଚାଳନା ପ୍ରକ୍ରିୟାରେ ଅପବାଦ ଲଦିଦେଲା ସ୍ବାସ୍ଥ୍ୟ ବିଭାଗକରୋନା କାଳରେ ଲୋକଙ୍କ ଜୀବନ ସହିତ ସାଂଘାତିକ ଖେଳ ଖେଳିଦେଲେ ମାଫିଆଡ୍ରଗ୍ସ କଣ୍ଟ୍ରୋଲର ବିଭାଗର ଅଧିକାରୀମାନେ କାହାକୁ!-->…
Read More...
Read More...
କାହା ଉପରେ ବିଜୟ ମହାପାତ୍ରଙ୍କ ଆଖି
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ହଟଚମଟ ପାଇଁ ସଜବାଜ ଆରମ୍ଭବିଭିନ୍ନ ଦଳର ରାଜନୈତିକ ନେତାଙ୍କ ସହିତ ଆଲୋଚନା ଜାରି, ସକ୍ରିୟ ହେବେ କି?
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନ ରାଜ୍ୟ ସରକାରଙ୍କୁ ସଙ୍କେତ ଦେଇସାରିଲେଣି। ଚିଠି କରି କହିଛନ୍ତି!-->!-->!-->…
Read More...
Read More...
କୋଭିଡ୍ ଆକ୍ରାନ୍ତ ପରେ ବି ସଫଳ ହେଲା ଅସ୍ତ୍ରୋପଚାର
ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲ୍ରେ ଅନେକ ଗୁରୁତର ବ୍ୟକ୍ତି ସୁସ୍ଥ ହେଉଥିବା ବେଳେ ଭେଣ୍ଟିଲେଟରରୁ ବାହାରି ସମ୍ପୂର୍ଣ୍ଣ ଭଲ ହୋଇ ଫେରିବାର ମଧ୍ୟ ଅନେକ ନଜିର ରହିଛି। ଏପରିକି ପରିଣତ ବୟସରେ ପହଞ୍ଚିଥିବା ଅନେକ ବୟୋଜ୍ୟେଷ୍ଠ ବରିଷ୍ଠ ନାଗରିକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ!-->…
Read More...
Read More...
ସିବିଏସ୍ଇ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର
ନୂଆଦିଲ୍ଲୀ: ଯୁକ୍ତ ଦୁଇ ସିବିଏସ୍ଇ ପରୀକ୍ଷା ଫଳ ଇତିମଧ୍ୟରେ କେନ୍ଦ୍ର ସରକାର ବାତିଲ୍ କରିଦେଇଛନ୍ତି। ହେଲେ କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇବ, ତାହା ଏବେ ବି ରହସ୍ୟରେ ରହିଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୬ ତାରିଖ ଦିନ ଅର୍ଥାତ୍ ଆଉ ୪୮ ଘଣ୍ଟା ପରେ ସିବିଏସ୍ଇ!-->…
Read More...
Read More...