Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
କୋଭିଡ୍ ଆକ୍ରାନ୍ତ ପରେ ବି ସଫଳ ହେଲା ଅସ୍ତ୍ରୋପଚାର
ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲ୍ରେ ଅନେକ ଗୁରୁତର ବ୍ୟକ୍ତି ସୁସ୍ଥ ହେଉଥିବା ବେଳେ ଭେଣ୍ଟିଲେଟରରୁ ବାହାରି ସମ୍ପୂର୍ଣ୍ଣ ଭଲ ହୋଇ ଫେରିବାର ମଧ୍ୟ ଅନେକ ନଜିର ରହିଛି। ଏପରିକି ପରିଣତ ବୟସରେ ପହଞ୍ଚିଥିବା ଅନେକ ବୟୋଜ୍ୟେଷ୍ଠ ବରିଷ୍ଠ ନାଗରିକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ!-->…
Read More...
Read More...
ସିବିଏସ୍ଇ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର
ନୂଆଦିଲ୍ଲୀ: ଯୁକ୍ତ ଦୁଇ ସିବିଏସ୍ଇ ପରୀକ୍ଷା ଫଳ ଇତିମଧ୍ୟରେ କେନ୍ଦ୍ର ସରକାର ବାତିଲ୍ କରିଦେଇଛନ୍ତି। ହେଲେ କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇବ, ତାହା ଏବେ ବି ରହସ୍ୟରେ ରହିଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୬ ତାରିଖ ଦିନ ଅର୍ଥାତ୍ ଆଉ ୪୮ ଘଣ୍ଟା ପରେ ସିବିଏସ୍ଇ!-->…
Read More...
Read More...
ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କୁଆଡ଼େ ଗଲେ?
ଦରଦାମ ସ୍ଥିତି ତିରୋଟ ଅବସ୍ଥାରେ ରହିଛି, ଆନ୍ଦୋଳନକୁ ଓହ୍ଲାଉନହାନ୍ତି ମହିଳାସଭାପତି ଚୟନର ଦୀର୍ଘ ଦିନ ପରେ ବି ଗଠନ ହୋଇପାରୁନି ରାଜ୍ୟ କମିଟିଜିଲ୍ଲାସ୍ତରରେ ଅସନ୍ତୋଷ ଦାନା ବାନ୍ଧିଲେଣି, ସଭାନେତ୍ରୀ ଚୟନ ନୋହିଲାଯୁବ ଓ ଛାତ୍ର ସକ୍ରିୟ ଥିବା ବେଳେ ମହିଳା ଶାଖା ନିରବ ନେଇ ପ୍ରଶ୍ନ!-->…
Read More...
Read More...
କାହିଁକି ସଂଜୟ ଦାସବର୍ମାଙ୍କ ପାଖରେ ଅଟକିଗଲା
ଅଧାପନ୍ତରିଆ ରହିଗଲା ରାଜ୍ୟ ଯୋଜନା ବୋର୍ଡଉପାଧ୍ୟକ୍ଷ ନିଯୁକ୍ତି ପାଇଲେ, ସଦସ୍ୟ ନାହାନ୍ତି
ଭୁବନେଶ୍ବର: ପ୍ରଥମ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ନିଷ୍ପତ୍ତି ନେଇ ଯୋଜନା ଆୟୋଗ ଭାଙ୍ଗି ନିତି ଆୟୋଗ ଗଠନ କରିଛନ୍ତି। ଏବେ ସବୁ କ୍ଷେତ୍ରରେ ନିତି ଆୟୋଗ କେନ୍ଦ୍ର!-->!-->!-->…
Read More...
Read More...
ଏବର୍ଷ କଣ୍ଢେଇ ଖେଳିବ ଦୋଳି
ରଜ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଓଟିଡିସି ଆରମ୍ଭ କଲା 'ପିଠା ଅନ୍ ହ୍ୱିଲ୍'ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ମିଳିବ ପିଠା
ଭୁବନେଶ୍ୱର : କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ!-->!-->!-->…
Read More...
Read More...
ଅବସରପରେ ସରକାରୀବାବୁଙ୍କ ମୁହଁରେ ତୁଣ୍ଡି!
ଅବସରପରେ ବିଭାଗୀୟ ତଥ୍ୟ ପ୍ରକାଶ କଲେ ହରାଇପାରନ୍ତି ପେନସନ୍କେନ୍ଦ୍ର ସରକାରଙ୍କ କଟକଣା ପରେ ଭାରତବର୍ଷରେ ଆରମ୍ଭ ହେଲା ବିତର୍କକିଏ ଖୋଲାଚିଠି ଲେଖୁଥିଲେ, ଆଉ କିଏ ଗଣମାଧ୍ୟମରେ ବିଶେଷଜ୍ଞ ହେଉଥିଲେଉପଯୁକ୍ତ ଅଧିକାରୀଙ୍କ ଅନୁମତି ବିନା ପୁସ୍ତକ ବି ପ୍ରକାଶ କରିପାରିବେନି ଅଧିକାରୀ
!-->!-->!-->…
Read More...
Read More...
ବର୍ଷା ସାରିଦେବ ରଜ ମଉଜ
ଭୁବନେଶ୍ବର: ସାରା ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ୧୪ ଓ ୧୫ ତାରିଖରେ ଅନେକ ସ୍ଥାନରେ ଭାରି ବର୍ଷା ହେବ। ଅନେକ ସ୍ଥାନରେ ସମୁଦାୟ ବର୍ଷା ପରିମାଣ ୧୫୦ ମିମି ପର୍ଯ୍ୟନ୍ତ ବଢିଯାଇପାରେ। କେତେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ଭୀଷଣ ବର୍ଷା!-->…
Read More...
Read More...
ସାବଧାନ୍ ରୁହନ୍ତୁ, ଲୋକପ୍ରତିନିଧି, ସରକାରୀ କର୍ମଚାରୀ
ଭୁବନେଶ୍ବର: କିଏ ଘରକୁ ଦାମୀ ସୋଫା, ଦାମୀ ଗାଡ଼ି ଆଣିଲାଣି ତ ଆଉ କିଏ ନିଜ ନାମରେ କି ସଂପର୍କୀୟଙ୍କ ନାମରେ ଜମି, ଘର କିଣିଚାଲିଛନ୍ତି। କିଏ ସରକାରୀ ଚାକିରି କରି ପ୍ଲଟିଂ ବ୍ୟବସାୟରେ ଅଛନ୍ତି ତ ପୁଣି କିଏ ଲୋକ ପ୍ରତିନିଧି ହୋଇ ଠିକାଦାରଙ୍କ ସହିତ ମିଶି ସଂପତ୍ତି ଆହରଣରେ ମାତିଛନ୍ତି।!-->…
Read More...
Read More...
ହଠାତ୍ ବିଜେପିରେ ହଲ୍ଚଲ୍ କାହିଁକି?
ଚିନ୍ତା ବଢ଼ାଇଲାଣି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକ ରାଜନୀତି
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଏବେ ଜାତୀୟ ରାଜନୀତିକୁ କେତେ ପ୍ରଭାବିତ କରିଛି, ତାହା ପରେ ବିଚାର କରିବା। କିନ୍ତୁ ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ କିଛି ଅଂଶରେ!-->!-->!-->…
Read More...
Read More...