Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
ବିଜୁ ବାବୁ ଯେବେ ପୁରୀ ଯାନ୍ତି…
୯୫ ବର୍ଷରେ ପଦାର୍ପଣ କଲା ଐତିହ୍ୟ ସମ୍ପନ୍ନ ପୁରୀ ବିଏନଆର ହୋଟେଲ
ଭୁବନେଶ୍ବର: ପବିତ୍ର ଜଗନ୍ନାଥଧାମ ପୁରୀ ସମୁଦ୍ରକୂଳ ନିକଟରେ ଅବସ୍ଥିତ ବିଏନଆର ହୋଟେଲ ହେଉଛି ଏକ ଭାରତୀୟ ରେଳପଥର ପାରମ୍ପାରିକ ଐତିହ୍ୟ ବହନ କରୁଥିବା ହୋଟେଲ ସମ୍ପତ୍ତି, ଯାହା ଅତିଥିମାନଙ୍କୁ ଏକ ଭିନ୍ନ ସ୍ବାଦର!-->!-->!-->…
Read More...
Read More...
‘ଏମିତି ବିକାଶ କେବେ ହୋଇନଥିଲା’
ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଶ୍ରୀଲିଙ୍ଗରାଜଙ୍କ ସେବାୟତଏକାମ୍ରକ୍ଷେତ୍ର ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଖୁବ ଶୀଘ୍ର
ଭୁବନେଶ୍ବର: ପୂର୍ବରୁ ଅନେକ ସରକାର ଶାସନ କରିଛନ୍ତି। ଆମେ ବହୁତ ମନ୍ତ୍ରିମଣ୍ଡଳ ଦେଖିଛୁ। କିନ୍ତୁ!-->!-->!-->…
Read More...
Read More...
ବିଜେପି ସ୍ବାସ୍ଥ୍ୟ ଏବେ କେମିତି ଅଛି?
ଭୁବନେଶ୍ବର: ପରୀ ପ୍ରସଙ୍ଗ ନେଇ ବିଧାନସଭା ଉଠିଲା ପଡ଼ିଲା। ଏହି ପ୍ରସଙ୍ଗରେ ବିଜେପି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିଛି। ଏହା ପୂର୍ବରୁ ବଗଲା ଧର୍ମଶାଳା ବିବାଦ, କୋଭିଡ୍ କେଳେଙ୍କାରୀ ଆଦି ପ୍ରସଙ୍ଗରେ ବି ବିଜେପି ଚର୍ଚ୍ଚା ଭିତରେ ରହିଥିଲା। ହେଲେ ଯେଉଁ କଥାଟି ରାଜନୈତିକ ମହଲକୁ!-->…
Read More...
Read More...
ପୁରୀରୁ ବାହାରିଲାଣି ଭିନ୍ନ ରାଜନୀତିର ଗନ୍ଧ
ପ୍ରସାଦ ଏବେ କଂଗ୍ରେସର ଶେଷ ପରିଚିତ ଚେହେରାବିଜେଡ଼ି ଦୁର୍ଗ ଦୋହଲିଲାଣି, ନେତାମାନେ ପ୍ରଭାବହୀନଜନମତ ଦ୍ରୁତ ବଦଳୁଛି, ମାତ୍ରାଧିକ ପ୍ରଶାସନିକ ସକ୍ରିୟତା କାଳ କଂଗ୍ରେସ ଓ ଅସନ୍ତୁଷ୍ଟ ବିଜେଡିର ସମର୍ଥନରେ ବଢ଼ୁଛି ବିଜେପିପୁରୀ ବିବାଦରେ ରହିଲେ ରାଜ୍ୟ, ଦେଶରେ ନବୀନଙ୍କୁ କ୍ଷତି
!-->!-->!-->…
Read More...
Read More...
ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ
ଭୁବନେଶ୍ୱର : ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ!-->…
Read More...
Read More...
ପ୍ରଦୀପଙ୍କୁ ବହିଷ୍କାର କଲେ ନବୀନ
ଭୁବନେଶ୍ବର: ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଦଳର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଯାଇଛି। ଦଳର ଗଣମାଧ୍ୟମ ବ୍ୟାପାର!-->…
Read More...
Read More...
ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏଆଇଜି ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭରସିଟି ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲ ସହିତ ହାଇଦ୍ରାବାଦ ସ୍ଥିତ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ନିୟମିତ ଭାବେ ଲିଭର ପ୍ରତ୍ୟାରୋପଣ ନେଇ ଶନିବାର!-->…
Read More...
Read More...
ଛୋଟ ମୋଦୀ ସଂସଦ ଯିବେ, ମନ୍ତ୍ରୀ ହେବେ
ନୂଆଦିଲ୍ଲୀ: ନୀତିଶ କୁମାରଙ୍କ ନେତୃତ୍ବରେ ବିହାରରେ ସରକାର ଗଠନ କରିବାପରେ ବି ବିଜେପି ତାର ରାଜନୈତିକ ଗୋଟିଚାଳନା ଜାରି ରଖିଛି। ବିହାର ବିଜେପିର ଜଣେ ଦକ୍ଷ ନେତା ସୁଶୀଲ ମୋଦୀ (ଛୋଟ ମୋଦୀ)ଙ୍କୁ ଦଳ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଛି। ହେଲେ କୌତୂହଳ କଥା ହେଲା, ତାଙ୍କୁ ଲୋକ!-->…
Read More...
Read More...
ନାଗାର୍ଜୁନ ବେଶରେ କାଳିଆ, ବଳିଆ; କିନ୍ତୁ ସୁଭଦ୍ରା?
ଭୁବନେଶ୍ବର: ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ଛଅଦିନ ପଡ଼ିଥାଏ, ସେବର୍ଷ କାର୍ତ୍ତିକ ଏକାଦଶୀ ଠାରୁ ଚତୁର୍ଦଶୀ ପର୍ଯ୍ୟନ୍ତ ଯେଉଁ ତିଥି ମଳ ପଡ଼େ, ସେହି ତିଥିରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହୋଇଥାଏ। ଏହି ଆଧାରରେ ପୁରୀରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର!-->…
Read More...
Read More...
କେଉଁ ନେତାଙ୍କ ଉପରେ ଏବେ ବିଜେଡି ନଜର ?
ଭୁବନେଶ୍ବର: ସାଂଗଠନିକ ପୁନର୍ବିନ୍ୟାସ ଠାରୁ ଆରମ୍ଭ କରି ଉପନିର୍ବାଚନ ପରିଚାଳନା ବ୍ୟବସ୍ଥାକୁ ନିରେଖି ଦେଖିବା ପରେ ରାଜନୈତିକ ମହଲକୁ ଯେଉଁ ବଡ଼ ସଙ୍କେତ ମିଳୁଛି, ତାହା ହେଲା, ବିଜେଡିରେ ପିଢି ପରିବର୍ତ୍ତନ ଆରମ୍ଭ ହୋଇଛି। ଅତି ବରିଷ୍ଠଙ୍କୁ ପରାମର୍ଶଦାତା (ବରିଷ୍ଠ ଉପସଭାପତି) ଭଳି!-->…
Read More...
Read More...