Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
ସାମ୍ନାକୁ ଆସିଲେ ଓଡ଼ିଆ ଆଇଏଏସ୍
''ନୂଆ କୃଷି ଆଇନ ଚାଷୀର ବିଶ୍ବାସ ବଢାଇବ''ଇଂରାଜୀ ପତ୍ରିକାରେ ପ୍ରକାଶିତ ରିପୋର୍ଟ ସରକାରଙ୍କୁ ବଳ ଦେଲାଗଣମାଧ୍ୟମରେ ଆଇନ ବିଷୟରେ ଅଧିକ ତର୍ଜମା ଲାଗି ପରାମର୍ଶ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ନିୟମକୁ ବିରୋଧ କରି ଲକ୍ଷ ଲକ୍ଷ ଚାଷୀ ଆନ୍ଦୋଳନରେ ଅଛନ୍ତି। ଠିକ୍ ଏମିତି ସମୟରେ!-->!-->!-->…
Read More...
Read More...
ଖସିବ ପାରଦ, ଫେରିବ ଶୀତ
ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟ ରେ ବିଶେଷ ଶୀତ ଅନୁଭୂତ ହେଉନାହିଁ । ଅଧିକାଂଶ ଅଞ୍ଚଳ ରେ ରାତି ତାପମାତ୍ରା ପ୍ରାୟତଃ ସ୍ଵାଭାବିକ କିମ୍ବା ଏହା ଠାରୁ ଅଧିକ ରହୁଛି । ଡିସେମ୍ବର ମାସ ଅଧା ହେଲାଣି କିନ୍ତୁ ଶୀତର ଦେଖା ନାହିଁ। ଏଭଳି ଏକ ଚର୍ଚ୍ଚା ଚାଲିଥିବା ବେଳେ ପାଣିପାଗ!-->…
Read More...
Read More...
କିଏ ଦାୟୀ? ମନ୍ତ୍ରୀ ନା ଆଇଏଏସ୍ ବାବୁ
ଭୁବନେଶ୍ବର: ଅମୁକ ଅଫିସର ଏୟା କଲେ, ସମୁକ ଅଫିସର ସେମିତି କରୁଛନ୍ତି। ଅମୁକ ଆଇଏଏସ୍ ରାଜ୍ୟ ଶାସନ କରୁଛନ୍ତି। ସମୁକ ଓଡ଼ିଶାକୁ ବିକ୍ରି କରିଦେଲେ।
ଗତ କିଛି ବର୍ଷ ଧରି ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳର ଏଭଳି ବୟାନବାଜି, ଟୀକା ଟିପ୍ପଣୀ ଓଡ଼ିଶା ରାଜନୈତିକ ବିଶେଷଜ୍ଞମାନଙ୍କୁ ଆଚମ୍ବିତ!-->!-->!-->…
Read More...
Read More...
କୁହୁଡି ଆସ୍ତରଣରେ ଅଧା ଓଡ଼ିଶା
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଘନ କୁହୁଡି ଦେଖିବାକୁ ମିଳିଛି। ଅଧା ଓଡ଼ିଶାରେ ଏଭଳି ଚିତ୍ର ରହିଛି। ବିଶେଷକରି ପାରାଦୀପ, କଟକ, ଚାନ୍ଦବାଲି ଅଞ୍ଚଳରେ ମୁହଁକୁ ମୁହଁ ଦେଖାଯାଇନାହିଁ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଚାନ୍ଦବାଲିରେ ଅତି ଘନକୁହୁଡି ପରିଲକ୍ଷିତ ହୋଇଛି।!-->…
Read More...
Read More...
ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର ବରମୁଣ୍ଡା ବସ୍ଷ୍ଟାଣ୍ଡ ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସ୍ଷ୍ଟାଣ୍ଡ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ବସ୍ ଚଳାଚଳ କରିଥାଏ । ହଜାର ହଜାର ଯାତ୍ରୀ ମଧ୍ୟ ପ୍ରତିଦିନ ବିଭିନ୍ନ ସ୍ଥାନକୁ ବସ୍ଯୋଗେ ଯାଇଥାନ୍ତି । ତେଣୁ ଏହାକୁ ଅକ ଅତ୍ୟାଧୁନିକ ରୂପ ଦେବାପାଇଁ!-->…
Read More...
Read More...
କୋଭିଡ ଟୀକାକରଣ ପାଇଁ ରାଜ୍ୟର ପ୍ରସ୍ତୁତି ପ୍ରକ୍ରିୟା ଆଗୁଆ ସ୍ତରରେ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସିଂ ମାଧ୍ୟମରେ କୋଭିଡ ମୁକାବିଲାର ସମୀକ୍ଷା କରି ରାଜ୍ୟର କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ!-->!-->!-->…
Read More...
Read More...
ହାଇକମାଣ୍ଡରାଜ୍ ଛାଡ଼ିବ କି କଂଗ୍ରେସ?
ରାଜ୍ୟ କଂଗ୍ରେସ ଉପରେ ଲାଉ ହେଲେଣି ହାଇକମାଣ୍ଡଅମରିନ୍ଦରଙ୍କ ସଙ୍କେତ ଅନ୍ୟ ରାଜ୍ୟ ବି ଶିଖିବା ବେଳ ଆସିଛିଆଞ୍ଚଳିକ ପ୍ରସଙ୍ଗକୁ ଧରି ଆଗକୁ ନ ବଢିଲେ କଂଗ୍ରେସ ହଜିଯିବ
ଭୁବନେଶ୍ବର: ଚାଷୀ ଆନ୍ଦୋଳନ ପଛର ଜନ ସମର୍ଥନ ମଙ୍ଗଳବାର ଭାରତ ବନ୍ଦରେ ପ୍ରତିଫଳିତ ହୋଇଛି। ଏହି ଆନ୍ଦୋଳନକୁ ନେଇ!-->!-->!-->…
Read More...
Read More...
ବିଜେଡିର ଖୋର୍ଧା ଗଡ଼ ଦୁର୍ବଳ ହେଉଛି!
ଏକା ଅପରାଜିତା ବିପଦ ସୃଷ୍ଟି କଲେଣିଘେରିପାରୁନାହାନ୍ତି ବିଜେଡି ବିଧାୟକ, ମନ୍ତ୍ରୀ
ଭୁବନେଶ୍ବର: କାହାକୁ ସାମ୍ନାରେ ରଖି ଆଗକୁ ଖୋର୍ଧା ଜିଲ୍ଲାରେ ଲଢ଼ିବ ବିଜେଡି? ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁକାବିଲା କରିବା ଭଳି ନେତା କିଏ? ଦଳ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ନେଇ!-->!-->!-->…
Read More...
Read More...
ପ୍ରଦୀପ ମାମଲା ଲୋକାୟୁକ୍ତଙ୍କୁ ଦେଲେ ନବୀନ
ଲୋକାୟୁକ୍ତ ଗଠନ ପରେ ଏହା ପ୍ରଥମ ମାମଲା ହେବଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳ ନୀତି
ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଲୋକାୟୁକ୍ତ କରିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦେଶ!-->!-->!-->…
Read More...
Read More...
ସିମେଣ୍ଟ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ବିନିଯୋଗ କରିବ ଅଲଟ୍ରାଟେକ୍
ଦେଶର ବୃହତ୍ତମ ସିମେଣ୍ଟ କମ୍ପାନୀ ଅଲଟ୍ରାଟେକ୍ ସିମେଣ୍ଟ ଏହାର ୧୨.୮ ନିୟୁତ ଟନ୍ କ୍ଷମତାକୁ ବୃଦ୍ଧି କରିବା ପାଇଁ ୫୪୭୭ କୋଟି ଟଙ୍କା ବିନିଯୋଗ କରିବ। ଏହା ପରେ କମ୍ପାନୀର ମୋଟ ଉତ୍ପାଦନ କ୍ଷମତା ବାର୍ଷିକ ୧୩୬ ନିୟୁତ ଟନ୍ ଅତିକ୍ରମ କରିବ |କମ୍ପାନୀର ପରିଚାଳନା ବୋର୍ଡ ଏହି ନିବେଶକୁ!-->…
Read More...
Read More...