ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category

Today’s Highlight

ନବୀନଙ୍କ ଆଖିରେ ଲୋକଙ୍କ ଜୀବନ ବଡ଼; ଲକ୍ ଡାଉନ ସମୟ ସୀମା ବଢିଲା

ଅର୍ଥନୀତି ଓ ମଣିଷ ଜୀବନ ମଧ୍ୟରୁ ମୁଁ ମଣିଷ ଜୀବନକୁ ଗୁରୁତ୍ବ ଦେଉଛି: ନବୀନଲକଡାଉନ ସମୟ ସୀମା ୩୦ଯାଏ ବଢିଲା, ଜୁନ୍ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦସାମାଜିକ ଦୂରତ୍ବ ରକ୍ଷା କରି ମନରେଗା ଓ କୃଷି କାର୍ଯ୍ୟ ଜାରି ରହିବଅତ୍ୟାବଶ୍ୟକ ମାଲ ପରିବହନରେ କୌଣସି ଅସୁବିଧା ହେବ ନାହିଁଆମେରିକାର ଚିତ୍ର…
Read More...

୧୧ ତାରିଖ ଉପରେ ଦେଶର ନଜର

ରାଜନୈତିକ ଦଳ ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟଲକଡାଉନ ଅବଧି ବଢାଇବା ଲାଗି ଦାବି ଉଠାଇଲେ ରାଜନୈତିକ ଦଳ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ନିଷ୍ପତ୍ତି ନେବେ ମୋଦୀ ନୂଆଦିଲ୍ଲୀ: ମାର୍ଚ୍ଚ ୨୫ ତାରିଖରୁ ଦେଶରେ ୨୧ ଦିନିଆ ଲକଡାଉନ ଆରମ୍ଭ ହୋଇଥିଲା। ଏହା…
Read More...

ଧର୍ମେନ୍ଦ୍ରଙ୍କ ଗୋଟିଏ ଟ୍ବିଟ୍ …

ଭୁବନେଶ୍ବର: ମଙ୍ଗଳବାର ରାତିରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଟ୍ବିଟ୍ କରିଛନ୍ତି। ସେଥିରେ ତାଙ୍କର ପତ୍ନୀ ମୃଦଳା ପ୍ରଧାନ ଓ ଝିଅ ନୈମିଷା ମାସ୍କ ପ୍ରସ୍ତୁତ କରୁଥିବା ଦେଖାଯାଇଛି। ଏହା ପୂର୍ବରୁ ମନ୍ତ୍ରୀ ତାଙ୍କର ଟ୍ବିଟ୍ ଯୋଗେ ଭଦ୍ରକର ଜଣେ ମହିଳାଙ୍କ…
Read More...

ବିଜେଡିକୁ ଦାୟିତ୍ବ ଦେଲେ ନବୀନ

ଭୁବନେଶ୍ବର: କଂଗ୍ରେସ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଛି।ବିଜେପି ରାଜ୍ୟ ସଭାପତି ମଧ୍ୟ ଆହ୍ବାନ ଦେଇସାରିଥିଲେ। ଶେଷରେ ବିଜେଡି ଏବେ ସାମ୍ନାକୁ ଆସିଛି। ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ…
Read More...

ଗୋଟିଏ ଫୋନରେ ଚିକିତ୍ସା ସେବା

ଭୁବନେଶ୍ବର: କରୋନାକୁ ଡରି ଲୋକେ ସାଧାରଣ ଡାକ୍ତରଖାନାକୁ ଯାଉନଥିବା କାରଣକୁ ନେଇ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିବା ସହିତ ଆଜି ପୂର୍ବାହ୍ନରେ ସ୍ବାସ୍ଥ୍ୟ ସଚିବ ସ୍ପଷ୍ଟ କରିଥିଲେ ଯେ କୌଣସି କୋଭିଡ-୧୯ ରୋଗୀଙ୍କୁ ସାଧାରଣ ଡାକ୍ତରଖାନାରେ ରଖାଯାଉନାହିଁ। ଏହାର କେଇ ଘଣ୍ଟା ବିତିନି,…
Read More...

ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ

ଭୁବନେଶ୍ବରରେ ପୁଣି ଜଣେ କରୋନା ସଂକ୍ରମିତ ସୂଚନା ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମିତ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏ ନେଇ ଆଜି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍ କରି ଜଣାଇଛି। ବିଭାଗ କହିଛି ଯେ ସଂପୃକ୍ତ ବ୍ୟକ୍ତିଙ୍କ ବୟସ ୭୨ ବର୍ଷ ହୋଇଥିଲା ଓ ତାଙ୍କ ଘର ଭୁବନେଶ୍ବର…
Read More...

ମହିଳା ଏବଂ ପୁଲିସ: ସେବେ ବିଜୁ, ଏବେ ନବୀନ…

କରୋନା ମୁକାବିଲା ନେଇ ସୁଜାତା କାର୍ତିକେୟନ୍ ପ୍ରୟୋଗ କଲେ ଅମୋଘ ଅସ୍ତ୍ର୧୦୦ ପ୍ରତିଶତ ଲକ୍ ଡାଉନ ସଫଳ ପାଇଁ ମାଆମାନଙ୍କୁ ଦାୟିତ୍ବ ନେବାକୁ ପରାମର୍ଶ ଭୁବନେଶ୍ବର: ଏକଦା ବିଜୁ ବାବୁ ମହିଳାମାନଙ୍କୁ ପୁଲିସ କ୍ଷମତା ଦେବା କଥା କହିଥିଲେ। ନିଶା ବିରୋଧରେ ବିଜୁ ବାବୁଙ୍କ ଏଭଳି…
Read More...

ଦେଶକୁ ରାସ୍ତା ଦେଖାଇଲେ ନବୀନ

ସମ୍ ହସ୍ପିଟାଲ ସହଯୋଗରେ ତୃତୀୟ କୋଭିଡ୍ ହସ୍ପିଟାଲ ଲୋକାର୍ପିତଏମସିଏଲ୍ ସହାୟତା ଦେଲା, ଧର୍ମେନ୍ଦ୍ର ଓ ପ୍ରହଲ୍ଲାଦ ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାଅନୁଗୁଳ ଓ କେନ୍ଦ୍ରାପଡାରେ ସମ୍ ହସ୍ପିଟାଲ ସହାୟତାରେ ହେବ ନୂଆ କୋଭିଡ୍ ହସ୍ପିଟାଲଏବେ ୧୩୫୦ ଶଯ୍ୟା ପ୍ରସ୍ତୁତ, ପୃଥକାବାସ…
Read More...

ରାଜଧାନୀରେ ଦିନକରେ ୧୮ ପଜିଟିଭ୍

ଭୁବନେଶ୍ବର: ଗୋଟିଏ ଦିନରେ ରାଜଧାନୀରେ ପୂରା ୧୮ଜଣଙ୍କ ଠାରେ କରୋନା ଭୁତାଣୁ ଠାବ ହୋଇଛି। ସ୍ବାସ୍ଥ୍ୟ ବିଭାଗ ଅପରାହ୍ନରେ ଜଣାଇଥିଲା ଯେ ଭୁବନେଶ୍ବର କପିଳପ୍ରସାଦ ଓ ବମିଖାଲରେ ଗୋଟିଏ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛି। ତଦନୁଯାୟୀ ସଂପୃକ୍ତ ଅଞ୍ଚଳକୁ ହଟ ସ୍ପଟ୍ ଭାବେ ଘୋଷଣା…
Read More...

ମହାପ୍ରଭୁଙ୍କ ପାଇଁ ବିଜୁ ବାବୁ ଯେବେ ଅଣ୍ଟା ଭିଡିଥିଲେ

ଭୁବନେଶ୍ବର: ସେଦିନ ଥିଲା ୧୯୯୨ ମସିହା ଅଗଷ୍ଟ ୧୩ ତାରିଖ। ଶ୍ରୀମନ୍ଦିର ଗର୍ଭଗୃହର କାନୁସରୁ ପ୍ରାୟ ଏକ ଟନ୍ ଓଜନ ବିଶିଷ୍ଟ ଦୁଇଖଣ୍ଡ ପଥର ରତ୍ନ ସିଂହାସନ ସାମ୍ନା ତଳ ପୋଖରିଆରେ ଖସି ପଡିଲା। କଥା ସାଙ୍ଗେ ସାଙ୍ଗେ ରାଷ୍ଟ୍ର ହୋଇଗଲା ଓ ସମଗ୍ର ଓଡ଼ିଶାରେ ଆଲୋଡନ ସୃଷ୍ଟି ହୋଇଗଲା।…
Read More...